ଏଟିପି ଫାଇନାଲ୍ସ ଟାଇଟଲ୍ ଜିତିଲେ ସିଟସିପାସ୍

ଲଣ୍ଡନ: ଗ୍ରୀସର ଷ୍ଟିଫାନସ୍ ସିଟସିପାସ୍ ଚଳିତ ଏଟିପି ୱାର୍ଲ୍ଡ ଟୁର୍ ଫାଇନାଲ୍ସରେ କ୍ୟାନାଡାର ଡୋମିନିକ୍ ଥିଏମଙ୍କୁ ହରାଇ ଚାମ୍ପିୟନ୍ ହୋଇଛନ୍ତି। ରବିବାର ରାତିରେ ଖେଳାଯାଇଥିବା ଟାଇଟଲ୍ ମୁକାବିଲାରେ ସିଟସିପାସ୍ ୬-୭ (୬/୮), ୬-୨, ୭-୬ (୭/୪) ସେଟରେ ପରାସ୍ତ କରି ଏହି ସଫଳତା ଅର୍ଜନ କରିଛନ୍ତି। ୨୧ ବର୍ଷୀୟ ସିଟସିପାସ୍ ୨୦୦୧ରେ ଅଷ୍ଟ୍ରେଲିଆର ଲିଟନ୍ ହେୱିଟଙ୍କ ପରେ ସବୁଠାରୁ କନିଷ୍ଠ ଖେଳାଳି ଭାବେ ଏଟିପି ଟାଇଟଲ୍ ଜିତିଛନ୍ତି। ଚଳିତ ବର୍ଷ ସିଟସିପାସଙ୍କର ଏହା ଚତୁର୍ଥ ଟାଇଟଲ୍। ଫାଇନାଲ୍ […]

tsitsipas

tsitsipas

Ranjit Kumar Jena
  • Published: Monday, 18 November 2019
  • Updated: 18 November 2019, 07:04 PM IST

Sports

Latest News

ଲଣ୍ଡନ: ଗ୍ରୀସର ଷ୍ଟିଫାନସ୍ ସିଟସିପାସ୍ ଚଳିତ ଏଟିପି ୱାର୍ଲ୍ଡ ଟୁର୍ ଫାଇନାଲ୍ସରେ କ୍ୟାନାଡାର ଡୋମିନିକ୍ ଥିଏମଙ୍କୁ ହରାଇ ଚାମ୍ପିୟନ୍ ହୋଇଛନ୍ତି। ରବିବାର ରାତିରେ ଖେଳାଯାଇଥିବା ଟାଇଟଲ୍ ମୁକାବିଲାରେ ସିଟସିପାସ୍ ୬-୭ (୬/୮), ୬-୨, ୭-୬ (୭/୪) ସେଟରେ ପରାସ୍ତ କରି ଏହି ସଫଳତା ଅର୍ଜନ କରିଛନ୍ତି। ୨୧ ବର୍ଷୀୟ ସିଟସିପାସ୍ ୨୦୦୧ରେ ଅଷ୍ଟ୍ରେଲିଆର ଲିଟନ୍ ହେୱିଟଙ୍କ ପରେ ସବୁଠାରୁ କନିଷ୍ଠ ଖେଳାଳି ଭାବେ ଏଟିପି ଟାଇଟଲ୍ ଜିତିଛନ୍ତି।

ଚଳିତ ବର୍ଷ ସିଟସିପାସଙ୍କର ଏହା ଚତୁର୍ଥ ଟାଇଟଲ୍। ଫାଇନାଲ୍ ମୁକାବିଲା ଆଶା ମୁତାବକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମ ସେଟ୍ ଟାଇବ୍ରେକରକୁ ଯାଇଥିଲା, ଯେଉଁଥିରେ ସିଟସିପାସ୍ ୮-୬ରେ ହାରିଯାଇଥିଲେ। କିନ୍ତୁ ଦ୍ୱିତୀୟ ସେଟରେ ଏହି ଗ୍ରୀସ୍ ଖେଳି ସଫଳତାର ସହ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ୬-୨ରେ ବିଜୟୀ ହୋଇ ମ୍ୟାଚକୁ ବରାବର କରିଥିଲା।

ନିର୍ଣ୍ଣାୟକ ତଥା ତୃତୀୟ ସେଟ୍ ମଧ୍ୟ ଟାଇବ୍ରେକରରେ ପହଞ୍ଚିଥିଲା। କିନ୍ତୁ ଏଥର ସିଟସିପାସ୍ କୌଣସି ଭୁଲ୍ ନକରି ଗେମକୁ ୭-୪ରେ ଜିତି ଟାଇଟଲକୁ ଅକ୍ତିଆର କରିଥିଲେ। ସିଟସିପାସ୍ ନିଜର ପ୍ରଥମ ଏଟିପି ଫାଇନାଲ୍ସରେ ଟାଇଟଲ୍ ଜିତି ନୂଆ କୀର୍ତ୍ତିମାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story