ଅଟୋଗ୍ରାଫ୍‌ ପାଇଁ ପାଗଳାମୀ: ପଡ଼ିଆ ଭିତରକୁ ପଶିଗଲେ ରାଇନାଙ୍କ ଫ୍ୟାନ୍‌

କାନପୁର: ଚଳିଚ ଆଇପିଏଲର ୫୦ ତମ ମ୍ୟାଚ୍‌ ଗୁଜରାଟ ଓ ଦିଲ୍ଲୀ ମଧ୍ୟରେ ଚାଲିଥିବା ବେଳେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଥିଲା। ଗୁଜରାଟ ପକ୍ଷରୁ  ଆଧିନାୟକ ସୁରେଶ ରାଇନା ଫିଲ୍ଡିଂ କରୁଥିବା ବେଳେ ତାଙ୍କର ଜଣେ ଫ୍ୟାନ ହଠାତ୍‌ ପଡିଆ ଭିତରକୁ ଯାଇ ତାଙ୍କ ପାଦ ଛୁଇଁବାକୁ ଚେଷ୍ଟା କରିବା ସହ ଆଣ୍ଠେଇପଡି ତାଙ୍କୁ ଅଟୋଗ୍ରାଫ ପାଇଁ ନିବେଦନ କରିଥିଲେ। ଲାଇଭ ମ୍ୟାଚ ଚାଲିଥିବା ବେଳେ ଏହି ବ୍ୟକ୍ତିଜଣଙ୍କର ଏଭଳି ପାଗଳାମି ସମସ୍ତଙ୍କୁ ଚକିତ କରିଦେଇଥିଲା। […]

raina

raina

Rakesh Mallick
  • Published: Thursday, 11 May 2017
  • Updated: 11 May 2017, 07:24 PM IST

Sports

Latest News

କାନପୁର: ଚଳିଚ ଆଇପିଏଲର ୫୦ ତମ ମ୍ୟାଚ୍‌ ଗୁଜରାଟ ଓ ଦିଲ୍ଲୀ ମଧ୍ୟରେ ଚାଲିଥିବା ବେଳେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଥିଲା। ଗୁଜରାଟ ପକ୍ଷରୁ  ଆଧିନାୟକ ସୁରେଶ ରାଇନା ଫିଲ୍ଡିଂ କରୁଥିବା ବେଳେ ତାଙ୍କର ଜଣେ ଫ୍ୟାନ ହଠାତ୍‌ ପଡିଆ ଭିତରକୁ ଯାଇ ତାଙ୍କ ପାଦ ଛୁଇଁବାକୁ ଚେଷ୍ଟା କରିବା ସହ ଆଣ୍ଠେଇପଡି ତାଙ୍କୁ ଅଟୋଗ୍ରାଫ ପାଇଁ ନିବେଦନ କରିଥିଲେ। ଲାଇଭ ମ୍ୟାଚ ଚାଲିଥିବା ବେଳେ ଏହି ବ୍ୟକ୍ତିଜଣଙ୍କର ଏଭଳି ପାଗଳାମି ସମସ୍ତଙ୍କୁ ଚକିତ କରିଦେଇଥିଲା। ଏହି ବ୍ୟକ୍ତି ଜଣକ ସୁରେଶ ରାଇନାଙ୍କ ନାଁ ଥିବା ଜର୍ସି ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଏହାପରେ ମ୍ୟାଚ୍‌କୁ କିଛି ମସୟ ପାଇଁ ବନ୍ଦ ରଖିବାକୁ ପଡିଥିଲ। ରାଇନା ନିଜେ ତାଙ୍କ ଫ୍ୟାନକୁ ବୁଝାସୁଝା କରି ପଡିଆ ବାହାରକୁ ନେବା ପରେ ପୁଣି ମ୍ୟାଚ୍‌ ଆରମ୍ଭ ହୋଇଥିଲା।

News Picture Courtesy -Dainik bhaskar

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story