ସୂର୍ଯ୍ୟଙ୍କ ଚମକ, ୧୯୩ରେ ଅଟକିଲା ମୁମ୍ବାଇ

ଅବୁଧାବି: ସୂର୍ଯ୍ୟ କୁମାର ଯାଦବଙ୍କ ଦମଦାର ଅର୍ଦ୍ଧଶତକ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାୱାର ହିଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ ହରାଇ ୧୯୩ ରନ୍‌ କରିଛି। ଫଳରେ ରାଜସ୍ଥାନ ଆଗରେ ୧୯୪ ରନ୍‌ର ଟାର୍ଗେଟ ରହିଛି। ମୁମ୍ବାଇ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ସର୍ବାଧିକ ୭୯  ରନ୍‌ କରିଥିବା ବେଳେ ରୋହିତ ଶର୍ମା ୩୫ ଓ ହାର୍ଦ୍ଦିକ ପାଣ୍ଡ୍ୟା ଶେଷ ଭାଗରେ ୩୦ ରନ୍‌ର ସ୍ଫୋରକ ଇନିଂସ ଖେଳିଛନ୍ତି। ଟସ୍‌ ଜିତି […]

df

df

Hemant Lenka
  • Published: Tuesday, 06 October 2020
  • Updated: 06 October 2020, 09:27 PM IST

Sports

Latest News

ଅବୁଧାବି: ସୂର୍ଯ୍ୟ କୁମାର ଯାଦବଙ୍କ ଦମଦାର ଅର୍ଦ୍ଧଶତକ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାୱାର ହିଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ ହରାଇ ୧୯୩ ରନ୍‌ କରିଛି। ଫଳରେ ରାଜସ୍ଥାନ ଆଗରେ ୧୯୪ ରନ୍‌ର ଟାର୍ଗେଟ ରହିଛି। ମୁମ୍ବାଇ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ସର୍ବାଧିକ ୭୯  ରନ୍‌ କରିଥିବା ବେଳେ ରୋହିତ ଶର୍ମା ୩୫ ଓ ହାର୍ଦ୍ଦିକ ପାଣ୍ଡ୍ୟା ଶେଷ ଭାଗରେ ୩୦ ରନ୍‌ର ସ୍ଫୋରକ ଇନିଂସ ଖେଳିଛନ୍ତି।

ଟସ୍‌ ଜିତି ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳର ଦୁଇ ଓପନର ରୋହିତ ଓ କ୍ୱିଣ୍ଟନ ଡି’କକ ଦମଦାର ବ୍ୟାଟିଂ କରି ୪.୫ ଓଭରରେ ଦଳୀୟ ସ୍କୋରକୁ ୪୯ରେ ପହଞ୍ଚାଇ ଦେଇଥିଲେ। କିନ୍ତୁ ଆଜି ଆଇପିଏଲରେ ଡେବ୍ୟୁ କରିଥିବା ଅଙ୍କିତ ତ୍ୟାଗୀ ତାଙ୍କ ପ୍ରଥମ ଓଭର୍‌ରେ ଡି’କକ(୨୩)ଙ୍କୁ ଆଉଟ କରି ମୁମ୍ବାଇକୁ ପ୍ରଥମ ଝଟକା ଦେଇଥିଲେ।

ରୋହିତ ଶର୍ମା ଓ ସୂର୍ଯ୍ୟ କୁମାର ଯାଦବ ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ୮୮ରେ ପହଞ୍ଚାଇଥିଲେ। ବଡ଼ ଶଟ ଖେଳିବା ଲୋଭରେ ରୋହିତ ଶର୍ମା(୨୩ ବଲରେ ୩୫) ଶ୍ରେୟସ ଗୋପାଲଙ୍କ ବଲରେ ଆଉଟ ହୋଇଯାଇଥିଲା। ଏହାର ପରବର୍ତ୍ତୀ ବଲରେ ଖାତା ଖୋଲିବା ପୂର୍ବରୁ ଇଶାନ କିଶନ ପ୍ୟାଭିଲିୟନ ଫେରିଥିଲେ।

ଦୁଇଟି ବଲରେ ଦୁଇଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ମୁମ୍ବାଇ ପାଇଁ ସଙ୍କଟମୋଚକ ସାଜିଥିଲେ କୃନାଲ ପାଣ୍ଡ୍ୟା ଓ ସୂର୍ଯ୍ୟ କୁମାର ଯାଦବ। ତେବେ ୧୪ ଓଭର୍‌ରେ ଦଳୀୟ ସ୍କୋର ୧୧୭ ଥିବା ବେଳେ କୃନାଲ (୧୨) ଆର୍ଚରଙ୍କ ବଲରେ ଆଉଟ ହୋଇଯାଇଥିଲେ। କିନ୍ତୁ ସୂର୍ଯ୍ୟ କୁମାର ଦମଦାର ଶଟ୍‌ ଖେଳି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ଅର୍ଦ୍ଧଶତକ ହାସଲ କରିବା ପରେ ସେ ଆହୁରି ଆକ୍ରମଣାତ୍କମ ଶଟ ଖେଳିବା ଆରମ୍ଭ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଉଭୟ ୫ମ ୱିକେଟ ପାଇଁ ଅବିଭାଜିତ ୭୬ ରନ୍‌ ଯୋଡ଼ିଛନ୍ତି। ଶେଷ ଓଭର୍‌ରେ ମୁମ୍ବାଇ ୭୬ ରନ୍‌ କରିବାରୁ ଦଳ ୧୯୩ରେ ପହଞ୍ଚିଥିଲା। ସୂର୍ଯ୍ୟ କୁମାର ଯାଦବ ଶେଷ ଯାଏ ୪୭ ବଲରେ ୭୯ ଓ ପାଣ୍ଡ୍ୟା ୧୯ ବଲରେ ୩୦ ରନ୍‌ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story