ପ୍ରତ୍ୟାବର୍ତ୍ତନରେ ଦମ୍ ଦେଖାଇଲେ ପୃଥ୍ୱୀ ଶ'

ମୁମ୍ବାଇ: ଅଣ୍ଡର୍‌-୧୯ ଚାମ୍ପିୟନ୍ ଟିମର କ୍ୟାପଟେନ୍ ପୃଥ୍ୱୀ ଶ’ ୮ମାସର ବାସନ୍ଦାଦେଶ କାଟିବା ପରେ କ୍ରିକେଟକୁ ଦମଦାର କମବ୍ୟାକ୍ କରିଛନ୍ତି। ସେ ରବିବାର ସୟଦ ମୁସ୍ତାକ୍ ଅଲୀ ଟି-୨୦ ଟୁର୍ଣ୍ଣାମେଣ୍ଟ ମୁମ୍ବାଇ ପକ୍ଷରୁ ଖେଳି ଆସାମ ବିପକ୍ଷରେ ଧୂଆଁଧାର ଅର୍ଦ୍ଧଶତକ ମାରିଛନ୍ତି। ସେ ଚମତ୍କାର ବ୍ୟାଟିଂ କରି ମାତ୍ର ୩୨ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି। ଓପନିଂ କରି ସେ ୩୯ ବଲରେ ୬୩ ରନର ଇନିଂସ୍ ଖେଳିଛନ୍ତି, ଯେଉଁଥିରେ ୭ ଚୌକା ଓ ୨ […]

shaw1

shaw1

Ranjit Kumar Jena
  • Published: Sunday, 17 November 2019
  • Updated: 17 November 2019, 06:09 PM IST

Sports

Latest News

ମୁମ୍ବାଇ: ଅଣ୍ଡର୍‌-୧୯ ଚାମ୍ପିୟନ୍ ଟିମର କ୍ୟାପଟେନ୍ ପୃଥ୍ୱୀ ଶ' ୮ମାସର ବାସନ୍ଦାଦେଶ କାଟିବା ପରେ କ୍ରିକେଟକୁ ଦମଦାର କମବ୍ୟାକ୍ କରିଛନ୍ତି। ସେ ରବିବାର ସୟଦ ମୁସ୍ତାକ୍ ଅଲୀ ଟି-୨୦ ଟୁର୍ଣ୍ଣାମେଣ୍ଟ ମୁମ୍ବାଇ ପକ୍ଷରୁ ଖେଳି ଆସାମ ବିପକ୍ଷରେ ଧୂଆଁଧାର ଅର୍ଦ୍ଧଶତକ ମାରିଛନ୍ତି। ସେ ଚମତ୍କାର ବ୍ୟାଟିଂ କରି ମାତ୍ର ୩୨ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି। ଓପନିଂ କରି ସେ ୩୯ ବଲରେ ୬୩ ରନର ଇନିଂସ୍ ଖେଳିଛନ୍ତି, ଯେଉଁଥିରେ ୭ ଚୌକା ଓ ୨ ଛକା ସାମିଲ୍ ଅଛି।

ଅର୍ଦ୍ଧଶତକ ମାରିବା ପରେ ସେ ବ୍ୟାଟ୍ ଉଠାଇଥିଲେ। ଏହା ମଧ୍ୟରେ ବ୍ୟାଟ୍ ଆଡ଼କୁ ଇସାରା କରି କହିଥିଲେ ଯେ ବ୍ୟାଟ୍ ସବୁ କଥାର ଜବାବ ଦେବ। ଆସାମ ବିପକ୍ଷ ଏହି ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ୍ ହରାଇ ୨୦୬ ରନ୍ କରିଥିଲା। ଦଳ ପକ୍ଷରୁ ଆଦିତ୍ୟ ତାରେ ସର୍ବାଧିକ ୮୨ (୪୮ ବଲ୍‌, ୧୨ ଚୌକା, ୧ ଛକା) ଓ ସିଦ୍ଦେଶ ଲାଡ୍ ଅପରାଜିତ ୩୨ (୧୪ ବଲ୍‌, ୧ ଚୌକା, ୩ ଛକା) ରନ୍ କରିଥିଲେ। ଜବାବରେ ଆସାମ ୨୦ ଓଭରରେ ୮ ୱିକେଟ୍ ହରାଇ ୧୨୩ ରନ୍ କରିବାକୁ ସକ୍ଷମ ହୋଇଥିଲା।

ସୂଚନାଯୋଗ୍ୟ, ନିକଟରେ ତାଙ୍କୁ ମୁମ୍ବାଇର ୧୫ଜଣିଆ ସଦସ୍ୟତା ବିଶିଷ୍ଟ ଟିମରେ ସାମିଲ୍ କରାଯାଇଥିଲା। ୨୦ ବର୍ଷୀୟ ଏହି ବ୍ୟାଟ୍ସମ୍ୟାନଙ୍କ ଉପରେ ବିସିସିଆଇ ଚଳିତ ବର୍ଷ ମାର୍ଚ୍ଚ ମାସରେ ମୁସ୍ତାକ୍ ଅଲୀ ଟ୍ରଫି ବେଳେ ଡୋପ୍ ଟେଷ୍ଟରେ ବିଫଳ କାରଣରୁ ଜୁଲାଇରେ ତାଙ୍କୁ ୮ମାସ ପାଇଁ କ୍ରିକେଟରୁ ସବୁ ଫର୍ମାଟରୁ ବ୍ୟାନ୍ କରିଥିଲା। ପୃଥ୍ୱୀ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ୨୩ ଅକ୍ଟୋବର, ୨୦୧୮ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ହାଇଦ୍ରାବାଦରେ ଖେଳିଥିଲେ। ସେ ଏପର୍ଯ୍ୟନ୍ତ ଭାରତ ପକ୍ଷରୁ ଦୁଇଟି ଟେଷ୍ଟ ଖେଳିଛନ୍ତି। ତାଙ୍କ ନାଁରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story