ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଅଧିନାୟକ ପଦ ଛାଡ଼ିଲେ ମାଲିଙ୍ଗା

କୋଲମ୍ବୋ: ଆସନ୍ତାକାଲିଠାରୁ ଭାରତରେ ଆରମ୍ଭ ହେବ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌। ପଡ଼ିଆରେ ଜଲୱା ଦେଖାଇବାକୁ ସବୁ ଦଳ ପ୍ରସ୍ତୁତ। କିନ୍ତୁ ଏଭଳି ଏକ ସ୍ଥିତିରେ ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ଟିମ୍‌ର ଅଧିନାୟକ ପଦ ଛାଡ଼ି ଦେଇଛନ୍ତି ଲାସିଥ୍ ମାଲିଙ୍ଗା। ଆହତ ଓ ବାଂଲାଦେଶରେ ଏସିଆ କପ୍‌ରେ ଦଳର ଖରାପ ପ୍ରଦର୍ଶନ କାରଣରୁ ସେ ଅଧିନାୟକ ପଦବୀକୁ ନାଁ କହିଥିବା ଅନୁମାନ କରାଯାଉଛି। ତାଙ୍କ ସ୍ଥାନରେ ଅଲ୍‌ରାଉଣ୍ଡର ଆଞ୍ଜିଲୋ ମାଥ୍ୟୁସ୍‌ ଦଳର ନେତୃତ୍ୱ ନେବେ। ମାଥ୍ୟୁସ ଦିନିକିଆ ଓ ଟେଷ୍ଟରେ […]

malinga

malinga

Rakesh Mallick
  • Published: Monday, 07 March 2016
  • Updated: 07 March 2016, 01:09 PM IST

Sports

Latest News

କୋଲମ୍ବୋ: ଆସନ୍ତାକାଲିଠାରୁ ଭାରତରେ ଆରମ୍ଭ ହେବ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌। ପଡ଼ିଆରେ ଜଲୱା ଦେଖାଇବାକୁ ସବୁ ଦଳ ପ୍ରସ୍ତୁତ। କିନ୍ତୁ ଏଭଳି ଏକ ସ୍ଥିତିରେ ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ଟିମ୍‌ର ଅଧିନାୟକ ପଦ ଛାଡ଼ି ଦେଇଛନ୍ତି ଲାସିଥ୍ ମାଲିଙ୍ଗା। ଆହତ ଓ ବାଂଲାଦେଶରେ ଏସିଆ କପ୍‌ରେ ଦଳର ଖରାପ ପ୍ରଦର୍ଶନ କାରଣରୁ ସେ ଅଧିନାୟକ ପଦବୀକୁ ନାଁ କହିଥିବା ଅନୁମାନ କରାଯାଉଛି। ତାଙ୍କ ସ୍ଥାନରେ ଅଲ୍‌ରାଉଣ୍ଡର ଆଞ୍ଜିଲୋ ମାଥ୍ୟୁସ୍‌ ଦଳର ନେତୃତ୍ୱ ନେବେ। ମାଥ୍ୟୁସ ଦିନିକିଆ ଓ ଟେଷ୍ଟରେ ଶ୍ରୀଲଙ୍କା ଟିମ୍‌ର ନେତୃତ୍ୱ ନେଉଛନ୍ତି।

ଶ୍ରୀଲଙ୍କା କ୍ରିକେଟ୍‌ର ଉପ ସଭାପତି ମୋହନ ଡି’ସିଲଭା କହିଛନ୍ତି, “ଗତକାଲି ରାତିରେ ଅଧିନାୟକ ପଦବୀ ଛାଡ଼ିବା ନେଇ ମାଲିଙ୍ଗା ଲିଖିତ ଭାବେ ଜଣାଇଥିଲେ। ସେ ଅଧିନାୟକ ପଦବୀ ଛାଡ଼ିଲେ ମଧ୍ୟ ଦଳରେ ରହିବେ।”

ମିଳିଥିବା ସୂଚନା ମୁତାବକ ଗତ କିଛି ଦିନ ହେବ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଓ ମାଲିଙ୍ଗାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଯାଇଛି। ଆହତ ଜନିତ କାରଣ ଯୋଗୁଁ ତାଙ୍କର ମ୍ୟାଚ୍ ଚୟନ ପ୍ରକ୍ରିୟାକୁ ବୋର୍ଡ ପସନ୍ଦ କରୁ ନାହିଁ। ଗତକାଲି ଶେଷ ହୋଇଥିବା ଏସିଆ କପ୍‌ରେ ସେ ମାତ୍ର ଗୋଟିଏ ମ୍ୟାଚ୍ ଖେଳିଥିଲେ। ଏହି ସିରିଜ୍‌ରେ ଦଳ ଭାରତ, ପାକିସ୍ତାନ ଓ ବାଂଲାଦେଶଠାରୁ ପରାଜିତ ହୋଇ ବାହାର ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story