ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ ଖେଳିବେନି ଡୁମିନି

ନାଗପୁର: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆସନ୍ତା ଶୁକ୍ରବାର ନାଗପୁରରେ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏକ ମ୍ୟାଚ୍ ଖେଳାଯିବ। ତେବେ ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ଅଲ୍‌ରାଉଣ୍ଡର ଜେପି ଡୁମିନି ଖେଳିବେ ନାହିଁ। ତାଙ୍କ ଜଙ୍ଘରେ ଆଘାତ ଲାଗିଥିବାରୁ ତାଙ୍କୁ ଏହି ମ୍ୟାଚ୍‌ରୁ ବାଦ୍ ଦିଆଯାଇଛି। ଗତ ରବିବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ବେଳେ ତାଙ୍କ ଜଙ୍ଘରେ ଆଘାତ ଲାଗିଥିଲା।  ଭଲ ହେବା ପାଇଁ ତାଙ୍କୁ କେତେ ଦିନ ଲାଗିବ ସେ ନେଇ ଟିମ୍ ମ୍ୟାନେଜ୍‌ମେଣ୍ଟ୍ […]

jpdumini

jpdumini

Rakesh Mallick
  • Published: Wednesday, 23 March 2016
  • Updated: 23 March 2016, 11:47 AM IST

Sports

Latest News

ନାଗପୁର: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆସନ୍ତା ଶୁକ୍ରବାର ନାଗପୁରରେ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏକ ମ୍ୟାଚ୍ ଖେଳାଯିବ। ତେବେ ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ଅଲ୍‌ରାଉଣ୍ଡର ଜେପି ଡୁମିନି ଖେଳିବେ ନାହିଁ। ତାଙ୍କ ଜଙ୍ଘରେ ଆଘାତ ଲାଗିଥିବାରୁ ତାଙ୍କୁ ଏହି ମ୍ୟାଚ୍‌ରୁ ବାଦ୍ ଦିଆଯାଇଛି। ଗତ ରବିବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ବେଳେ ତାଙ୍କ ଜଙ୍ଘରେ ଆଘାତ ଲାଗିଥିଲା।  ଭଲ ହେବା ପାଇଁ ତାଙ୍କୁ କେତେ ଦିନ ଲାଗିବ ସେ ନେଇ ଟିମ୍ ମ୍ୟାନେଜ୍‌ମେଣ୍ଟ୍ ପକ୍ଷରୁ କିଛି କୁହାଯାଇନାହିଁ। ତେବେ ମାର୍ଚ୍ଚ ୨୮ ତାରିଖରେ ନୂଆଦିଲ୍ଲୀରେ ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ମ୍ୟାଚ୍‌ରେ ସେ ଖେଳିବେ ବୋଲି ଦଳ ଆଶା ରଖିଛି।

ଇଂଲଣ୍ଡ ଓ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଡୁମିନି ଅପରାଜିତ ରହି ମୋଟ ୮୩ ରନ୍ କରିଥିଲେ। ଏହା ସହିତ ଇଂଲଣ୍ଡ ବିପକ୍ଷରେ ଗୋଟିଏ ୱିକେଟ୍ ମଧ୍ୟ ନେଇଥିଲେ।

ଡୁମିନିଙ୍କ ଅନୁପସ୍ଥିତିରେ ଟିମ୍‌ରେ ଆରୋନ୍ ଫାନ୍‌ଗିସୋ ସ୍ଥାନ ପାଇବାର ସମ୍ଭାବନା ଅଧିକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story