ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଶୁକ୍ରବାର ପାକିସ୍ତାନ-ଅଷ୍ଟ୍ରେଲିଆ, ଦ.ଆଫ୍ରିକା-ୱେଷ୍ଟଇଣ୍ଡିଜ୍ ମୁକାବିଲା

ମୋହାଲି: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆସନ୍ତାକାଲି (ଶୁକ୍ରବାର) ଦୁଇଟି ମ୍ୟାଚ୍ ଖେଳାଯିବ। ଗୋଟିଏ ମ୍ୟାଚ୍ ଗ୍ରୁପ୍-୨ରେ ଥିବା ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ଅନ୍ୟ ମ୍ୟାଚ୍‌ଟି ଗ୍ରୁପ୍‌-୧ରେ ଥିବା ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବ। ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟସ୍ଥ ମ୍ୟାଚ୍ ଅପରାହ୍ନ ୩ଟାରେ ମୋହାଲିରେ ଖେଳାଯିବ। ଚଳିତ ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ଏଯାବତ ଦୁଇଟି ମ୍ୟାଚ୍‌ ଖେଳିଥିବା ବେଳେ ଗୋଟିଏ ଜିତିଛି ଓ ଗୋଟିଏ ହାରିଛି। ଦଳ ଏହାର ପ୍ରଥମ […]

Chris-Gayle

Chris-Gayle

Rakesh Mallick
  • Published: Thursday, 24 March 2016
  • Updated: 25 March 2016, 06:37 AM IST

Sports

Latest News

[caption id="attachment_75414" align="alignleft" width="150"]Chris-Gayle କ୍ରିସ୍ ଗେଲ୍[/caption]

ମୋହାଲି: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆସନ୍ତାକାଲି (ଶୁକ୍ରବାର) ଦୁଇଟି ମ୍ୟାଚ୍ ଖେଳାଯିବ। ଗୋଟିଏ ମ୍ୟାଚ୍ ଗ୍ରୁପ୍-୨ରେ ଥିବା ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ଅନ୍ୟ ମ୍ୟାଚ୍‌ଟି ଗ୍ରୁପ୍‌-୧ରେ ଥିବା ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବ।

ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟସ୍ଥ ମ୍ୟାଚ୍ ଅପରାହ୍ନ ୩ଟାରେ ମୋହାଲିରେ ଖେଳାଯିବ। ଚଳିତ ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ଏଯାବତ ଦୁଇଟି ମ୍ୟାଚ୍‌ ଖେଳିଥିବା ବେଳେ ଗୋଟିଏ ଜିତିଛି ଓ ଗୋଟିଏ ହାରିଛି। ଦଳ ଏହାର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠାରୁ ହାରିଯାଇଥିଲା। ତେବେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌କୁ ଜିତି ଥିଲା। ଏହା ସହିତ ଦଳ ୨ ପଏଣ୍ଟ ପାଇ ଗ୍ରୁପ୍-୨ର ପଏଣ୍ଟ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି। ସେହିପରି ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ୩ଟି ମ୍ୟାଚ୍ ଖେଳି ସାରିଛି। ଏଥିରୁ ଦଳ ଦୁଇଟିରେ ହାରିଥିବା ବେଳେ ଗୋଟିଏରେ ବିଜୟୀ ହୋଇଛି। ଦଳ ଏହାର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ହରାଇଥିଲା। କିନ୍ତୁ ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡଠାରୁ ହାରି ଯାଇଥିଲା। ଦଳ ୨ ପଏଣ୍ଟ ସହ ତାଲିକାର ତୃତୀୟ  ସ୍ଥାନରେ ରହିଛି।

ଗ୍ରୁପ୍‌-୧ରେ ଥିବା ଦକ୍ଷିଣ ଆଫ୍ରିକା ଆସନ୍ତାକାଲି ଏହାର ତୃତୀୟ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ବିରୋଧରେ ଖେଳିବ। ୱେଷ୍ଟଇଣ୍ଡିଜ୍‌ର ମଧ୍ୟ ଏହା ତୃତୀୟ ମ୍ୟାଚ୍ ହେବ। ସନ୍ଧ୍ୟା ସାଢ଼େ ୭ଟାରେ ନାଗପୁରରେ ଏହି ମ୍ୟାଚ୍ ଖେଳାଯିବ। ଦକ୍ଷିଣ ଆଫ୍ରିକା ଦୁଇଟି ମ୍ୟାଚ୍ ଖେଳି ଗୋଟିଏରେ ବିଜୟ ହୋଇଥିବା ବେଳେ ଅନ୍ୟ ଗୋଟିଏରେ ହାରି ଯାଇଛି। ଏହା ସହିତ ଦଳ ୨ ପଏଣ୍ଟ ପାଇ ଗ୍ରୁପ୍ ତାଲିକାର ତୃତୀୟ ସ୍ଥାନରେ ରହିଛି। ୱେଷ୍ଟଇଣ୍ଡିଜ୍ ୨ଟି ମ୍ୟାଚ୍ ଖେଳିଛି ଓ ଦୁଇଟି ଯାକ ଜିତି ୪ ପଏଣ୍ଟ ସହ ଗ୍ରୁପ୍ ତାଲିକାର ପ୍ରଥମ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story