୧୨ରୁ ଟାଟା ଉତ୍କଳିକା ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ୍‌

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୬ ଆଥ୍‌ଲେଟିକ୍‌ ଆସୋସିଏସନ୍‌ ପକ୍ଷରୁ ଆସନ୍ତା ୧୨ ତାରିଖରୁ ୨୧ତମ ଟାଟା ଉତ୍କଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍‌ ଆରମ୍ଭ ହେବ। ୧୯ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟ୍‌ ଶେଷ ହେବ। ଏଥିରେ ରାଜ୍ୟର ୭ଟି ଟିମ୍ ଅଂଶଗ୍ରହଣ କରିବେ। ଏହା ସହିତ ରାଜ୍ୟ ବାହାରୁ ଟାଟା ଫୁଟବଲ୍‌ ଏକାଡେମୀ ଅଂଶଗ୍ରହଣ କରିବ। ଚାମ୍ପିଅନ୍‌ ଟିମ୍‌କୁ ୨୫ ହଜାର ଟଙ୍କା ଓ ରନର୍ସ ଅପ୍ ଦଳକୁ ଟ୍ରଫି ସହ ୧୫ ହଜାର ଟଙ୍କା ପୁରସ୍କାର ବାବଦକୁ ପ୍ରଦାନ କରାଯିବ। […]

football

football

Jitendra Garnayak
  • Published: Sunday, 10 March 2019
  • Updated: 10 March 2019, 09:03 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୬ ଆଥ୍‌ଲେଟିକ୍‌ ଆସୋସିଏସନ୍‌ ପକ୍ଷରୁ ଆସନ୍ତା ୧୨ ତାରିଖରୁ ୨୧ତମ ଟାଟା ଉତ୍କଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍‌ ଆରମ୍ଭ ହେବ। ୧୯ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟ୍‌ ଶେଷ ହେବ।

ଏଥିରେ ରାଜ୍ୟର ୭ଟି ଟିମ୍ ଅଂଶଗ୍ରହଣ କରିବେ। ଏହା ସହିତ ରାଜ୍ୟ ବାହାରୁ ଟାଟା ଫୁଟବଲ୍‌ ଏକାଡେମୀ ଅଂଶଗ୍ରହଣ କରିବ।

footballଚାମ୍ପିଅନ୍‌ ଟିମ୍‌କୁ ୨୫ ହଜାର ଟଙ୍କା ଓ ରନର୍ସ ଅପ୍ ଦଳକୁ ଟ୍ରଫି ସହ ୧୫ ହଜାର ଟଙ୍କା ପୁରସ୍କାର ବାବଦକୁ ପ୍ରଦାନ କରାଯିବ। ଏହାସହ ‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ପାଇଁ ମଧ୍ୟ ପୁରସ୍କାର ରହିଛି।

ଉଦ୍‌ଘାଟନୀ ମ୍ୟାଚ୍ ଓଡ଼ିଶା ପୁଲିସ୍‌ ଓ ଫୁଲବାଣୀ ଟିମ୍ ମଧ୍ୟରେ ଖେଳାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos