ଆଇସିସି ଟେଷ୍ଟ ମାନ୍ୟତା: ଭାରତ ଓ କୋହଲି ଶୀର୍ଷରେ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ମାଟିରେ ପ୍ରଥମଥର ଟେଷ୍ଟ ସିରିଜ୍‌ ଜିତିଥିବା ଟିମ୍‌ ଇଣ୍ଡିଆ ପୁଣିଥରେ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ନିଜର ଦବଦବା ଦେଖାଇଛି। କେବଳ ଟିମ୍‌ ଇଣ୍ଡିଆ ନୁହେଁ ଅଧିନାୟକ ବିରାଟ୍‌ କୋହଲି ମଧ୍ୟ ପୂର୍ବ ପରି ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ମାନ୍ୟତା ତାଲିକାରେ ୧ ନମ୍ବର ସ୍ଥାନରେ ରହିଛନ୍ତି। ଆଜି ଆଇସିସି ପକ୍ଷରୁ ପ୍ରକାଶିତ ଟେଷ୍ଟ ରାଙ୍କିଙ୍ଗରେ ଟିମ୍‌ ଇଣ୍ଡିଆ ୧୧୬ ପଏଣ୍ଟ ସହ ଏକ ନମ୍ବର ସ୍ଥାନରେ ସୁଦୃଢ଼ ରହିଛି। ସେହିପରି ବିରାଟ୍‌ କୋହଲି ୯୨୨ ପଏଣ୍ଟ […]

fds

fds

Hemant Lenka
  • Published: Monday, 21 January 2019
  • Updated: 21 January 2019, 10:00 PM IST

Sports

Latest News

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ମାଟିରେ ପ୍ରଥମଥର ଟେଷ୍ଟ ସିରିଜ୍‌ ଜିତିଥିବା ଟିମ୍‌ ଇଣ୍ଡିଆ ପୁଣିଥରେ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ନିଜର ଦବଦବା ଦେଖାଇଛି। କେବଳ ଟିମ୍‌ ଇଣ୍ଡିଆ ନୁହେଁ ଅଧିନାୟକ ବିରାଟ୍‌ କୋହଲି ମଧ୍ୟ ପୂର୍ବ ପରି ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ମାନ୍ୟତା ତାଲିକାରେ ୧ ନମ୍ବର ସ୍ଥାନରେ ରହିଛନ୍ତି।

ଆଜି ଆଇସିସି ପକ୍ଷରୁ ପ୍ରକାଶିତ ଟେଷ୍ଟ ରାଙ୍କିଙ୍ଗରେ ଟିମ୍‌ ଇଣ୍ଡିଆ ୧୧୬ ପଏଣ୍ଟ ସହ ଏକ ନମ୍ବର ସ୍ଥାନରେ ସୁଦୃଢ଼ ରହିଛି। ସେହିପରି ବିରାଟ୍‌ କୋହଲି ୯୨୨ ପଏଣ୍ଟ ସହ ବ୍ୟାଟସ୍‌ମ୍ୟାନଙ୍କ ତାଲିକାରେ ୧ ନଂ ସ୍ଥାନରେ ରହିଛନ୍ତି। ଦ୍ୱିତୀୟରେ ଥିବା ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ୱିଲିମସନ୍‌ ପାଖରେ ୮୯୭ ପଏଣ୍ଟ ରହିଛି।

ଅଷ୍ଟ୍ରେଲିଆରେ ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ସମ୍ମାନ ପାଇଥିବା ଚେତେଶ୍ୱର ପୂଜାରା ଅନ୍ୟତମ ଭାରତୀୟ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆରେ ଶତକ ହାସଲ କରିଥିବା ୱିକେଟ୍‌ କିପର ବ୍ୟାଟସ୍‌ମ୍ୟାନ୍‌ ରିଷଭ ପନ୍ତ ଟପ୍‌ ୨୦ରେ ପ୍ରଵେଶ କରି କ୍ୟାରିୟର ଶ୍ରେଷ୍ଠ ୧୭ ନଂରେ ରହିଛନ୍ତି।

ବୋଲିଂ କଥା ବିଚାରକୁ ନେଲେ ଦକ୍ଷିଣ ଆଫ୍ରିକାର କାଗିସୋ ରାବଡ଼ା ପ୍ରଥମ ସ୍ଥାନରେ ରହିଛନ୍ତି। ଟପ୍‌ ଟେନ୍‌ରେ ଦୁଇ ଜଣ ଭାରତୀୟ ରହିଛନ୍ତି। ୫ମରେ ରବୀଚନ୍ଦ୍ରନ ଅଶ୍ୱିନ ରହିଥିବା ବେଳେ ୯ମ ସ୍ଥାନରେ ରବୀନ୍ଦ୍ର ଜାଡେଜା ରହିଛନ୍ତି। ୯୭୭ ପଏଣ୍ଟ ସହ ଯଶପ୍ରୀତ ବୁମ୍ରା ୧୫ତମ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story