ବିଶ୍ୱକପ୍‌ରେ ଭାରତ ସବୁଠାରୁ ବୟସ୍କ ଟିମ୍

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ୍ ପାଇଁ ଭାରତ ଇଂଲଣ୍ଡରେ ପହଞ୍ଚିସାରିଛି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତର ଏହି ବିଶ୍ୱକପର ସବୁଠାରୁ ସିନିୟର୍ ଟିମ୍, ଯିଏ ମେ’ ୩୦ ତାରିଖରୁ ହେବାକୁଥିବା ଏହି ମହାକୁମ୍ଭରେ ସବୁଠାରୁ ଅଭିଜ୍ଞ ଟିମ୍ ଭାବେ ଅଭିଯାନ ଆରମ୍ଭ କରିବ। ଏପର୍ଯ୍ୟନ୍ତ ଦୁଇଥର ବିଶ୍ୱ କପ୍ ବିଜେତା ହୋଇସାରିଥିବା ଟିମ୍ ଇଣ୍ଡିଆ ଏଥର ଅନ୍ୟତମ ଟାଇଟଲ୍ ଦାବିଦାର। ଚଳିତ ବିଶ୍ୱକପରେ ଭାରତୀୟ ଟିମର ହାରାହାରି ବୟସ ୨୯.୫୩ ବର୍ଷ, ଯେଉଁଥିରେ ମହେନ୍ଦ୍ର ସିଂହ ଧୋନି (୩୭ ବର୍ଷ) […]

team india age

team india age

Hemant Lenka
  • Published: Wednesday, 22 May 2019
  • Updated: 22 May 2019, 07:13 PM IST

Sports

Latest News

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ୍ ପାଇଁ ଭାରତ ଇଂଲଣ୍ଡରେ ପହଞ୍ଚିସାରିଛି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତର ଏହି ବିଶ୍ୱକପର ସବୁଠାରୁ ସିନିୟର୍ ଟିମ୍, ଯିଏ ମେ' ୩୦ ତାରିଖରୁ ହେବାକୁଥିବା ଏହି ମହାକୁମ୍ଭରେ ସବୁଠାରୁ ଅଭିଜ୍ଞ ଟିମ୍ ଭାବେ ଅଭିଯାନ ଆରମ୍ଭ କରିବ। ଏପର୍ଯ୍ୟନ୍ତ ଦୁଇଥର ବିଶ୍ୱ କପ୍ ବିଜେତା ହୋଇସାରିଥିବା ଟିମ୍ ଇଣ୍ଡିଆ ଏଥର ଅନ୍ୟତମ ଟାଇଟଲ୍ ଦାବିଦାର।

ଚଳିତ ବିଶ୍ୱକପରେ ଭାରତୀୟ ଟିମର ହାରାହାରି ବୟସ ୨୯.୫୩ ବର୍ଷ, ଯେଉଁଥିରେ ମହେନ୍ଦ୍ର ସିଂହ ଧୋନି (୩୭ ବର୍ଷ) ସବୁଠାରୁ ବୟସ୍କ। ସେହିପରି କୁଲଦୀପ ଯାଦବ (୨୪ ବର୍ଷ) ସବୁଠାରୁ କମ୍ ବୟସର ଖେଳାଳି ଭାବେ ସାମିଲ୍ ଅଛନ୍ତି। ବିଶ୍ୱକପରେ ଭାଗ ନେଉଥିବା ୧୦ ଟିମ୍ ମଧ୍ୟରୁ ଶ୍ରୀଲଙ୍କା (୨୯.୯) ଏବଂ ଦକ୍ଷିଣ ଆଫ୍ରିକା (୨୯.୫) ପରେ ଭାରତୀୟ ଟିମ୍ ତୃତୀୟ ବୟୋଜ୍ୟେଷ୍ଠ ଟିମ୍।

୧୯୭୫ରୁ ଏପର୍ଯ୍ୟନ୍ତ ଭାରତୀୟ ଟିମ୍ କଥା ବିଚାର କରାଯାଏ, ତାହେଲେ ବିରାଟ କୋହଲିଙ୍କ ଟିମ୍ ବୟସ ମାମାଲାରେ ଗତ ସବୁ ଟିମକୁ ପଛରେ ପକାଇ ଦେଇଛି। ଏହା ପୂର୍ବରୁ ଭାରତ ବିଶ୍ୱକପରେ ସବୁଠାରୁ ବୟୋଜ୍ୟେଷ୍ଠ ଟିମ୍ ୨୦୧୧ରେ ଓହ୍ଲାଇଥିଲା, ଯେଉଁଥିରେ ହାରାହାରି ବୟସ ୨୮.୩ ଥିଲା।

ଧୋନିଙ୍କ ନେତୃତ୍ୱରେ ଏହି ଟିମ୍ ବିଶ୍ୱ ଚାମ୍ପିଅନ୍ ହୋଇଥିଲା। ତାହେଲେ କ'ଣ ବିରାଟ କୋହଲିଙ୍କ ଟିମ୍ ୨୦୧୧ ଇତିହାସ ଦୋହରାଇପାରିବ, କାରଣ ୧୯୮୩ରେ କପିଲ୍ ଦେବଙ୍କ ନେତୃତ୍ୱାଧୀନ ଟିମ୍ ଭାରତ ପାଇଁ ସବୁଠାରୁ ବୟୋଜ୍ୟେଷ୍ଠ ଟିମ୍ (ହାରାହାରି ବୟସ ୨୭.୧୦) ଥିଲା। କପିଲଙ୍କ ଏହି ଟିମ୍ ମଧ୍ୟ ବିଶ୍ୱକପ୍ ଜିତିଥିଲା।

ସୂଚନାଯୋଗ୍ୟ, ୧୯୭୫ର ବିଶ୍ୱକପ୍ ଟିମର ହାରାହାରି ବୟସ ୨୬.୮ ଏବଂ ୧୯୭୯ର ଟିମର ହାରାହାରି ବୟସ ୨୬.୬ ଥିଲା। କପିଲଙ୍କ ୧୯୮୭ ଟିମର ହାରାହାରି ବୟସ ୨୬.୨ ଥିଲା। ମହମ୍ମଦ ଆଝାରୁଦ୍ଦିନଙ୍କ ନେତୃତ୍ୱାଧୀନ ୧୯୯୨ର ଟିମର ବୟସ କେବଳ ୨୫.୪ ଥିଲା, ଯାହା ଭାରତର ସବୁଠାରୁ ଯୁବ ଟିମ୍ ଥିଲା। କିନ୍ତୁ ଏହି ସଂସ୍କରଣରେ ଟିମର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।

ଚଳିତ ବିଶ୍ୱକପରେ ସବୁଠାରୁ କନିଷ୍ଠ ଟିମ୍ ହେଉଛି ବାଂଲାଦେଶ। ଏହି ଟିମର ଖେଳାଳିଙ୍କ ହାରାହାରି ବୟସ ୨୭.୨୭। ଏହା ପରେ ଆଫଗାନିସ୍ତାନର ବୟସ ୨୭.୪୦। ପାକିସ୍ତାନ ଟିମ୍ ହାରାହାରି ୨୭.୩୩ ବୟସ ସହ ତୃତୀୟ ସ୍ଥାନରେ ଅଛି।

ଚଳିତ ବିଶ୍ୱକପରେ ସବୁଠାରୁ ବୟସ୍କ ଖେଳାଳି ହେଉଛନ୍ତି ଦକ୍ଷିଣ ଆଫ୍ରିକାର ଇମ୍ରାନ୍ ତାହିର୍, ଯାହାଙ୍କ ବୟସ ୪୦ ବର୍ଷ। ଆଫଗାନିସ୍ତାନର ମୁଜୀବ-ଉର୍-ରେହମାନ୍ ସବୁଠାରୁ କନିଷ୍ଠ ଖେଳାଳି (୧୮ ବର୍ଷ) ଭାବେ ବିଶ୍ୱକପରେ ନିଜର ସ୍ପିନ୍ ଯାଦୁ ଦେଖାଇବେ। ଧୋନି ବିଶ୍ୱକପର ସବୁଠାରୁ ଅଭିଜ୍ଞ କ୍ରିକେଟର୍। ସେ ଭାରତ ପକ୍ଷରୁ ୩୩୮ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଏହାଛଡ଼ା ଅନ୍ୟ କୌଣସି ଖେଳାଳି ୩୦୦ ମ୍ୟାଚ୍ ବି ଖେଳିନାହାନ୍ତି। ଚଳିତ ବିଶ୍ୱକପରେ ଭାରତୀୟ ଟିମରେ ସାମିଲ୍ ସବୁ ଖେଳାଳି ମୋଟ ୧୫୭୩ ଦିନିକିଆ ଖେଳିଛନ୍ତି ଏବଂ ଏହି ମାମଲାରେ କୋହଲିଙ୍କ ଟିମ୍ ଆଗରେ ଅଛନ୍ତି।

ଭାରତ ପକ୍ଷରୁ ଧୋନିଙ୍କ ବ୍ୟତୀତ କୋହଲି (୨୨୭), ରୋହିତ୍ ଶର୍ମା (୨୦୬), ରବୀନ୍ଦ୍ର ଜାଡେଜା (୧୨୮), ଶିଖର ଧୱନ୍ (୧୨୮), ଭୁବନେଶ୍ୱର କୁମାର (୧୦୫) ମଧ୍ୟ ୧୦୦ରୁ ଅଧିକ ଦିନିକିଆ ଖେଳିଛନ୍ତି। ଭାରତ ପରେ ବାଂଲାଦେଶର ନମ୍ବର ଆସିବ। ଏହି ଟିମର ଖେଳାଳିମାନେ ମୋଟ ୧୩୪୧ ମ୍ୟାଚ୍ ଖେଳିଛନ୍ତି। ବାଂଲା ଟିମ୍ ଅଧିନାୟକ ମାସରଫି ମୋର୍ତାଜା (୨୦୭), ମୁଶଫିକର ରହିମ୍ (୨୦୫), ଶାକିବ୍ ଅଲ୍ ହାସନ୍ (୧୯୮) ଓ ତମିମ୍ ଇକବାଲ୍ (୧୯୩) ସର୍ବାଧିକ ମ୍ୟାଚ୍ ଖେଳିଛନ୍ତି।

ଧୋନିଙ୍କ ପରେ କ୍ରିସ୍ ଗେଲ ବିଶ୍ୱକପରେ ଭାଗ ନେଉଥିବା ଦ୍ୱିତୀୟ ଅଭିଜ୍ଞ ଖେଳାଳି। ଏହି ୩୯ ବର୍ଷୀୟ କ୍ରିକେଟର୍ ଏପର୍ଯ୍ୟନ୍ତ ୨୮୯ ମ୍ୟାଚ୍ ଖେଳିଛନ୍ତି। ବୟସ ମାମଲାରେ ତାହିରଙ୍କ ପରେ ଗେଲ୍ ଦ୍ୱିତୀୟ ବୟୋଜ୍ୟେଷ୍ଠ ଖେଳାଳି। ବିଶ୍ୱକପରେ ଭାଗ ନେଉଥିବା ଟିମ୍ ମଧ୍ୟରେ ଭାରତୀୟ ଖେଳାଳିଙ୍କ ନାମରେ ସର୍ବାଧିକ ୯୦ ଶତକରୁ ରେକର୍ଡ ରହିଛି। ଏଥିରେ ଅଧିନାୟକ କୋହଲିଙ୍କ ନାମରେ ୪୧ ଶତକ, ରୋହିତ ୨୨, ଧୱନ ୧୬ ଏବଂ ଧୋନି ୧୦ ଶତକ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story