ଟିମ୍ ଇଣ୍ଡିଆର ବାଂଲାଦେଶ ଗସ୍ତ: ରବି ଶାସ୍ତ୍ରୀ ମଧ୍ୟବର୍ତ୍ତୀକାଳିନ କୋଚ

ନୂଆଦିଲ୍ଲୀ: ବାଂଲାଦେଶ ଗସ୍ତ ଲାଗି ଟିମ୍ ଇଣ୍ଡିଆର ମଧ୍ୟବର୍ତ୍ତୀକାଳିନ କୋଚ ଦାୟତ୍ୱ ଟିମ୍ ଡାଇରକ୍ଟର ରବି ଶାସ୍ତ୍ରୀ ତୁଲାଇବେ । ଏହାସହ ବ୍ୟାଟିଂ କୋଚ ଦାୟିତ୍ୱ ସଞ୍ଜୟ ବାଙ୍ଗରଙ୍କୁ ଦିଆଯାଇଛି । ଭରତ ଅରୁଣ ଦଳର ଫିଲଡିଂ କୋଚ ରହିବେ । ଏହି ଗସ୍ତରେ କେହି ଡାଇରକ୍ଟର ଯିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଆର. ଶ୍ରୀଧରଙ୍କୁ ଟିମର ବୋଲିଂ କୋଚ ଭାବେ ମନୋନିତ କରାଯାଇଛି । ପୂର୍ଣ୍ଣକାଳୀନ କୋଚ ଘୋଷଣା କରାଯାଇନାହିଁ । […]

RaviShastri

RaviShastri

Rakesh Mallick
  • Published: Tuesday, 02 June 2015
  • Updated: 02 June 2015, 07:46 AM IST

Sports

Latest News

ନୂଆଦିଲ୍ଲୀ: ବାଂଲାଦେଶ ଗସ୍ତ ଲାଗି ଟିମ୍ ଇଣ୍ଡିଆର ମଧ୍ୟବର୍ତ୍ତୀକାଳିନ କୋଚ ଦାୟତ୍ୱ ଟିମ୍ ଡାଇରକ୍ଟର ରବି ଶାସ୍ତ୍ରୀ ତୁଲାଇବେ । ଏହାସହ ବ୍ୟାଟିଂ କୋଚ ଦାୟିତ୍ୱ ସଞ୍ଜୟ ବାଙ୍ଗରଙ୍କୁ ଦିଆଯାଇଛି । ଭରତ ଅରୁଣ ଦଳର ଫିଲଡିଂ କୋଚ ରହିବେ । ଏହି ଗସ୍ତରେ କେହି ଡାଇରକ୍ଟର ଯିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଆର. ଶ୍ରୀଧରଙ୍କୁ ଟିମର ବୋଲିଂ କୋଚ ଭାବେ ମନୋନିତ କରାଯାଇଛି । ପୂର୍ଣ୍ଣକାଳୀନ କୋଚ ଘୋଷଣା କରାଯାଇନାହିଁ । ଏଥ‍ରୁ ବିସିସିଆଇ ପୂର୍ଣ୍ଣକାଳୀନ କୋଚ ଖୋଜିବାକୁ ଅଧିକ ସମୟ ନେବ ବୋଲି ଜଣାପଡୁଛି । ଟିମ୍ ଇଣ୍ଡିଆ ଗସ୍ତ ଅବସରରେ ବାଂଲାଦେଶ ସହ ଏକମାତ୍ର ଟେଷ୍ଟମ୍ୟାଚ୍ ସହ ୩ଟିକିଆ ୱାନଡେ ସିରିଜ ଖେଳିବ । ଜୁନ ୧୦ ତାରିଖରେ ଟେଷ୍ଟମ୍ୟାଚ ଖଳାଯିବା ସହ ୧୮ ତାରିଖରୁ ଦିନିକିଆ ସିରିଜ ଆରମ୍ଭ ହେବ । ୨୦୧୫ରୁ କୋଚ ଡଙ୍କନ ଫ୍ଲେଚରଙ୍କ ସହ ହୋଇଥିବା ଚୁକ୍ତିର ସମୟସୀମା ସରିଯାଇଛି । ସେବେଠାରୁ ଟିମ ଇଣ୍ଡିଆର କୋଚ ନିଯୁକ୍ତି ଲାଗି ପ୍ରକ୍ରିୟା ଜାରି ରହିଛି । ଏଥିଲାଗି ରାହୁଲ ଦ୍ରାବିଡ, ସଚିନ ତେନ୍ଦୁଲକର, ମାଇକ ହସୀ, ଷ୍ଟିଫେନ ଫ୍ଲେମିଂଙ୍କ ସହ ଅନ୍ୟ କେତେଜଣଙ୍କ ନାମ ଶୁଣିବାକୁ ମିଳୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story