ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା

ନାଗପୁର: ଆଇସିସି ବିଶ୍ୱକପ୍‌ ଟି-ଟ୍ୱେଣ୍ଟି ସୁପର ଟେନ୍‌ର ପ୍ରଥମ ମ୍ୟାଚ୍‌ରେ ଆଜି ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ୍‌ ଷ୍ଟାଡିୟମରେ ଭାରତକୁ ଭେଟିବ ନ୍ୟୁଜିଲାଣ୍ଡ। ଆଜି ଏହି ମ୍ୟାଚ୍‌ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ। ଏଥିପାଇଁ ଉଭୟ ଦଳ ଅନେକ ସମୟ ଧରି ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି। ଭାରତ ଏସିଆ କପ୍‌ରେ ଲଗାତାର ଭାବେ ଜିତି ଟ୍ରଫି ହାସଲ କରିଥିବାରୁ ଦଳର ମନୋବଳ ଦୃଢ଼ ରହିଛି। ଏହାସହ ଟପ୍‌ ଅର୍ଡର ଓ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ଜବରଦସ୍ତ ଫର୍ମ ଓ […]

india_vs_newzeland

india_vs_newzeland

Rakesh Mallick
  • Published: Tuesday, 15 March 2016
  • Updated: 15 March 2016, 03:13 AM IST

Sports

Latest News

ନାଗପୁର: ଆଇସିସି ବିଶ୍ୱକପ୍‌ ଟି-ଟ୍ୱେଣ୍ଟି ସୁପର ଟେନ୍‌ର ପ୍ରଥମ ମ୍ୟାଚ୍‌ରେ ଆଜି ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ୍‌ ଷ୍ଟାଡିୟମରେ ଭାରତକୁ ଭେଟିବ ନ୍ୟୁଜିଲାଣ୍ଡ। ଆଜି ଏହି ମ୍ୟାଚ୍‌ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ। ଏଥିପାଇଁ ଉଭୟ ଦଳ ଅନେକ ସମୟ ଧରି ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି।

ଭାରତ ଏସିଆ କପ୍‌ରେ ଲଗାତାର ଭାବେ ଜିତି ଟ୍ରଫି ହାସଲ କରିଥିବାରୁ ଦଳର ମନୋବଳ ଦୃଢ଼ ରହିଛି। ଏହାସହ ଟପ୍‌ ଅର୍ଡର ଓ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ଜବରଦସ୍ତ ଫର୍ମ ଓ ଅଲ୍‌ରାଉଣ୍ଡରଙ୍କ ଉଚ୍ଚ ଦକ୍ଷତା ଯୋଗୁଁ ଦଳ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆକୁ ଧୂଳି ଚଟେଇଛି। ଏହାସହ ଅଶ୍ୱିନ୍‌, ଜାଡେଜା, ବୁମରା,ନେଗୀ, ଶାମି, ହରଭଜନ ଓ ପାଣ୍ଡ୍ୟା ମଧ୍ୟ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ମାତ୍‌ ଦେବାକୁ ପ୍ରସ୍ତୁତ ରହିଛନ୍ତି।

ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ମଧ୍ୟ ଭାରତ ପାଇଁ ସ୍ୱତନ୍ତ୍ର ରଣନୀତି ନେଇ ଆଜି ମ୍ୟାଚ୍‌ ଖେଳିବ। ଦଳ ଗତ ୫ଟି ମ୍ୟାଚ୍‌ରୁ ପ୍ରଥମ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍‌ରେ ପରାଜିତ ହୋଇଛି। ତାହା ପୁଣି ପାକିସ୍ତାନ ଠାରୁ। ଦଳ ଏହି ମ୍ୟାଚ୍‌ରେ କରିଥିବା ତ୍ରୁଟିକୁ ସୁଧାରୀ ବିଶ୍ୱକପ୍‌ରେ ନିଜର ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ।

ଭାରତର ସାମ୍ଭାବ୍ୟ ଦଳ: ଏମ୍‌ ଏସ୍‌ ଧୋନି(ଅଧିନାୟକ), ରବିଚନ୍ଦ୍ରନ୍‌ ଅଶ୍ୱିନ୍‌, ଜସପ୍ରିତ ବୁମରା, ଶିଖର ଧାୱନ୍, ହରଭଜନ ସିଂହ, ରବୀନ୍ଦ୍ର ଜାଡେଜା, ବିରାଟ୍‌ କୋହଲି, ମହମ୍ମଦ ଶାମି, ପବନ ନେଗୀ, ଆଶିଷ ନେହରା, ହାର୍ଦ୍ଦିକ ପାଣ୍ଡ୍ୟା, ଆଜିଙ୍କ୍ୟ ରାହାଣେ, ସୁରେଶ ରାଇନା, ରୋହିତ ଶର୍ମା ଓ ଯୁବରାଜ ସିଂହ।

ନ୍ୟୁଜିଲାଣ୍ଡ ସମ୍ଭାବ୍ୟ ଦଳ: କେନ୍‌ ୱିଲିୟମସନ୍‌(ଅଧିନାୟକ),ସି. ଅଣ୍ଡରସନ୍‌, ଟି.ବୌଲ୍ଟ, ମାର୍ଟିନ୍ ଗୁପ୍ତିଲ୍, ଜି.ଇଲିଅଟ୍‌, କୋଲିନ୍‌ ମୁନରୋ, ମିଚେଲ୍‌ ମ୍ୟାକ୍‌ଲେନାଘାନ୍, ନାଥନ୍‌ ମ୍ୟାକ୍‌କୁଲମ୍‌, ଆଦମ୍‌ ମିଲ୍‌ନେ, ହେନେରୀ ନିକୋଲାସ୍‌, ଲ୍ୟୁକ୍‌ ରୋନଞ୍ଚି, ମିଚେଲ୍‌ ସାନ୍ତନର,ଆଇ. ସୋଧୀ, ଟିମ୍‌ ସାଉଥୀ ଓ ରସ୍‌ ଟେଲର।

 ଆଜିର ମ୍ୟାଚ୍‌ରେ ଓଡ଼ିଶାର ଜଣାଣୁଣା ମଡେଲ,ଅଭିନେତ୍ରୀ ଓ ଉପସ୍ଥାପିକା ସୁନୀତା ଗରାବଡୁ ଆଙ୍କରିଂ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story