ଟ୍ୱିଟରର ଡ୍ରିମ‌୍ ଟିମରେ ଧୋନୀ ଅଧିନାୟକ

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂଗ‌୍ ସାଇଟ‌୍ ଟ୍ୱିଟର ବିଶ୍ୱ ଟି-ଟ୍ୱେଣ୍ଟି ପାଇଁ ନିଜର ଡ୍ରିମ‌୍ ଟିମ‌୍ ଚୟନ କରିଛି। ଏଥିରେ ସେହି ଖେଳିମାନଙ୍କୁ ସ୍ଥାନିତ କରାଯାଇଛି ଯେଉଁମାନେ କି ଗତ ୧୨ ମାସ ଧରି ଟ୍ୱିଟରରେ ଧୂମ‌୍ ମଚାଉଛନ୍ତି। ଆଉ ଏହି ଦଳର ଅଧିନାୟକ ହୋଇଛନ୍ତି ଭାରତୀୟ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ପୁଣି ଏହି ଟିମରେ ଧୋନୀଙ୍କୁ ଛାଡ଼ି ଦେଲେ ଆହୁରି ୪ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ବିରାଟ କୋହଲି, ସୁରେଶ ରାଇନା, […]

dhoni

dhoni

Rakesh Mallick
  • Published: Tuesday, 15 March 2016
  • Updated: 15 March 2016, 07:39 AM IST

Sports

Latest News

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂଗ‌୍ ସାଇଟ‌୍ ଟ୍ୱିଟର ବିଶ୍ୱ ଟି-ଟ୍ୱେଣ୍ଟି ପାଇଁ ନିଜର ଡ୍ରିମ‌୍ ଟିମ‌୍ ଚୟନ କରିଛି। ଏଥିରେ ସେହି ଖେଳିମାନଙ୍କୁ ସ୍ଥାନିତ କରାଯାଇଛି ଯେଉଁମାନେ କି ଗତ ୧୨ ମାସ ଧରି ଟ୍ୱିଟରରେ ଧୂମ‌୍ ମଚାଉଛନ୍ତି। ଆଉ ଏହି ଦଳର ଅଧିନାୟକ ହୋଇଛନ୍ତି ଭାରତୀୟ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ପୁଣି ଏହି ଟିମରେ ଧୋନୀଙ୍କୁ ଛାଡ଼ି ଦେଲେ ଆହୁରି ୪ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ବିରାଟ କୋହଲି, ସୁରେଶ ରାଇନା, ରବିଚନ୍ଦ୍ରନ ଅଶ୍ୱିନ ଓ ହରଭଜନ ସିଂହ।

ଟ୍ୱିଟରର ଏହି ଡ୍ରିମ‌୍ ଟିମରେ ପାକିସ୍ତାନର ଶାହିଦ ଆଫ୍ରିଦି, ୱାହାବ ରିୟାଜ, ମହମ୍ମଦ ହଫିଜ‌୍, ଦକ୍ଷିଣ ଆଫ୍ରିକାର ଡେଲ‌୍ ଷ୍ଟେନ‌୍,  ୱେଷ୍ଟ‌୍ ଇଣ୍ଡିଜର କ୍ରିସ‌୍ ଗେଲ‌୍ ପ୍ରମୁଖ ସ୍ଥାନ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story