ଆଥ୍‌ଲେଟିକ୍ସରେ ଭାରତକୁ ଆଉ ଦୁଇ ରୌପ୍ୟ

ଜାକର୍ତ୍ତା: ଚଳିତ ଏସିଆନ୍‌ ଗେମ୍ସର ୯ ଦିନରେ ଭାରତକୁ ଆଥଲେଟିକ୍ସରୁ ଦୁଇଟି ରୌପ୍ୟ ପଦକ  ମିଳିଛି। ପୁରୁଷ ୪୦୦ ମିଟର ହର୍ଡଲ୍ସରେ ଭାରତର ଧରୁନ ଆୟାସାମୀ ରୌପ୍ୟ ପଦକ ଜିତିଛନ୍ତି। ସେ ନିର୍ଦ୍ଧାରିତ ୪୦୦ ମିଟର୍‌ ହର୍ଡଲ୍ସ ରେସ୍‌କୁ ୪୮.୯୬ ସେକେଣ୍ଡରେ ଶେଷ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହି ରେସ୍‌ରେ ଭାଗ ନେଇଥିବା ଭାରତର ଅନ୍ୟତମ ରନ୍‌ର ସନ୍ତୋଷ କୁମାର ୫ମ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି। ସେହିପରି ୩୦୦୦ ମିଟର୍‌ ମହିଳା ଷ୍ଟିପଲଚେଜରେ […]

1535373508-sudha

1535373508-sudha

Hemant Lenka
  • Published: Monday, 27 August 2018
  • Updated: 27 August 2018, 01:04 PM IST

Sports

Latest News

ଜାକର୍ତ୍ତା: ଚଳିତ ଏସିଆନ୍‌ ଗେମ୍ସର ୯ ଦିନରେ ଭାରତକୁ ଆଥଲେଟିକ୍ସରୁ ଦୁଇଟି ରୌପ୍ୟ ପଦକ  ମିଳିଛି। ପୁରୁଷ ୪୦୦ ମିଟର ହର୍ଡଲ୍ସରେ ଭାରତର ଧରୁନ ଆୟାସାମୀ ରୌପ୍ୟ ପଦକ ଜିତିଛନ୍ତି। ସେ ନିର୍ଦ୍ଧାରିତ ୪୦୦ ମିଟର୍‌ ହର୍ଡଲ୍ସ ରେସ୍‌କୁ ୪୮.୯୬ ସେକେଣ୍ଡରେ ଶେଷ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ଏହି ରେସ୍‌ରେ ଭାଗ ନେଇଥିବା ଭାରତର ଅନ୍ୟତମ ରନ୍‌ର ସନ୍ତୋଷ କୁମାର ୫ମ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି।

[caption id="attachment_268370" align="aligncenter" width="908"] ଧରୁନ୍‌ ଆୟାସାମୀ[/caption]

ସେହିପରି ୩୦୦୦ ମିଟର୍‌ ମହିଳା ଷ୍ଟିପଲଚେଜରେ ଭାରତର ସୁଧା ସିଂହ ରୌପ୍ୟ ପଦକ ଜିତିଛନ୍ତି। ସେ ନିର୍ଦ୍ଧାରିତ ଦୂରତା ୯ ମିନିଟ ୪୦.୦୩ ସେକେଣ୍ଡରେ ଅତିକ୍ରମ କରି ଚଳିତ ଏସିଆନ ଗେମ୍ସରେ ଭାରତ ପାଇଁ ୩୯ ତମ ପଦକ ଜିତିଛନ୍ତି।

ଅନ୍ୟପକ୍ଷରେ ମହିଳା ୪୦୦ ମିଟର ହର୍ଡଲ୍ସରେ ଓଡ଼ିଶାର ଜଉନା ମୁର୍ମୁ ନିରାଶ ହୋଇଛନ୍ତି। ସେ ଫାଇନାଲ୍‌ରେ ୫ମ ସ୍ଥାନରେ ରହି ଇଭେଣ୍ଟ ଶେଷ କରିଛନ୍ତି। ସେ ୫୭.୪୮ ସେକେଣ୍ଡରେ ତାଙ୍କ ଦୌଡ଼ ଶେଷ କରିଥିଲେ।

ସେହିପରି ଭାରତର ଅନ୍ୟତମ ଧାବିକା ଅନୁ ରାଘବନ ମଧ୍ୟ ୪୦୦ ମିଟର୍‌ ହର୍ଡଲ୍ସରେ ପଦକ ଦୌଡ଼ରୁ ବାଦ ପଡ଼ିଛନ୍ତି।  ସେ ୪୦୦ ମିଟର୍‌ ହର୍ଡଲ୍ସ ଶେଷ କରିବାକୁ ୫୬.୯୨ ସେକେଣ୍ଡ ସମୟ ନେଇ ୪ର୍ଥ ସ୍ଥାନରେ ରହିଥିଲେ।

ଆଜି ସନ୍ଧ୍ୟା ସୁଦ୍ଧା ଭାରତର ପଦକ ସଂଖ୍ୟା ୩୯ରେ ପହଞ୍ଚିଛି। ଏଥିରେ ୭ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଓ ୨୦ଟି ବ୍ରୋଞ୍ଜ ପଦକ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story