ନ୍ୟୁୟର୍କ: ୟୁଏସ୍ ଓପନ୍ର ପୁରୁଷ ଡବଲ୍ସରୁ ବିଦା ହୋଇଯାଇଛନ୍ତି ଭାରତୀୟ ଯୋଡ଼ି ଲିଆଣ୍ଡର ପେସ୍ ଓ ରୋହନ ବୋପାନ୍ନା। ଅନ୍ୟପକ୍ଷରେ ମିକ୍ସଡ ଡବଲ୍ସରେ ବିଜୟ ଧାରା ଜାରି ରଖିଛନ୍ତି ଭାରତର ସାନିଆ ମିର୍ଜା ଓ ତାଙ୍କ ସାଥୀ ଇଭାନ୍ ଡୋଡିକ୍। ଏହି ଯୋଡ଼ି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି।
ପେସ୍ ଓ ତାଙ୍କ ଜର୍ମାନ ସାଥୀ ଆନ୍ଦ୍ରେ ବେଗେମନ୍ ଫ୍ରାନ୍ସ-ଇସ୍ରାଏଲ ଯୋଡି ଷ୍ଟିଫେନ୍ ରବର୍ଟ ଓ ଡୁଡି ସେଲାଙ୍କଠାରୁ ୬-୨, ୫-୭, ୪-୬ରେ ପରାଜିତ ହୋଇଛନ୍ତି।
ରୋହନ୍ ବୋପାନ୍ନା ତାଙ୍କ ଯୋଡ଼ି ଫେଡ୍ରିକ୍ ନେଇଲସନ୍ ଆମେରିକାର ବ୍ରାଏନ୍ ବେକର ଓ ତାଙ୍କ ନ୍ୟୁଜିଲାଣ୍ଡ ସାଥୀ ମାର୍କସ୍ ଡ୍ୟାନିଏଲଙ୍କ ଠାରୁ ୨-୬ ୬-୭(୫-୭)ରେ ପରାଜିତ ହୋଇଛନ୍ତି।
ୟୁଏସ୍ ଯୋଡି ଡୋନାଲ୍ଡ ୟଙ୍ଗ ଓ ଟେଲର ଟାଉନ୍ସେଣ୍ଡଙ୍କୁ ୬-୪, ୬-୪ରେ ପରାଜିତ କରିଛନ୍ତି ଭାରତର ସାନିଆ ମିର୍ଜା ଓ ଇଭାନ୍ ଡୋଡିକ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଦେଶର ଜିଡିପି ଅଭିବୃଦ୍ଧି ହାର ଦୁଇ ବର୍ଷରେ ସର୍ବନିମ୍ନ
ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ଖସିଛି। ଉତ୍ପାଦନ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଅର୍ଥନୀତି କ୍ଷେତ୍ରରେ ଘଟିଛି ଅବନତୀ।
Crime
ପ୍ରେମିକାକୁ ହତ୍ୟା କରି ମୃତଦେହ ସହ ଦୁଇଦିନ ବିତାଇଲା ଅଭିଯୁକ୍ତ
ସୋଶାଲ ମିଡିଆରେ ମିଶିବା ପରେ ବଢ଼ିଥିଲା ପ୍ରେମ ସମ୍ପର୍କ। ରାଜ୍ୟ ବାହାରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୁଲିସ।
Politics
ଶେଷ ଘଣ୍ଟାରେ ପଡ଼ିଛି ୭୬ ଲକ୍ଷ ଭୋଟ! ମହାରାଷ୍ଟ୍ର ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା କଂଗ୍ରେସ
ମହାରାଷ୍ଟ୍ରରେ ଭୋଟ ଗ୍ରହଣ ଏବଂ ଗଣନା ପ୍ରକ୍ରିୟାରେ ଗୁରୁତର ଅନିୟମିତତା ହୋଇଥିବା ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲା କଂଗ୍ରେସ। ମାତ୍ର ୫ ମାସ ମଧ୍ୟରେ ମହାରାଷ୍ଟ୍ର ଭୋଟର ତାଲିକାରେ ପ୍ରାୟ ୪୭ ଲକ୍ଷ ନୂଆ ଭୋଟରଙ୍କୁ ଯୋଡ଼ା ଯାଇଥିବା ଅଭିଯୋଗ।
Science & Environment
ଘରେ ଲାଗିଛି ୧୫ ହଜାର ଗଛ, ଦିଲ୍ଲୀରେ ଥାଇ ବି ପ୍ରଦୂଷଣମୁକ୍ତ
ରକ୍ତ କର୍କଟରେ ଆକ୍ରାନ୍ତ ହେବା ପରେ ଦିଲ୍ଲୀ ଛାଡ଼ି ଚାଲିଯିବାକୁ ପରାମର୍ଶ ଦେଇଥିଲେ ଡାକ୍ତର।
Accident
ଓଲଟି ପଡ଼ିଲା ବସ୍; ୧୦ ଯାତ୍ରୀ ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ
ଏକ ସରକାରୀ ବସ୍ ପାଖାପାଖି ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା।