ୟୁଏସ୍‌ ଓପନ୍‌: ପେସ୍‌, ବୋପାନ୍ନା ଓ ସାନିଆଙ୍କ ବିଜୟ ଅଭିଯାନ ଆରମ୍ଭ

ନ୍ୟୁୟର୍କ: ୟୁଏସ୍‌ ଓପନ୍‌ରେ ନିଜ ନିଜ ବିପକ୍ଷ ପ୍ରଥମ ମ୍ୟାଚ୍‌ ଜିତି ବିଜୟ ଅଭିଯାନ ଆରମ୍ଭ କରିଛନ୍ତି ଭାରତୀୟ ଟେନିସ୍‌ ଷ୍ଟାର ଲିଆଣ୍ଡର ପେସ୍‌, ସାନିଆ ମିର୍ଜା ଓ ରୋହନ୍‌ ବୋପାନ୍ନା। ପୁରୁଷ ଡବଲ୍ସରେ ବୋପାନ୍ନା ଆଜି ତାଙ୍କ ସାଥୀ ଫେଡ୍ରିକ୍‌ ନିଲ୍‌ସନ୍‌ଙ୍କ ସହ ମିଶି ରେଡିକ୍‌ ଷ୍ଟେପାନେକ୍‌ ଓ ନିଦାଦ୍ ଜିମୋନ୍‌ଜିକ୍‌ଙ୍କୁ ୬-୩, ୬-୭(୩), ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ବୋପାନ୍ନା-ଫେଡ୍ରିକ୍‌ ଯୋଡି ପ୍ରି କ୍ୱାର୍ଟର ମ୍ୟାଚ୍‌ରେ ବ୍ରାଏନ୍‌ ବେକର ଓ ମାର୍କସ ଡ୍ୟାନିଏଲଙ୍କୁ ଭେଟିବେ। […]

Bopanna-sania-paes

Bopanna-sania-paes

Rakesh Mallick
  • Published: Thursday, 01 September 2016
  • Updated: 01 September 2016, 02:16 PM IST

Sports

Latest News

ନ୍ୟୁୟର୍କ: ୟୁଏସ୍‌ ଓପନ୍‌ରେ ନିଜ ନିଜ ବିପକ୍ଷ ପ୍ରଥମ ମ୍ୟାଚ୍‌ ଜିତି ବିଜୟ ଅଭିଯାନ ଆରମ୍ଭ କରିଛନ୍ତି ଭାରତୀୟ ଟେନିସ୍‌ ଷ୍ଟାର ଲିଆଣ୍ଡର ପେସ୍‌, ସାନିଆ ମିର୍ଜା ଓ ରୋହନ୍‌ ବୋପାନ୍ନା।

ପୁରୁଷ ଡବଲ୍ସରେ ବୋପାନ୍ନା ଆଜି ତାଙ୍କ ସାଥୀ ଫେଡ୍ରିକ୍‌ ନିଲ୍‌ସନ୍‌ଙ୍କ ସହ ମିଶି ରେଡିକ୍‌ ଷ୍ଟେପାନେକ୍‌ ଓ ନିଦାଦ୍ ଜିମୋନ୍‌ଜିକ୍‌ଙ୍କୁ ୬-୩, ୬-୭(୩), ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ବୋପାନ୍ନା-ଫେଡ୍ରିକ୍‌ ଯୋଡି ପ୍ରି କ୍ୱାର୍ଟର ମ୍ୟାଚ୍‌ରେ ବ୍ରାଏନ୍‌ ବେକର ଓ ମାର୍କସ ଡ୍ୟାନିଏଲଙ୍କୁ ଭେଟିବେ।

ମହିଳା ଡବଲ୍ସରେ ସାନିଆ ମିର୍ଜା ଓ ତାଙ୍କ ଯୋଡି ବାର୍ବୋରା ଷ୍ଟ୍ରେକୋଭା ଆମେରିକାର ଜାଦ ମାଇ ହାର୍ଟ ଓ ଇନା ଶିବାହାରାଙ୍କୁ ୬-୨, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି।

ମିକ୍ସ ଡବଲ୍ସରେ ଲିଆଣ୍ଡର ପେସ୍‌ ଓ ତାଙ୍କ ଯୋଡି ମାର୍ଟିନା ହିଙ୍ଗିସ୍‌ ଆମେରିକା ଯୋଡି ସାଚିଆ ଭିକ୍ରୀ ଓ ଫ୍ରାନ୍‌ସେସ୍‌ ଟିଆଫୋଇଙ୍କୁ ୬-୩, ୬-୨ରେ ପରାସ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story