ଆଇସିସିର ଏହି ବଡ଼ ପୁରସ୍କାର ଦୌଡ଼ରେ ବିରାଟ୍ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଆଇସିସି ପ୍ଲେୟର୍ ଅଫ୍ ଦି ଡିକେଡ୍ ବା ଦଶନ୍ଧିର ସବୁଠାରୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ତାଙ୍କ ବ୍ୟତୀତ ଏହି ପୁରସ୍କାର ପାଇଁ ଆର୍ ଅଶ୍ୱିନଙ୍କ ସମେତ ମୋଟ ୬ଜଣ ଖେଳାଳିଙ୍କୁ ମନୋନୀତ କରାଯାଇଛି। ଇଂଲଣ୍ଡର ଜୋ ରୁଟ୍, ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମସନ୍, ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍, ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲିୟର୍ସ, ଶ୍ରୀଲଙ୍କାର କୁମାର ସାଙ୍ଗାକାରା ମଧ୍ୟ ଏହି ଦୌଡ଼ରେ ରହିଛନ୍ତି। କୋହଲି […]

kohli

kohli

Ranjit Kumar Jena
  • Published: Tuesday, 24 November 2020
  • Updated: 25 November 2020, 08:38 AM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଆଇସିସି ପ୍ଲେୟର୍ ଅଫ୍ ଦି ଡିକେଡ୍ ବା ଦଶନ୍ଧିର ସବୁଠାରୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ତାଙ୍କ ବ୍ୟତୀତ ଏହି ପୁରସ୍କାର ପାଇଁ ଆର୍ ଅଶ୍ୱିନଙ୍କ ସମେତ ମୋଟ ୬ଜଣ ଖେଳାଳିଙ୍କୁ ମନୋନୀତ କରାଯାଇଛି। ଇଂଲଣ୍ଡର ଜୋ ରୁଟ୍, ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମସନ୍, ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍, ଦକ୍ଷିଣ ଆଫ୍ରିକାର ଏବି ଡି'ଭିଲିୟର୍ସ, ଶ୍ରୀଲଙ୍କାର କୁମାର ସାଙ୍ଗାକାରା ମଧ୍ୟ ଏହି ଦୌଡ଼ରେ ରହିଛନ୍ତି।

କୋହଲି କେବଳ ଏହି ପୁରସ୍କାର ବ୍ୟତୀତ ଦିନିକିଆ, ଟି-୨୦, ଟେଷ୍ଟ ପ୍ଲେୟର୍ ଅଫି ଡିକେଡ ଓ ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର ପାଇଁ ମଧ୍ୟ ମନୋନୀତ ହୋଇଛନ୍ତି। ଦିନିକିଆ ଖେଳାଳି ଦୌଡ଼ରେ କୋହଲିଙ୍କ ବ୍ୟତୀତ ରୋହିତ୍ ଶର୍ମା ଓ ମହେନ୍ଦ୍ର ସିଂ ଧୋନି ମଧ୍ୟ ରହିଛନ୍ତି। ଟି-୨୦ ଖେଳାଳି ଦୌଡ଼ରେ ଭାରତର ରୋହିତ୍ ଶର୍ମା ସ୍ଥାନ ପାଇଛନ୍ତି। ସେହିପରି ମହିଳା ପ୍ଲେୟର୍ ଅଫ୍ ଦି ଡିକେଡ୍ ଖେଳାଳି ପୁରସ୍କାର ପାଇଁ ଭାରତର ମିତାଲୀ ରାଜ ମନୋନୀତ ହୋଇଥିବା ବେଳେ ଦିନିକିଆ ଖେଳାଳି ପାଇଁ ଝୁଲନ୍ ଗୋସ୍ୱାମୀ ମନୋନୀତ ହୋଇଛନ୍ତି।

ମନୋନୀତ ତାଲିକା
ମେନ୍ସ ପ୍ଲେୟର୍ ଅଫ୍ ଦି ଡିକେଡ୍: ବିରାଟ୍ କୋହଲି (ଭାରତ), ଆର୍ ଅଶ୍ୱିନ୍ (ଭାରତ), ଜୋ ରୁଟ୍ (ଇଂଲଣ୍ଡ), କେନ୍ ୱିଲିୟମସନ୍ (ନ୍ୟୁଜିଲ୍ୟାଣ୍ଡ୍), ଷ୍ଟିଭ୍ ସ୍ମିଥ୍ (ଅଷ୍ଟ୍ରେଲିଆ), ଏବି ଡି'ଭିଲିୟର୍ସ (ଦକ୍ଷିଣ ଆଫ୍ରିକା), କୁମାର ସାଙ୍ଗାକାରା (ଶ୍ରୀଲଙ୍କା)।

ୱିମେନ୍ସ ପ୍ଲେୟର୍ ଅଫ୍ ଦି ଡିକେଡ୍: ଏଲିସ୍ ପେରୀ, ମେଗ୍ ଲାନିଙ୍ଗ୍, ସୁଜି ବେଟ୍ସ, ଷ୍ଟିଫାନୀ ଟେଲର, ମିତାଲି ରାଜ, ସାରା ଟେଲର୍।

ପୁରୁଷ ଟେଷ୍ଟ ପ୍ଲେୟର୍ ଅଫ୍ ଦି ଡିକେଡ୍: ବିରାଟ୍ କୋହଲି, କେନ୍ ୱିଲିୟମସନ୍, ଷ୍ଟିଭ୍ ସ୍ମିଥ୍, ଜେମ୍ସ ଆଣ୍ଡରସନ୍, ରଙ୍ଗନା ହେରାଥ, ୟାସିର୍ ଶାହ।

ପୁରୁଷ ଦିନିକିଆ ପ୍ଲେୟର୍ ଅଫ୍ ଦି ଡିକେଡ୍: ବିରାଟ୍ କୋହଲି, ଲସିଥ ମାଲିଙ୍ଗା, ମିଚେଲ୍ ଷ୍ଟାର୍କ, ଏବି ଡି'ଭିଲିୟର୍ସ, ରୋହିତ୍ ଶର୍ମା, ମହେନ୍ଦ୍ର ସିଂ ଧୋନି, କୁମାର ସାଙ୍ଗାକାରା।

ପୁରୁଷ ଟି-୨୦ ପ୍ଲେୟର୍ ଅଫ୍ ଦି ଡିକେଡ୍: ରଶିଦ୍ ଖାନ୍, ବିରାଟ୍ କୋହଲି, ଇମ୍ରାନ୍ ଖାନ୍, ଆରୋନ୍ ଫିଞ୍ଚ୍, ଲସିଥ୍ ମାଲିଙ୍ଗା, କ୍ରିସ୍ ଗେଲ୍, ରୋହିତ୍ ଶର୍ମା।

ଆଇସିସି ସ୍ପିରିଟ୍ ଅଫ୍ କ୍ରିକେଟ୍ ଆୱାର୍ଡ ଅଫ୍ ଦି ଡିକେଡ୍: ବିରାଟ୍ କୋହଲି, କେନ୍ ୱିଲିୟମସନ୍, ବ୍ରେଣ୍ଡନ୍ ମ୍ୟାକକୁଲମ୍, ମିସବା ଉଲ୍-ହକ୍, ଏମଏସ୍ ଧୋନି, ଆନ୍ୟା ସ୍ରୁବସୋଲ୍, କାଥରିନ୍ ବ୍ରଣ୍ଟ, ମାହେଲା ଜୟବର୍ଦ୍ଧନେ, ଡାନିଏଲ୍ ଭେଟ୍ଟୋରୀ।

ମହିଳା ଦିନିକିଆ ପ୍ଲେୟର୍ ଅଫ୍ ଦି ଡିକେଡ୍: ମେଗ୍ ଲାନିଙ୍ଗ୍, ଏଲିସ୍ ପେରୀ, ମିତାଲି ରାଜ, ସୁଜି ବେଟ୍ସ, ଷ୍ଟାଫାନୀ ଟେଲର୍, ଝୁଲନ୍ ଗୋସ୍ୱାମୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story