ରୋହିତ୍ ଓ ବୁମ୍ରାଙ୍କ ବିନା ସିରିଜ୍ ଜିତିଲା ଭାରତ, ଏମିତି ବୟାନ ଦେଲେ କୋହଲି

ସିଡନୀ: ଦିନିକିଆ ସିରିଜରେ ହାରିବା ପରେ ଟିମ୍ ଇଣ୍ଡିଆକୁ ଖୁବ୍ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା। କିନ୍ତୁ ବିରାଟବାହିନୀ ଟି-୨୦ ସିରିଜରେ ଏହି ପରାଜୟର ବଦଲା ନେଇପାରିଛି। ରବିବାର ଖେଳାଯାଇଥିବା ୨ୟ ଟି-୨୦ ମ୍ୟାଚରେ ଭାରତ ୬ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇ ସିରିଜ୍ କବଜା କରିଛି। ରୋହିତ୍ ଶର୍ମା ଓ ଯଶପ୍ରୀତ ବୁମ୍ରାଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତିରେ ଟିମ୍ ଯେଉଁଭଳି ପ୍ରଦର୍ଶନ କଲା, ତାହା ନିଶ୍ଚିତ ପ୍ରଶଂସନୀୟ ବୋଲି କହିଛନ୍ତି କ୍ୟାପଟେନ୍ ବିରାଟ୍ କୋହଲି। ମ୍ୟାଚ୍ […]

kohli

kohli

Ranjit Kumar Jena
  • Published: Sunday, 06 December 2020
  • Updated: 06 December 2020, 09:35 PM IST

ସିଡନୀ: ଦିନିକିଆ ସିରିଜରେ ହାରିବା ପରେ ଟିମ୍ ଇଣ୍ଡିଆକୁ ଖୁବ୍ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା। କିନ୍ତୁ ବିରାଟବାହିନୀ ଟି-୨୦ ସିରିଜରେ ଏହି ପରାଜୟର ବଦଲା ନେଇପାରିଛି। ରବିବାର ଖେଳାଯାଇଥିବା ୨ୟ ଟି-୨୦ ମ୍ୟାଚରେ ଭାରତ ୬ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇ ସିରିଜ୍ କବଜା କରିଛି। ରୋହିତ୍ ଶର୍ମା ଓ ଯଶପ୍ରୀତ ବୁମ୍ରାଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତିରେ ଟିମ୍ ଯେଉଁଭଳି ପ୍ରଦର୍ଶନ କଲା, ତାହା ନିଶ୍ଚିତ ପ୍ରଶଂସନୀୟ ବୋଲି କହିଛନ୍ତି କ୍ୟାପଟେନ୍ ବିରାଟ୍ କୋହଲି।

ମ୍ୟାଚ୍ ପରେ କୋହଲି କହିଛନ୍ତି, ଏହି ବିଜୟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦିନିକିଆ ସିରିଜ୍ ହାରିବା ଆମକୁ ନିରାଶ କରିଛନ୍ତି। କିନ୍ତୁ ଟି-୨୦ କ୍ରିକେଟରେ ଆମ ଏକ ଟିମ୍ ଭାବେ ଭାବେ ଖେଳିଲୁ। ବିଶେଷ କରି ରୋହିତ୍ ଓ ବୁମ୍ରାଙ୍କ ଭଳି ସୀମିତ ଓଭର ସ୍ପେଶାଲିଷ୍ଟଙ୍କ ଅନୁପସ୍ଥିତିରେ ଆମେ ଯେଉଁଭଳି ପ୍ରଦର୍ଶନ କଲୁ, ତାହା ବଡ଼ କଥା। ଟିମର ଏହି ପ୍ରଦର୍ଶନ ପାଇଁ ମୁଁ ଗର୍ବିତ।

ସେହିପରି ମ୍ୟାଚର ହିରୋ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି କୋହଲି। ସେ କହିଛନ୍ତି, ହାର୍ଦ୍ଦିକ ୨୦୧୬ରେ ନିଜ ପ୍ରତିଭା ଦ୍ୱାରା ହିଁ ଟିମକୁ ଏଣ୍ଟ୍ରୀ କରିଥିଲେ। ଏବେ ସେ ନିଜ ଦାୟିତ୍ୱକୁ ଭଲ ଭାବେ ଜାଣିସାରିଛନ୍ତି। ସେ ସର୍ବଦା ଉଚିତ୍ ସମୟକୁ ଅପେକ୍ଷା କରନ୍ତି। ଆଜି ସେ ଯେଉଁଭଳି ବ୍ୟାଟିଂ କଲେ, ତାହା ନିଶ୍ଚିତ ପ୍ରଶଂସାଯୋଗ୍ୟ। ଯଦି ସେ ଆଗାମୀ ଚାରି-ପାଞ୍ଚ ବର୍ଷ ଏଭଳି ଭରସାଯୋଗ୍ୟ ଖେଳାଳି ଭାବେ ପ୍ରଦର୍ଶନ କରିବେ, ତାହେଲେ ସେ ଟିମକୁ କୌଣସି ପରିସ୍ଥିତିରେ ବି ଜିତାଇପାରିବେ।

କୋହଲି ଆହୁରି କହିଛନ୍ତି, ୧-୨ରେ ଦିନିକିଆ ସିରିଜ୍ ହାରିବା ପରେ ଟିମ୍ ଏକଜୁଟ ହୋଇ ଟି-୨୦ରେ ଜବରଦସ୍ତ କମବ୍ୟାକ୍ କରିଛି। ଟି-୨୦ରେ ଟିମର ସଫଳତାର ଶ୍ରେୟ ଆଇପିଏଲକୁ ଦିଆଯିବ। ନିକଟରେ ଆମେ ସମସ୍ତରେ ଅତିକମରେ ୧୪ ମ୍ୟାଚ୍ ଖେଳିଛୁ। ଯାହାକି ସମସ୍ତଙ୍କୁ ଏହି ଫର୍ମାଟ୍ ସହ ଅଭ୍ୟସ୍ତ ହେବାରେ ସହାୟକ ହୋଇଛି। ନଟରାଜନ ଓ ଶାର୍ଦ୍ଦୁଲ ଠାକୁର ଜବରଦସ୍ତ ବୋଲିଂ କରିଛନ୍ତି। ପରବର୍ତ୍ତୀ ମ୍ୟାଚ୍ ଜିତି ଆସେ ସିରିଜ୍ କ୍ଲିନସୁଇପ୍ କରିବାକୁ ପ୍ରୟାସ କରିବୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story