ଅଷ୍ଟ୍ରେଲିଆରେ ‘ଜିରୋ’ ଦେଖିଲେ ବିରାଟ

ନୂଆଦିଲ୍ଲୀ: ଶାହାରୁଖ ଖାନ୍ ଓ ଅନୁଷ୍କା ଶର୍ମା ଅଭିନୀତ ଫିଲ୍ମ ‘ଜିରୋ’ ଗତକାଲି ରିଲିଜ୍ ହୋଇଛି। ଖବର ମିଳିଛି ଯେ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଅନୁଷ୍କାଙ୍କ ସ୍ୱାମୀ ତଥା ଭାରତୀୟ କ୍ରିକେଟ୍ ଟିମ୍‌ର ଅଧିନାୟକ ବିରାଟ କୋହଲି ଗତକାଲି ‘ଜିରୋ’ ଦେଖିବାକୁ ଯାଇଥିଲେ। ଏକ ଭିଡିଓ ସୋଶାଲ୍ ମିଡିଆରେ ପୋଷ୍ଟ୍ ହେବା ପରେ ଏମିତି କଥା କୁହାଯାଉଛି। ଅନୁଷ୍କା ଶର୍ମାଙ୍କ ଫ୍ୟାନ୍‌ମାନେ ଏହି ଭିଡିଓକୁ ଶେୟାର କରିଛନ୍ତି। ଏହି ଭିଡିଓରେ ବିରାଟ କୋହଲି ଏକ ମଲ୍‌ରୁ ବାହାରୁଥିବା […]

virat2

virat2

Jitendra Garnayak
  • Published: Saturday, 22 December 2018
  • Updated: 22 December 2018, 10:24 AM IST

Sports

Latest News

ନୂଆଦିଲ୍ଲୀ: ଶାହାରୁଖ ଖାନ୍ ଓ ଅନୁଷ୍କା ଶର୍ମା ଅଭିନୀତ ଫିଲ୍ମ ‘ଜିରୋ’ ଗତକାଲି ରିଲିଜ୍ ହୋଇଛି। ଖବର ମିଳିଛି ଯେ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଅନୁଷ୍କାଙ୍କ ସ୍ୱାମୀ ତଥା ଭାରତୀୟ କ୍ରିକେଟ୍ ଟିମ୍‌ର ଅଧିନାୟକ ବିରାଟ କୋହଲି ଗତକାଲି ‘ଜିରୋ’ ଦେଖିବାକୁ ଯାଇଥିଲେ। ଏକ ଭିଡିଓ ସୋଶାଲ୍ ମିଡିଆରେ ପୋଷ୍ଟ୍ ହେବା ପରେ ଏମିତି କଥା କୁହାଯାଉଛି। ଅନୁଷ୍କା ଶର୍ମାଙ୍କ ଫ୍ୟାନ୍‌ମାନେ ଏହି ଭିଡିଓକୁ ଶେୟାର କରିଛନ୍ତି।

ଏହି ଭିଡିଓରେ ବିରାଟ କୋହଲି ଏକ ମଲ୍‌ରୁ ବାହାରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓର କ୍ୟାପ୍‌ସନ୍‌ରେ ଲେଖାଯାଇଛି ଯେ, ମେଲବର୍ଣ୍ଣରେ ବିରାଟ କୋହଲି ‘ଜୀରୋ’ ଦେଖିବା ପରେ ମଲ୍‌ରୁ ବାହାରୁଛନ୍ତି।

‘ଜିରୋ’ରେ ଅନୁଷ୍କା ଜଣେ ଦିବ୍ୟାଙ୍ଗ ମହାକାଶ ବିଜ୍ଞାନୀ ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଚରିତ୍ରରେ ଅଭିନୟ କରିବା ପାଇଁ ଅନୁଷ୍କା ତିନି ମାସ ତାଲିମ୍ ନେଇଥିଲେ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଟିମ୍ ଏବେ ଟେଷ୍ଟ୍ ସିରିଜ୍ ଖେଳୁଛି। ଚାରିଟି ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ୍ ସିରିଜ୍‌ର ପ୍ରଥମ ମ୍ୟାଚ୍ ଭାରତ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚ୍ ଡିସେମ୍ବର ୨୬ ତାରିଖରୁ ମେଲବର୍ଣ୍ଣରେ ଖେଳା ଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story