କାହିଁକି ଫୁଟ୍‌ବଲ୍‌ରୁ ସନ୍ୟାସ ନେବାକୁ ଚାହିଁଥିଲେ ମେସି: ଜାଣନ୍ତୁ ତାଙ୍କ ସଫଳତାର ରହସ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀ: ଫୁଟବଲ୍‌ ଖେଳାଳି ଲିଓନେଲ୍‌ ମେସିଙ୍କ ଜନ୍ମ ଆର୍ଜେଣ୍ଟିନାର ରୋଜାରିୟାରେ ହୋଇଥିଲ। ତାଙ୍କ ପିତା କାରଖାନାରେ ଜଣେ ଶ୍ରମିକ ଥିଲେ। ମାତ୍ର ୫ ବର୍ଷ ବୟସରେ ମେସି ଫୁଟବଲ୍‌ ଖେଳିବା ଆରମ୍ଭ କରିଥିଲେ। ବାପାଙ୍କଠାରୁ ଟ୍ରେନିଂ ପାଇ ସ୍ଥାନୀୟ ଗ୍ରାଣ୍ଡୋଲି କ୍ଲବ୍‌ରେ ଫୁଟବଲ୍‌ ଖେଳୁଥିଲେ। ୯ ବର୍ଷ ବୟସରେ ଫୁଟ୍‌ବଲ୍‌ ଖେଳରେ ଏତେ ନିପୁଣ ହୋଇଗଲେ ଯେ ଲୋକେ ତାଙ୍କ ଖେଳ ଦେଖି ଖୁସିରେ ପଇସା ଦେଉଥିଲେ। କିନ୍ତୁ ୧୧ ବର୍ଷ ବୟସରେ ତାଙ୍କୁ […]

b2c68359d7d2f527ead88c211efccdb2_XL

b2c68359d7d2f527ead88c211efccdb2_XL

Ordigital Desk
  • Published: Wednesday, 07 March 2018
  • Updated: 07 March 2018, 10:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀ: ଫୁଟବଲ୍‌ ଖେଳାଳି ଲିଓନେଲ୍‌ ମେସିଙ୍କ ଜନ୍ମ ଆର୍ଜେଣ୍ଟିନାର ରୋଜାରିୟାରେ ହୋଇଥିଲ। ତାଙ୍କ ପିତା କାରଖାନାରେ ଜଣେ ଶ୍ରମିକ ଥିଲେ। ମାତ୍ର ୫ ବର୍ଷ ବୟସରେ ମେସି ଫୁଟବଲ୍‌ ଖେଳିବା ଆରମ୍ଭ କରିଥିଲେ। ବାପାଙ୍କଠାରୁ ଟ୍ରେନିଂ ପାଇ ସ୍ଥାନୀୟ ଗ୍ରାଣ୍ଡୋଲି କ୍ଲବ୍‌ରେ ଫୁଟବଲ୍‌ ଖେଳୁଥିଲେ। ୯ ବର୍ଷ ବୟସରେ ଫୁଟ୍‌ବଲ୍‌ ଖେଳରେ ଏତେ ନିପୁଣ ହୋଇଗଲେ ଯେ ଲୋକେ ତାଙ୍କ ଖେଳ ଦେଖି ଖୁସିରେ ପଇସା ଦେଉଥିଲେ। କିନ୍ତୁ ୧୧ ବର୍ଷ ବୟସରେ ତାଙ୍କୁ ଏକ ଭୟଙ୍କର ରୋଗ ମାଡ଼ି ବସିଲା। ହରମୋନ ଅଭାବ ଯୋଗୁଁ ତାଙ୍କ ଶରୀର ଠିକ୍‌ ଭାବରେ ବଢ଼ି ପାରିଲା ନାହିଁ। ସେତେବେଳେ ଡକ୍ଟର କହିଥିଲେ ଯଦି ଠିକ୍‌ ସୟରେ ଚିକିତ୍ସା କରା ନଯାଏ ତାହେଲେ ହୁଏତ ମେସିଙ୍କ ଶରୀରର ବୃଦ୍ଧି ଘଟିବ ନାହିଁ। ଏହି ରୋଗର ଚିକିତ୍ସା ମଧ୍ୟ ଖୁବ କଠିନ୍ୟ ଥିଲା। ଏଥିରୁ ରକ୍ଷା ପାଇବା ପାଇଁ ମେସି ତାଙ୍କ ଜଙ୍ଘରେ ଇଞ୍ଜେକ୍ସନ୍‌ ନେଉଥିଲେ। ଏପରି ୩ ମାସ ଧରି ମେସି ତାଙ୍କ ଜଙ୍ଗରେ ଇଞ୍ଜେକ୍ସନ୍‌ ନେଲେ। ଏସବୁ ପରେ ମେସିଙ୍କ ଶରୀର ଠିକ୍ ଭାବରେ ବଢ଼ିପାରିଲା ନାହିଁ। ସେ ତାଙ୍କ ସାଙ୍ଗମାନଙ୍କଠାରୁ ବାଙ୍ଗରା ଲାଗୁଥିଲେ।

ମେସିଙ୍କ ବାପା ଜଣେ ଦିନ ମଜୁରିଆ ହୋଇଥିବାରୁ ପୁଅର ଚିକିତ୍ସା ଖର୍ଚ୍ଚ ବୋହିବା କଷ୍ଟକର ଥିଲା। ଏତିକିବେଳେ ମେସିଙ୍କ ବାପାଙ୍କର ଜଣେ ସାଙ୍ଗ କହିଥିଲେ ଯେ ସ୍ପେନ୍‌ର ବାର୍ସେଲୋନା କ୍ଲବ୍ ଯୁବ ଫୁଟବଲ୍‌ ଖେଳାଳିଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିଥାଏ। ଏହାପରେ ୧୪ ବର୍ଷ ବୟସରେ ମେସି ନିଜ ଚିକିତ୍ସା ପାଇଁ ବାପାଙ୍କ ସହିତ ସ୍ପେନ୍‌ ଚାଲିଆସିଥିଲେ। ତାଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ବାର୍ସେଲୋନା କ୍ଲବ୍ ବହନ କଲା। କ୍ଲବ୍‌ ତାଙ୍କ ପାଇଁ ଏତେସବୁ କରିଥିବାରୁ ସେ ମନେ ମନେ ବିଚାର କଲେ ସ୍ପେନ୍‌ରେ ରହି ଫୁଟ୍‌ବଲ୍‌ ଖେଳିବେ ଓ ଜଣେ ଭଲ ଫୁଟବଲ୍‌ ଖେଳାଳି ହେବେ। ମେସିଙ୍କୁ ଫୁଟବଲ୍‌ ଖେଳିବାକୁ ବାର୍ସେଲୋନାର ଟିମ୍‌ 'B'ରେ ଚୟନ କରାଗଲା। କିନ୍ତୁ ତାଙ୍କ ଉଚ୍ଚତା କମ ଥିବାରୁ ହେଡର୍‌ କରିବା କ୍ଷେତ୍ରରେ ମେସି ସବୁବେଳେ ପଛରେ ରହୁଥିଲେ। କିନ୍ତୁ ଦିନେ ଏହି ଉଚ୍ଚତା ହିଁ ତାଙ୍କୁ ଫୁଟବଲ୍‌ ଦୁନିଆରେ ରାଜା କରିଛି।

ମେସିଙ୍କ ବ୍ୟକ୍ତିଗତ ଜୀବନ: ମେସି ତାଙ୍କ ବାନ୍ଧବୀଙ୍କୁ ବିବାହ ନକରି ମଧ୍ୟ ତାଙ୍କ ସହିତ ରହୁଛନ୍ତି। ତାଙ୍କର ଦୁଇଟି ପୁଅ ମଧ୍ୟ ଅଛି। ଜଣକ ନାଁ ହେଲା ଶିଆଗୋ ଓ ମୋଟିଓ। ମେସୀଙ୍କ ବାନ୍ଧବୀଙ୍କ ନାଁ  ଏଣ୍ଟୋନେଲା। ମେସି ଖାଇବା ପିଇବାକୁ ଖୁବ ପସନ୍ଦ କରନ୍ତି। ସି-ଫୁଡ୍‌ ମେସିଙ୍କ ପସନ୍ଦର ଖାଦ୍ୟ।

ଫୁଟବଲ୍‌ରୁ ସନ୍ୟାସ: କୋପା ଆମେରିକା କପ୍‌ର ଫାଇନାଲ୍‌ରେ ମେସି ହାରିବା ପରେ ଫୁଟବଲ୍‌ରୁ ସନ୍ୟାସ ନେବାକୁ ନିଷ୍ପତ୍ତି ନେଇଥିଲେ। ହଠାତ୍‌ ତାଙ୍କର ଏପରି ସନ୍ୟାସ ଘୋଷଣାକୁ ନେଇ ସେତେବେଳେ ଆର୍ଜେଣ୍ଟିନା ରାଷ୍ଟ୍ରପତି ଦୁଃଖ ପ୍ରକାଶ କରିଥିଲେ ଓ ତାଙ୍କୁ ସନ୍ୟାସ ନ ନେବାକୁ ଅନୁରୋଧ କରିଥିଲେ।

ମେସି ଓ ସଚନିଙ୍କ ମଧ୍ୟରେ ସମାନତା: ଦୁଇଜଣ ଖୁବ ସମ୍ବେଦନଶୀଳ ଶୋଭାବର ବ୍ୟକ୍ତି। ସଚିନ୍‌ ସେଞ୍ଚୁରୀ ମାରିଲେ କିମ୍ବା ମେସି ଗୋଲ୍‌ କଲେ, ଦୁଇଜଣ ଶାନ୍ତ ରହି ଆକାଶକୁ ଅନେଇ ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତି। ଅନ୍ୟ ଖେଳାଳିଙ୍କ ଭଳି ଆକ୍ରମଣାତ୍ମକ ଭାବଭଙ୍ଗୀ ପ୍ରଦର୍ଶନ କରନ୍ତି ନାହିଁ।

ବ୍ରାଣ୍ଡ ଆମ୍ବାସଡର: ଲିଓନେଲ୍‌ ମେସି ୟୁନିସେଫ୍‌ର ଗୁଡୱିଲ୍‌ ଆମ୍ବାସଡର ଅଛନ୍ତି। ତାଙ୍କର 'ଲିଓ ମେସି ଫାଉଣ୍ଡେସନ୍‌' ନାମରେ ଏକ ଚାରିଟି ଫାଉଣ୍ଡେସନ୍‌ ଅଛି। ଏହା ଅନେକ ଫାଉଣ୍ଡେସନ୍‌କୁ ସାହାଯ୍ୟ ମଧ୍ୟ କରୁଛି।

ମେସି ଦୁଇଟି ଦେଶର ନାଗରିକ: ଲିଓନେଲ୍‌ ମେସିଙ୍କ  ସ୍ପେନ୍‌ ଓ ଆର୍ଜେଣ୍ଟିନାର ନାଗରିକତ୍ୱ ପ୍ରାପ୍ତ ହୋଇଛି। ଏଥିପାଇଁ ତାଙ୍କ ପାଖରେ ଦୁଇଟି ଦେଶର ପାସପୋର୍ଟ ରହିଛି। ଆର୍ଜେଣ୍ଟିନାରେ ଜନ୍ମ ହୋଇଥିବା ମେସି ୨୦୦୫ରେ ସ୍ପନେର ନାଗରିକତ୍ୱ ଗ୍ରହଣ କିରିଥିଲେ।

ସ୍ପେନ୍‌କୁ ଖେଳିବାକୁ ମନା କରିଥିଲେ: ୨୦୦୪ରେ ସ୍ପେନ୍‌ ନିଜ ଦେଶ ପାଇଁ ଫୁଟବଲ୍‌ ଖେଳିବାକୁ ମେସିଙ୍କୁ ଅଫର ଦେଇଥିଲେ। କିନ୍ତୁ ମେସି ଏହାକୁ ମନା କରିଦେଲେ।

ମେସିଙ୍କ ରେକର୍ଡ

୧. ସେ ୨୫ ବର୍ଷ ବୟସରେ ସ୍ପେନିସ୍ ଲା-ଲିଗ୍‌ ମ୍ୟାଚ୍‌ରେ ସବୁଠାରୁ କମ୍‌ ବୟସରେ୨୦୦ ଗୋଲ୍‌ କରିଥିବା ଫୁଟବଲର୍‌ ହୋଇ ରେକର୍ଡ କରିଥିଲେ।

୨. ସେ ବାର୍ସେଲୋନା କ୍ଲବ୍‌ ଇତିହାସରେ ସବୁଠାରୁ ଅଧିକ ୪୫୩ ଗୋଲ ସ୍କୋର କରିଥିବା ଖେଳାଳି ଭାବରେ ଗୌରବ ଅର୍ଜନ କରିଥିଲେ।

୩. ଲା-ଲିଗ୍‌ ଇତିହାସରେ ମେସିଙ୍କ ନାମରେ ସବୁଠାରୁ ଅଧିକ ୩୧୨ ଗୋଲ୍ କରିଥିବାର ରେକର୍ଡ ଅଛି।

୪. ଗୋଟିଏ ବର୍ଷରେ ସବୁଠାରୁ ଅଧିକ ୯୧ଟି ଗୋଲ୍‌ କରିଥିବାରୁ ମେସିଙ୍କ ନାଁ ଗିନିଜ୍‌ ବୁକ୍‌ ଅଫ୍‌ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛି। ସେ ୨୦୧୨ରେ ଏହି ରେକର୍ଡ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story