ଧୋନିଙ୍କ ପାଦ ଅଙ୍ଗୁଳି କାମୁଡ଼ିଲେ ପତ୍ନୀ ସାକ୍ଷୀ!, ଫଟୋ ଭାଇରାଲ୍

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ସାରା ବିଶ୍ୱରେ କ୍ରିକେଟ୍ ବନ୍ଦ ହେବା ଦ୍ୱାରା ଏବେ ଅଧିକାଂଶ ଖେଳାଳି ସୋଶାଲ ମିଡିଆରେ ସମୟ ବିତାଉଛନ୍ତି। ଲକଡାଉନ୍ ବେଳେ ଭାରତୀୟ କ୍ରିକେଟର୍ ମଧ୍ୟ ପ୍ରଶଂସକଙ୍କ ସହ ଯୋଡ଼ିହେବା ପାଇଁ ସୋଶାଲ ମିଡିଆ ପ୍ଲାଟଫର୍ମକୁ ଆପଣାଇଛନ୍ତି। ଏହା ମଧ୍ୟରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଓ ତାଙ୍କ ପତ୍ନୀ ସାକ୍ଷୀଙ୍କ ଏକ ଫଟୋ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି।   View this post on Instagram […]

mahi-and-sakhshi

mahi-and-sakhshi

Ranjit Kumar Jena
  • Published: Monday, 20 April 2020
  • Updated: 20 April 2020, 05:32 PM IST

Sports

Latest News

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ସାରା ବିଶ୍ୱରେ କ୍ରିକେଟ୍ ବନ୍ଦ ହେବା ଦ୍ୱାରା ଏବେ ଅଧିକାଂଶ ଖେଳାଳି ସୋଶାଲ ମିଡିଆରେ ସମୟ ବିତାଉଛନ୍ତି। ଲକଡାଉନ୍ ବେଳେ ଭାରତୀୟ କ୍ରିକେଟର୍ ମଧ୍ୟ ପ୍ରଶଂସକଙ୍କ ସହ ଯୋଡ଼ିହେବା ପାଇଁ ସୋଶାଲ ମିଡିଆ ପ୍ଲାଟଫର୍ମକୁ ଆପଣାଇଛନ୍ତି। ଏହା ମଧ୍ୟରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଓ ତାଙ୍କ ପତ୍ନୀ ସାକ୍ଷୀଙ୍କ ଏକ ଫଟୋ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି।

View this post on Instagram

Times when you crave attention from #mrsweetie ! Video games vs Wife

A post shared by Sakshi Singh Dhoni (@sakshisingh_r) on

ଏହି ଫଟୋକୁ ସାକ୍ଷୀ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ଧୋନି ବେଡରେ ଶୋଇଛନ୍ତି। ଧୋନିଙ୍କ ହାତରେ ମୋବାଇଲ୍ ଫୋନ୍ ଅଛି। ତେବେ ଧୋନିଙ୍କ ଗୋଡ଼ ସାକ୍ଷୀଙ୍କ କୋଳରେ ଅଛି। ଏହା ମଧ୍ୟରେ ସାକ୍ଷୀଙ୍କୁ ଧୋନିଙ୍କ ପାଦ ଅଙ୍ଗୁଳିକୁ କାମୁଡ଼ିବାକୁ ପ୍ରୟାସ କରୁଥିବାର ଦେଖିବାକୁ ମିଳିଛି। ଏହି ଫଟୋ ଶେଆର୍ କରି ସାକ୍ଷୀ ଏକ କ୍ୟାପସନ୍ ମଧ୍ୟ ଦେଇଛନ୍ତି। ସାକ୍ଷୀଙ୍କ ଏହି ପୋଷ୍ଟରେ ପ୍ରଶଂସକ ତରଫରୁ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ମିଳିଛି। ସୂଚନାଯୋଗ୍ୟ, ସାକ୍ଷୀ ଏହା ପୂର୍ବରୁ ରାଞ୍ଚି ଫାର୍ମ ହାଉସର ଏକ ଭିଡିଓ ଶେଆର୍ କରିଥିଲେ, ଯେଉଁଥିରେ ଏକ ଭିଡିଓରେ ତାଙ୍କ ଝିଅ ଜିଭାଙ୍କୁ ଖେଳୁଥିବାର ଦେଖିବାକୁ ମିଳିଥିଲା।

View this post on Instagram

The most beautiful part of the day !

ଭାରତର ସବୁଠାରୁ କ୍ୟାପଟେନ୍ ଏବଂ ୱିକେଟକିପର୍ ଧୋନି ୨୦୧୯ ବିଶ୍ୱକପ୍ ପରଠାରୁ କୌଣସି ଅନ୍ତର୍ଜାତୀୟ ତଥା ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍ ମ୍ୟାଚ୍ ଖେଳିନାହାନ୍ତି। ତେବେ ଚଳିତ ବର୍ଷ ଆଇପିଏଲ୍ ଜରିଆରେ ଧୋନି କ୍ରିକେଟକୁ କମବ୍ୟାକ୍ କରିବାକୁ ଟାର୍ଗେଟ୍ ରଖିଥିଲେ। କିନ୍ତୁ କରୋନାଭାଇରସ୍ ଯୋଗୁ ଆଇପିଏଲକୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ତେବେ ଆଇପିଏଲ୍ ପୁନର୍ବାର କେବେ ହେବ, ତାହା କେହି ଜାଣିନାହାନ୍ତି। ଏପରିକି କିଛି ପୂର୍ବତନ କ୍ରିକେଟରଙ୍କ କହିବା ଅନୁଯାୟୀ, ଆଇପିଏଲ୍ ସ୍ଥଗିତ ହେବା ଦ୍ୱାରା ଧୋନିଙ୍କର ପ୍ରତ୍ୟାବର୍ତ୍ତନର ବାଟ ମଧ୍ୟ ବନ୍ଦ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story