ଭାଇରାଲ୍ ହେବାରେ ଲାଗିଛି ସୁନାର ଏହି ବିଶ୍ୱକପ୍ ଟ୍ରଫି

ନୂଆଦିଲ୍ଲୀ: ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପ୍ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଟୁର୍ଣ୍ଣାମେଣ୍ଟରେ ପ୍ରଥମେ ଅଷ୍ଟ୍ରେଲିଆ ଏବଂ ପରେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ତେବେ ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ନ୍ୟୁଜିଲ୍ୟାଣ୍ଡ୍, ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲଢ଼େଇ ହେବ। ପୂର୍ବରୁ ବିଶ୍ୱକପ୍ ଟ୍ରଫିର ପ୍ରତିଛବି ଅନେକ ତିଆରି ହୋଇଛି, କିନ୍ତୁ ଭାରତରେ ଏହାର ଏକ ଭିନ୍ନ ପ୍ରତିଛବି ପ୍ରସ୍ତୁତ କରାଯାଇଛି। ଏହି ଟ୍ରଫିରେ ଅନେକ ବିଶେଷତା ଅଛି, ଯାହା ଏହି ମୂଳ […]

replica

replica

Hemant Lenka
  • Published: Wednesday, 03 July 2019
  • Updated: 03 July 2019, 05:47 PM IST

Sports

Latest News

ନୂଆଦିଲ୍ଲୀ: ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପ୍ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଟୁର୍ଣ୍ଣାମେଣ୍ଟରେ ପ୍ରଥମେ ଅଷ୍ଟ୍ରେଲିଆ ଏବଂ ପରେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ତେବେ ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ନ୍ୟୁଜିଲ୍ୟାଣ୍ଡ୍, ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲଢ଼େଇ ହେବ।

ପୂର୍ବରୁ ବିଶ୍ୱକପ୍ ଟ୍ରଫିର ପ୍ରତିଛବି ଅନେକ ତିଆରି ହୋଇଛି, କିନ୍ତୁ ଭାରତରେ ଏହାର ଏକ ଭିନ୍ନ ପ୍ରତିଛବି ପ୍ରସ୍ତୁତ କରାଯାଇଛି। ଏହି ଟ୍ରଫିରେ ଅନେକ ବିଶେଷତା ଅଛି, ଯାହା ଏହି ମୂଳ ଟ୍ରଫିଠାରୁ ଉନ୍ନତ, ୟୁନିକ୍ ଏବଂ ବହୁମୂଲ୍ୟ ଅଟେ। ଏହି କାରଣରୁ ଏହି ଟ୍ରଫି ଏବେ ଖୁବ୍ ଚର୍ଚ୍ଚିତ ହୋଇଛି।

ଭାରତରେ କ୍ରିକେଟକୁ ନେଇ ଅଲଗା ଅଲଗା ପ୍ରକାରର ଉତ୍ସାହ ରହିଛି। କୁହାଯାଏ ଯେ ଭାରତରେ କ୍ରିକେଟକୁ ଏକ ଧର୍ମ ଭାବେ ପାଳନ କରାଯାଏ। ପ୍ରଶଂସକ ମଧ୍ୟ ନିଜ ନିଜର ପ୍ରିୟ ଖେଳାଳିଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାରର ପାଗଳାମି ଉପସ୍ଥାପନା କରନ୍ତି। ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ପ୍ରଶଂସକମାନେ ଭଗବାନ୍ ଆଖ୍ୟା ଦେଇଛନ୍ତି।

ଏବେ ବେଙ୍ଗାଲୁରୁର ଜଣେ ପ୍ରଶଂସକ କ୍ରିକେଟ୍ ପ୍ରତି ନିଜର ଭଲପାଇବା ନିଜର ପେସା ଦ୍ୱାରା ପ୍ରଦର୍ଶିତ କରିଛି। ଏହି ପ୍ରଶଂସକ ଜଣକ ଆଇସିସି ବିଶ୍ୱକପ୍ ଟ୍ରଫିର ଏକ ସ୍ୱତନ୍ତ୍ର ପ୍ରତିଛବି ପସ୍ତୁତ କରିଛନ୍ତି ଏବଂ ଏହା ଆକାରରେ ବହୁତ ଛୋଟ। ବେଙ୍ଗାଲୁରୁରେ ରହୁଥିବା ରାଜନାକ ରେଭାନକର ପେସାରେ ଜଣେ ସୁନା କାରିଗର।

ସେ ନିଜ ବ୍ୟବସାୟିକ ପ୍ରତିଭାର ଉପଯୋଗ କ୍ରିକେଟରେ କରିଛନ୍ତି। ସେ ସୁନାରେ ବିଶ୍ୱକପ୍ ଟ୍ରଫିର ପ୍ରତିଛବିକୁ ମାତ୍ର ୧.୫ ସେଣ୍ଟି ମିଟରରେ ପ୍ରସ୍ତୁତ କରିଛନ୍ତି, ଯାହାର ଓଜନ ବହୁତ କମ୍। ରାଜନାଗଙ୍କ କହିବା ଅନୁଯାୟୀ, ଏହି ଟ୍ରଫି କେବଳ ୦.୪୯ ଗ୍ରାମର। ସୋଶାଲ୍ ମିଡିଆରେ ବି ଏହି ମିନିଏଚର୍ ଟ୍ରଫିକୁ ନେଇ ବେଶ୍ ଚର୍ଚ୍ଚା ହେଉଛି ଏବଂ ଏହାର ଫଟୋ ମଧ୍ୟ ଭାଇରାଲ୍ ହେଉଛି।

ସୂଚନାଯୋଗ୍ୟ ଯେ, ଏହା ବିଶ୍ୱକପ୍ ଟ୍ରଫିର ସବୁଠାରୁ ଛୋଟ ପ୍ରତିଛବି ନୁହେଁ। ଏହା ପୂର୍ବରୁ ଉଦୟପୁରର ଇକବାଲ୍ ସଖା ୧ ମିଲିମିଟର୍ ସୁନାରେ ମିନିଏଚର୍ ଟ୍ରଫି ତିଆରି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story