ଅଧା କଟିଥିବା କାରରେ ଲର୍ଡ୍ସ ଗଲା ବିଶ୍ୱକପ୍ ଟ୍ରଫି, ଦେଖଣାହାରୀ ଅବାକ୍

ଲଣ୍ଡନ: ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଲଣ୍ଡନର ଐତିହାସିକ ଲର୍ଡ୍ସ ମଇଦାନରେ ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯାଉଛି। ଲର୍ଡ୍ସକୁ ହୋମ୍ ଅଫ୍ କ୍ରିକେଟ୍ ମଧ୍ୟ କୁହାଯାଏ। ପଞ୍ଚମଥର ପାଇଁ ଏହି ଷ୍ଟାଡିୟମ ବିଶ୍ୱକପ୍ ଫାଇନାଲର ମୁକସାକ୍ଷୀ ହେବାକୁ ଯାଉଛି। The Nissan Half LEAF delivers the ICC Cricket World Cup trophy to The Home of Cricket, in time for the biggest cricket match of the year. […]

CAR

CAR

Hemant Lenka
  • Published: Sunday, 14 July 2019
  • Updated: 14 July 2019, 08:51 PM IST

Sports

Latest News

ଲଣ୍ଡନ: ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଲଣ୍ଡନର ଐତିହାସିକ ଲର୍ଡ୍ସ ମଇଦାନରେ ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯାଉଛି। ଲର୍ଡ୍ସକୁ ହୋମ୍ ଅଫ୍ କ୍ରିକେଟ୍ ମଧ୍ୟ କୁହାଯାଏ। ପଞ୍ଚମଥର ପାଇଁ ଏହି ଷ୍ଟାଡିୟମ ବିଶ୍ୱକପ୍ ଫାଇନାଲର ମୁକସାକ୍ଷୀ ହେବାକୁ ଯାଉଛି।

ଉଭୟେ ନ୍ୟୁଜିଲ୍ୟାଣ୍ଡ୍ ଓ ଇଂଲଣ୍ଡ ପ୍ରଥମଥର ବିଶ୍ୱ ବିଜେତା ହେବା ପାଇଁ ଲଢ଼ୁଛନ୍ତି। କିନ୍ତୁ ଏହା ପୂର୍ବରୁ ଯେଉଁ ଚକମକ୍ ଟ୍ରଫି ପାଇଁ ଏହି ଦୁଇ ଟିମ୍ ଲଢ଼ୁଛନ୍ତି, ସେହି ଟ୍ରଫିକୁ ଯେଉଁଥିରେ ରଖାଯାଇ ଲର୍ଡ୍ସ ଷ୍ଟାଡିୟମକୁ ନିଆଯାଇଥିଲା, ତାହା ସମସ୍ତଙ୍କୁ ଚକିତ କରି ଦେଇଥିଲା। ଏହି ବିଶ୍ୱକପ୍ ଟ୍ରଫି ଏକ ଅଧା କଟା ଥିବା କାର୍ ଯୋଗେ ଲର୍ଡ୍ସରେ ପହଞ୍ଚିଛି।

ଅଧା କଟାଥିବା ଏହି କାରରେ ରଖାଯାଇଥିବା ଟ୍ରଫିକୁ ଯିଏ ବି ଦେଖିଛନ୍ତି, ସେମାନେ ଅବାକ୍ ହୋଇପଡ଼ିଥିଲେ। ବିଶ୍ୱକପର ମୁଖ୍ୟ ସ୍ପନସର୍ ମୋଟର୍ସ କମ୍ପାନୀ ନିସାନ୍ ଏଥିପାଇଁ ହାଫ୍ (ଅଧା) କାର୍ ଡିଜାଇନ୍ କରି ଏହି ଟ୍ରଫିକୁ ଲର୍ଡ୍ସ ପଠାଇଛି। ଟ୍ରଫି ଯାଉଥିବା ସମୟର ଏକ ଭିଡିଓ ନିସାନ ଶେୟାର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story