କ୍ୱାର୍ଟରରେ ଝୁଣ୍ଟିଲେ ଦୀପିକା, ପଦକ ଆଶା ଧୂଳିସାତ୍

ଟୋକିଓ: ଭାରତର ଟପ୍ ମହିଳା ତୀରାନ୍ଦାଜ ଦୀପିକା କୁମାରୀ ଟୋକିଓ ଅଲିମ୍ପିକ୍ସର ବ୍ୟକ୍ତିଗତ ଇଭେଣ୍ଟର କ୍ୱାର୍ଟର୍ ଫାଇନାଲରେ ଦକ୍ଷିଣ କୋରିଆର ସାମ୍ ଏନଙ୍କ ଠାରୁ ୦-୬ରେ ପରାସ୍ତ ହୋଇଛନ୍ତି। ଏଥିସହ ବିଶ୍ୱର ଏକ ନମ୍ବର ତୀରନ୍ଦାଜ ନିଜର ତୃତୀୟ ଅଲିମ୍ପିକ୍ସରୁ ଖାଲି ହାତରେ ଘରକୁ ଫେରିଛନ୍ତି। ଦୀପିକାଙ୍କୁ ଦକ୍ଷିଣ କୋରିଆଙ୍କ ତୀରନ୍ଦାଜ ପ୍ରଥମ ସେଟରେ ୩୦-୨୭, ଦ୍ୱିତୀୟ ସେଟରେ ୨୬-୨୪ ଓ ତୃତୀୟ ସେଟରେ ୨୬-୨୪ରେ ହରାଇଛନ୍ତି। ଟପ୍ ସିଡ୍ କୋରିଆ ଖେଳାଳିଙ୍କ ବିରୋଧରେ ଦୀପିକା ସେଭଳି […]

deepika-kumari

deepika-kumari

Ranjit Kumar Jena
  • Published: Friday, 30 July 2021
  • Updated: 30 July 2021, 02:38 PM IST

Sports

Latest News

ଟୋକିଓ: ଭାରତର ଟପ୍ ମହିଳା ତୀରାନ୍ଦାଜ ଦୀପିକା କୁମାରୀ ଟୋକିଓ ଅଲିମ୍ପିକ୍ସର ବ୍ୟକ୍ତିଗତ ଇଭେଣ୍ଟର କ୍ୱାର୍ଟର୍ ଫାଇନାଲରେ ଦକ୍ଷିଣ କୋରିଆର ସାମ୍ ଏନଙ୍କ ଠାରୁ ୦-୬ରେ ପରାସ୍ତ ହୋଇଛନ୍ତି। ଏଥିସହ ବିଶ୍ୱର ଏକ ନମ୍ବର ତୀରନ୍ଦାଜ ନିଜର ତୃତୀୟ ଅଲିମ୍ପିକ୍ସରୁ ଖାଲି ହାତରେ ଘରକୁ ଫେରିଛନ୍ତି। ଦୀପିକାଙ୍କୁ ଦକ୍ଷିଣ କୋରିଆଙ୍କ ତୀରନ୍ଦାଜ ପ୍ରଥମ ସେଟରେ ୩୦-୨୭, ଦ୍ୱିତୀୟ ସେଟରେ ୨୬-୨୪ ଓ ତୃତୀୟ ସେଟରେ ୨୬-୨୪ରେ ହରାଇଛନ୍ତି।

ଟପ୍ ସିଡ୍ କୋରିଆ ଖେଳାଳିଙ୍କ ବିରୋଧରେ ଦୀପିକା ସେଭଳି ଖାସ୍ ପ୍ରଦର୍ଶନ କରିପାରିନଥିଲେ। ଦୀପିକା ୪ଥର ନିଜ ତୀରରୁ ୭ ଲେଖାଏ ସ୍କୋର କରିଥିଲେ, ଯାହା ତାଙ୍କ ପରାଜୟର ମୂଳ କାରଣ ଥିଲା। କହିବାକୁ ଗଲେ ଦୀପିକା ଏହି ମ୍ୟାଚରେ ଏନଙ୍କୁ କୌଣସି ପ୍ରକାରର ଚ୍ୟାଲେଞ୍ଜ ଦେଇନଥିଲେ। ୨୦ ବର୍ଷୀୟା ଶାନ୍ ଏନ ମଧ୍ୟ ମହିଳା ଟିମ୍ ଓ ମିକ୍ସଡ୍ ଟିମ୍ ଇଭେଣ୍ଟ ଜିତିସାରିଛନ୍ତି।

ଦୀପିକା ପ୍ରଥମ ସେଟରେ ୭ ସ୍କୋରରୁ ଆରମ୍ଭ କରିଥିଲେ, ଯାହା ପରେ ତାଙ୍କ ପାଖରେ କମବ୍ୟାକ୍ କରିବାର କୌଣସି ସୁଯୋଗ ନଥିଲା। ଦ୍ୱିତୀୟ ସଟରେ ଦୀପିକା ୧୦ ସ୍କୋର ସହ ଆରମ୍ଭ କରିଥିଲେ, କିନ୍ତୁ ଏହାକୁ ସେ କାଏମ୍ ରଖିପାରି ପରବର୍ତ୍ତୀ ଦୁଇଟି ତୀରରେ ୭ ଲେଖାଏ ସ୍କୋର କରିବାକୁ ସକ୍ଷମ ହୋଇଥିଲେ। ଯାହା ଫଳରେ ଦୀପିକା ଦ୍ୱିତୀୟ ସେଟରେ ୨୪-୨୬ରେ ହାରିଯାଇଥିଲେ। ସାନ୍ ଆନ୍ ତୃତୀୟ ତଥା ଫାଇନାଲ୍ ଗେମରେ ଯଥାକ୍ରମେ ୮, ୯, ୯ ସ୍କୋର କରିଥିଲେ। କିନ୍ତୁ ଭାରତୀୟ ତୀରନ୍ଦାଜ ଯଥାକ୍ରମେ ୭, ୮, ୯ ସ୍କୋର ସହ ନିରାଶ କରିଥିଲେ।

ଏହା ପୂର୍ବରୁ ଦୀପିକା ପ୍ରି-କ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ରିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ସେନିଆ ପେରୋଭାଙ୍କୁ ୬-୫ରେ ହରାଇ କ୍ୱାର୍ଟରରେ ସ୍ଥାନ ପକ୍କା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story