ସରକାର ଖେଳିଦେଲେ ଡିଭାଇଡ୍‌ ଆଣ୍ଡ ରୁଲ୍‌ ପଲିସି: ଅଙ୍ଗନୱାଡ଼ି କର୍ମୀଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଉଦ୍ୟମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଙ୍ଗନୱାଡ଼ି କେନ୍ଦ୍ରରେ ପଡ଼ିଛି ତାଲା। ଦାବି ପୂରଣ ପାଇଁ ୩୬ ଦିନ ଧରି ସେମାନେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଧାରଣାରେ ବସିଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଆଜି ସେମାନଙ୍କ ମଧ୍ୟରୁ ଗୋଟିଏ ଗୋଷ୍ଠୀ ସଚିବାଳୟ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟିଛନ୍ତି। ବିଜେଡିର ଜଣେ ନେତା ସେମାନଙ୍କୁ ସଚିବାଳୟ ନେଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ସହ ସହବନ୍ଧିତ ଗୋଷ୍ଠୀର ଆନ୍ଦୋଳନରୁ […]

aganewadi-worker-protest-in-bbsr

aganewadi-worker-protest-in-bbsr

Rakesh Mallick
  • Published: Tuesday, 17 October 2017
  • Updated: 17 October 2017, 05:09 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଙ୍ଗନୱାଡ଼ି କେନ୍ଦ୍ରରେ ପଡ଼ିଛି ତାଲା। ଦାବି ପୂରଣ ପାଇଁ ୩୬ ଦିନ ଧରି ସେମାନେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଧାରଣାରେ ବସିଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଆଜି ସେମାନଙ୍କ ମଧ୍ୟରୁ ଗୋଟିଏ ଗୋଷ୍ଠୀ ସଚିବାଳୟ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟିଛନ୍ତି। ବିଜେଡିର ଜଣେ ନେତା ସେମାନଙ୍କୁ ସଚିବାଳୟ ନେଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ସହ ସହବନ୍ଧିତ ଗୋଷ୍ଠୀର ଆନ୍ଦୋଳନରୁ ଓହରି ଯାଇଛି। ସୂଚନା ମୁତାବକ ଓହରିଯାଇଥିବା ବିଜୁ ଶ୍ରମିକ ସାମ୍ମୁଖ୍ୟ ସହ ସହବନ୍ଧିତ ଗୋଷ୍ଠୀ କେବେ ହେଲେ ଆନ୍ଦୋଳନରେ ସାମିଲ ହୋଇନଥିବା ଅଭିଯୋଗ ହୋଇଛି।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ନୟାଗଡ଼ ବ୍ଲକ ଅଞ୍ଚଳର ଅଙ୍ଗନୱାଡ଼ି ବିନୋଦିନୀ ନାୟକ କହିଛନ୍ତି-“ଅଙ୍ଗନୱାଡ଼ି କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟାତା, ମାସିକ ୧୮୦୦୦ ଟଙ୍କା ଦରମା, ପେନ୍‌ସନ୍‌ ପରି ଦାବିକୁ ନେଇ ଆମେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛୁ। ମୁଖ୍ୟମନ୍ତ୍ରୀ ଆମ କଥା ଶୁଣି ବୁଝିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।”

ବଲାଙ୍ଗିର ଲୋଇସିଙ୍ଗା ବ୍ଲକ ଅଞ୍ଚଳର ଜଣେ ଅଙ୍ଗନୱାଡ଼ି କର୍ମୀ ଯାଜ୍ଞସିନୀ କୁମ୍ଭାର ମୁଣ୍ଡା କହିଛନ୍ତି-“ନିଜ ପିଲାଙ୍କୁ ଛାଡ଼ିଦେଇ ଅନ୍ୟ ପିଲାଙ୍କ ପୃଷ୍ଟିହୀନତା ଉପରେ ଧ୍ୟାନ ଦେଉଛି। ଗର୍ଭବତୀ ମାଆମାନଙ୍କ କଥା ବୁଝୁଛୁ। ମାତ୍ର ଆମ କଥା କେହି ବୁଝୁନାହାନ୍ତି। ବରଂ ଲୋକଙ୍କଠାରୁ ନିନ୍ଦା ଶୁଣିବାକୁ ମିଳୁଛି। ଆମର ସେହି ନିନ୍ଦା ସହିବାର ନାହିଁ। ଆମକୁ ସରକାରୀ ମାନ୍ୟତା, ପେନ୍‌ସନ୍‌ ଓ ୧୮୦୦୦ ଟଙ୍କା ଦରମା ଦେବାକୁ ଦାବି କରୁଛୁ। ମୁଖ୍ୟମନ୍ତ୍ରୀ ଆମ କଥା ଶୁଣିଲେ ଓ ବୁଝିବେ ବୋଲି କହିଲେ।”

ଏବେ ମଧ୍ୟ ଅନଙ୍ଗନୱାଡ଼ି କର୍ମୀମାନେ ଲୋୟର ପିଏମ୍‌ଜିରେ ଧାରଣାରେ ବସିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ପାଇଁ ଯାଇଥିବା ଅଙ୍ଗନୱାଡ଼ିମାନେ ପ୍ରକୃତରେ କଣ ଆନ୍ଦୋଳନରେ ସାମିଲ ଥିଲେ? ଯଦି ହଁ, ତାହାହେଲେ ବିଜେଡି ନେତା ତାଙ୍କୁ କ’ଣ ପାଇଁ ସାଥୀରେ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟାଇଥିଲେ? ଅଙ୍ଗନୱାଡି କର୍ମୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବା ପାଇଁ ବିଜେଡିର ଏହା ଏକ ଚାଲ୍‌ କି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story