ଆସୁଛି ଅକ୍ଷୟ ତୃତୀୟା, ସୁନା କିଣିଲା ବେଳେ ଏହିସବୁ ଦିଗ ପ୍ରତି ସାବଧାନ ରୁହନ୍ତୁ

ଆଗକୁ ଆସୁଛି ଅକ୍ଷୟ ତୃତୀୟା ବା ଧନ୍‌ତେରାଶ। ଏଇ ବର୍ଷ ଏପ୍ରିଲ୍ ୧୮ ତାରିଖରେ ପଡ଼ୁଛି ଅକ୍ଷୟ ତୃତୀୟା। ଏହି ଦିନରେ ସୁନା କାରବାର ଅଧିକ ହୋଇଥାଏ। ଦୋକାନୀମାନେ ଭଲ ବେପାର ଆଶାରେ ଗ୍ରାହକଙ୍କ ପାଇଁ ବିଭିନ୍ନ ପ୍ରକାରର ଅଫର ଘୋଷଣା କରିଥାନ୍ତି। ଏହି ଦିନ ଗହଣା କିଣିବା ଶୁଭ ହୋଇଥାଏ। ତେଣୁ ଏମିତିରେ  ଗହଣା କିଣିବା ସ୍ୱାଭାବିକ। ତେବେ ଅଫର ଲୋଭରେ ଗହଣା କିଣିବା ପୂର୍ବରୁ କେତୋଟି ସାବଧାନତା ଉପରେ ଧ୍ୟାନ ଦିଅନ୍ତୁ। ଯାହାଦ୍ୱାରା ଆପଣ […]

Woman wears gold bangle at jewellery shop in Siliguri

Rakesh Mallick
  • Published: Monday, 16 April 2018
  • Updated: 16 April 2018, 08:21 PM IST

Sports

Latest News

ଆଗକୁ ଆସୁଛି ଅକ୍ଷୟ ତୃତୀୟା ବା ଧନ୍‌ତେରାଶ। ଏଇ ବର୍ଷ ଏପ୍ରିଲ୍ ୧୮ ତାରିଖରେ ପଡ଼ୁଛି ଅକ୍ଷୟ ତୃତୀୟା। ଏହି ଦିନରେ ସୁନା କାରବାର ଅଧିକ ହୋଇଥାଏ। ଦୋକାନୀମାନେ ଭଲ ବେପାର ଆଶାରେ ଗ୍ରାହକଙ୍କ ପାଇଁ ବିଭିନ୍ନ ପ୍ରକାରର ଅଫର ଘୋଷଣା କରିଥାନ୍ତି। ଏହି ଦିନ ଗହଣା କିଣିବା ଶୁଭ ହୋଇଥାଏ। ତେଣୁ ଏମିତିରେ  ଗହଣା କିଣିବା ସ୍ୱାଭାବିକ। ତେବେ ଅଫର ଲୋଭରେ ଗହଣା କିଣିବା ପୂର୍ବରୁ କେତୋଟି ସାବଧାନତା ଉପରେ ଧ୍ୟାନ ଦିଅନ୍ତୁ। ଯାହାଦ୍ୱାରା ଆପଣ ଠକାମୀରେ ଶିକାର ହେବେ ନାହିଁ। ସୁନା କିଣିଲା ବେଳେ କେଉଁ ସବୁ ସାବଧାନତା ଆପଣାଇବେ ଆସନ୍ତୁ ଜାଣିବା।

୧. ପ୍ରଥମେ ହଲ ମାର୍କ ଦେଖି ସୁନା ଗହଣା କିଣନ୍ତୁ। କାରଣ ଏହା ସୂନାର ସୁଦ୍ଧତାର ପ୍ରମାଣ।

୨. ଗହଣା ଦୋକାନୀଠାରୁ ସୁନାର ସୁଦ୍ଧତା ଓ ମୂଲ୍ୟ ପଚାରି ବୁଝନ୍ତୁ ଓ ଏହାକୁ ବିଲ୍‌ ଲେଖିବା ପାଇଁ କୁହନ୍ତୁ।

୩. ଅନେକ ସୁନା ଗହଣାରେ ବଭିନ୍ନ ପ୍ରକାର ଧାତୁ ଲାଗିଥାଏ। ଦୋକାନୀମାନେ ମଧ୍ୟ ଏହି ଧାତୁ ଗୁଡ଼ିକର ଟଙ୍କା ନିଅନ୍ତି। ତେଣୁ ଏହା କେଉଁ ଧାତୁ କେତେ ପରିମାଣରେ ଲାଗିଛି ପଛାରି ବୁଝନ୍ତୁ ଏହାକୁ ବିଲ୍‌ରେ ଲେଖି ରଖନ୍ତୁ।

୪. ଚିହ୍ନା ଦୋକାନରୁ ଗହଣା କିଣନ୍ତୁ।

୫. ଶୁଦ୍ଧ ସୁନା ୨୪ କ୍ୟାରେଟ୍‌ ରେ ହୋଇଥାଏ। କିନ୍ତୁ ଏଥିରେ ଗହଣା ତିଆରି ହୋଇପାରେ ନାହିଁ ଏଥିପାଇଁ ୨୨ କିମ୍ବା ୧୮ କ୍ୟାରେଟ୍‌ର ଗହଣା ବ୍ୟବହାର କରାଯାଇଥାଏ। କିନ୍ତୁ ଭୟର ମୂଲ୍ୟ ଅଲଗ ଅଲଗା ହୋଇଥାଏ। ତେଣୁ ଏହା ଭଲ ଭାବରେ ଜାଣି ବିଲ୍‌ରେ  ଲେଖେଇ ନିଅନ୍ତୁ। ପରବର୍ତ୍ତି ସମୟରେ ଠକାମୀରେ ପଡ଼ିଲେ ଆପଣ ଦୋକାନୀ ବିରୋଧରେ କେସ୍‌ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story