ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ବାରମ୍ବାର ଝଗଡ଼ା ହେଉଛି କି?

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ସ୍ୱାମୀ-ସ୍ତ୍ରୀ ଝଗଡ଼ା ଲାଗିବା ଏକ ସାଧାରଣ କଥା। କାରଣ ପ୍ରାୟ ସମସ୍ତଙ୍କ ବୈବାହିକ ଜୀବନରେ ମନୋମାଳିନ୍ୟ ଦେଖାଯାଏ ଏବଂ ଝଗଡ଼ା ହୁଏ। କିନ୍ତୁ କିଛି ଦମ୍ପତି ଅଛନ୍ତି ଯେଉଁମାନେ ଅଧିକ ଝଗଡ଼ା ହୁଅନ୍ତି।&nbsp; ପରିସ୍ଥିତି ଏଭଳି ଆସେ ସେଇ ଝଗଡ଼ାକୁ କେନ୍ଦ୍ର କରି ସେମାନଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଏସବୁ ସମସ୍ୟାରୁ ଆପଣ ମୁକ୍ତି ପାଇପାରିବେ। ଯେତେବେଳେ ଦେଖୁଛନ୍ତି ଝଗଡ଼ା ବଢ଼ିବାରେ ଲାଗୁଛି ଗୋଟେ କାମ କରନ୍ତୁ। ଦୁଇଟି ମୟୂର ପୁଚ୍ଛ ଆଣନ୍ତୁ। ତାକୁ ଆଲବମ୍&zwnj;ରେ ଥିବା ଆପଣଙ୍କ ବିବାହ ଫଟୋ ଉପରେ ରଖନ୍ତୁ। ମନେ ରଖନ୍ତୁ ମୟୂର ପୁଚ୍ଛ ଦୁଇଟିକୁ ଯୋଡ଼ିକି ରଖିବେ। ଦେଖିବେ ଏପରି କରିବାଦ୍ୱାରା ଧୀରେ ଧୀରେ ଝଗଡା କମିଯିବ ଏବଂ ଆପଣଙ୍କ ବୈବାହିକ ଜୀବନ ଶାନ୍ତିରେ କଟିବ। (ଦେଖନ୍ତୁ ଭିଡିଓ)</p>

Ordigital Desk
  • Published: Friday, 04 May 2018
  • Updated: 04 May 2018, 07:59 AM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ସ୍ୱାମୀ-ସ୍ତ୍ରୀ ଝଗଡ଼ା ଲାଗିବା ଏକ ସାଧାରଣ କଥା। କାରଣ ପ୍ରାୟ ସମସ୍ତଙ୍କ ବୈବାହିକ ଜୀବନରେ ମନୋମାଳିନ୍ୟ ଦେଖାଯାଏ ଏବଂ ଝଗଡ଼ା ହୁଏ। କିନ୍ତୁ କିଛି ଦମ୍ପତି ଅଛନ୍ତି ଯେଉଁମାନେ ଅଧିକ ଝଗଡ଼ା ହୁଅନ୍ତି।&nbsp; ପରିସ୍ଥିତି ଏଭଳି ଆସେ ସେଇ ଝଗଡ଼ାକୁ କେନ୍ଦ୍ର କରି ସେମାନଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଏସବୁ ସମସ୍ୟାରୁ ଆପଣ ମୁକ୍ତି ପାଇପାରିବେ। ଯେତେବେଳେ ଦେଖୁଛନ୍ତି ଝଗଡ଼ା ବଢ଼ିବାରେ ଲାଗୁଛି ଗୋଟେ କାମ କରନ୍ତୁ। ଦୁଇଟି ମୟୂର ପୁଚ୍ଛ ଆଣନ୍ତୁ। ତାକୁ ଆଲବମ୍&zwnj;ରେ ଥିବା ଆପଣଙ୍କ ବିବାହ ଫଟୋ ଉପରେ ରଖନ୍ତୁ। ମନେ ରଖନ୍ତୁ ମୟୂର ପୁଚ୍ଛ ଦୁଇଟିକୁ ଯୋଡ଼ିକି ରଖିବେ। ଦେଖିବେ ଏପରି କରିବାଦ୍ୱାରା ଧୀରେ ଧୀରେ ଝଗଡା କମିଯିବ ଏବଂ ଆପଣଙ୍କ ବୈବାହିକ ଜୀବନ ଶାନ୍ତିରେ କଟିବ। (ଦେଖନ୍ତୁ ଭିଡିଓ)</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos