ବାଥରୁମ୍‌ରେ ଉଲଗ୍ନ ହୋଇ ଗାଧାନ୍ତି କି?

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆମେ ସମସ୍ତେ ସ୍ନାନଘରେ ବା ବାଥରୁମ୍‌ରେ ଗାଧାଉ। ଗାଧୋଇବା ସମୟରେ କିଛି ଲୋକ ଅଛନ୍ତି ଉଲଗ୍ନ ଗୋଇ ଗାଧାନ୍ତି। ଯାହା କରିବା ଅନୁଚିତ। କାରଣ କୁହାଯାଏ ଆମ ପିତୃ ପୁରୁଷମାନେ ଆମ ଆଖପାଖରେ ସବୁବେଳେ ରୁହନ୍ତି। ଗାଧୋଇବା ସମୟରେ ଆମ ବସ୍ତ୍ରରୁ ଯେଉଁ ପାଣି ଝରିପଡେ ତାକୁ ପିଇ ସେମାନେ ତୃପ୍ତ ହୋଇଥାନ୍ତି। ତେଣୁ ଗାଧୋଇବା ସମୟରେ ଶରୀରରେ ସବୁବେଳେ ବସ୍ତ୍ର ପିନ୍ଧନ୍ତୁ। (ଦେଖନ୍ତୁ ଭିଡିଓ)