ଏସିଆରେ ଏକ ନମ୍ୱର ଲାଞ୍ଚୁଆ ଭାରତ; ସର୍ଭେ କହୁଛି ସାଂଘାତିକ ସତ

ଭୁବନେଶ୍ୱର: ଆଇଏଏସ୍ ପାର୍ଥସାରଥୀ ମିଶ୍ର, ଅବକାରୀ ଅଧୀକ୍ଷକ ପ୍ରସନ୍ନ ପଟ୍ଟନାୟକ, ବନ ବିଭାଗ ଅଧିକାରୀ ଶରତଚନ୍ଦ୍ର ପଣ୍ଡା ଓ ମହାଦେଓ ମାଡାଇକ୍। ଏମିତି ଜଣେ ପରେ ଜଣେ ସରକାରୀ ବାବୁଙ୍କ କୋଟିପତି ପରିଚୟ ଶୁଣି ସମସ୍ତେ ତାଜୁବ୍। କାରଣ ଏ କୁବେର ଅଫିସରଙ୍କ ଜୀବନ ସହ ଯୋଡ଼ି ହୋଇ ରହିଛି କଳାଟଙ୍କାର କଳା କାହାଣୀ। ୨୦୧୬ ବର୍ଷରେ ଲାଂଚ ଓ ମିଛସତର ମୋଟ୍ ୫୭୫ଟି ମାମଲା ରୁଜୁ ହୋଇଛି। ଆଉ ୩୩୪ଜଣ ଲାଞ୍ଚର ସୌଦାଗରଙ୍କୁ ଗିରଫ୍ କରିଛି […]

bribe

bribe

Rakesh Mallick
  • Published: Tuesday, 07 March 2017
  • Updated: 07 March 2017, 05:22 PM IST

ଭୁବନେଶ୍ୱର: ଆଇଏଏସ୍ ପାର୍ଥସାରଥୀ ମିଶ୍ର, ଅବକାରୀ ଅଧୀକ୍ଷକ ପ୍ରସନ୍ନ ପଟ୍ଟନାୟକ, ବନ ବିଭାଗ ଅଧିକାରୀ ଶରତଚନ୍ଦ୍ର ପଣ୍ଡା ଓ ମହାଦେଓ ମାଡାଇକ୍। ଏମିତି ଜଣେ ପରେ ଜଣେ ସରକାରୀ ବାବୁଙ୍କ କୋଟିପତି ପରିଚୟ ଶୁଣି ସମସ୍ତେ ତାଜୁବ୍। କାରଣ ଏ କୁବେର ଅଫିସରଙ୍କ ଜୀବନ ସହ ଯୋଡ଼ି ହୋଇ ରହିଛି କଳାଟଙ୍କାର କଳା କାହାଣୀ।

୨୦୧୬ ବର୍ଷରେ ଲାଂଚ ଓ ମିଛସତର ମୋଟ୍ ୫୭୫ଟି ମାମଲା ରୁଜୁ ହୋଇଛି। ଆଉ ୩୩୪ଜଣ ଲାଞ୍ଚର ସୌଦାଗରଙ୍କୁ ଗିରଫ୍ କରିଛି ଭିଜିଲାନ୍ସ। ଆଶ୍ଚର୍ଯ୍ୟର କଥା ହେଲା ଏ କୁବେରଙ୍କ ଭିତରେ ଅଛନ୍ତି ସରକାରଙ୍କ ୩୬ଜଣ କ୍ଲାସ୍‌ ୱାନ୍‌ ଅଫିସର। କେବଳ ସେତିକି ନୁହେଁ, ୧୧୯ଟି ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ୧୧୫କୋଟିରୁ ଊର୍ଦ୍ଧ ଟଙ୍କାର ସଂପତ୍ତି ଠାବ କରିଛି ଭିଜିଲାନ୍ସ।

କଥା କଥାକେ ଲାଂଚ। ଉପୁରି ନମିଳିଲେ ପୁରୁନି ପେଟ। ହାତଗୁଞ୍ଜ। ନଦେଲେ ଘୁଞ୍ଚୁନି ଫାଇଲ୍। ଲାଞ୍ଚ ଘଟଣା ଓଡ଼ିଶାକୁ ଦେଶ ଆଗରେ କଳଙ୍କିତ କରିଛି। ଆଉ ଦେଶ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଏସିଆ ମହାଦେଶର ଲାଞ୍ଚୁଆ ଦେଶ ତାଲିକାର ଏକ ନମ୍ୱରରେ ଅଛି ଆମ ଦେଶ ଭାରତ। ସଦ୍ୟତମ ସର୍ଭେ ରିପୋର୍ଟ ଦେଖିଲେ ଆପଣ ଚମକି ଉଠିବେ। ଭାରତରେ ଦୁଇ ତୃତୀୟାଂଶ ଲୋକ ଲାଂଚ ଦେଇ ନିଜ କାମ ହାସଲ କରିନ୍ତି। କେବଳ ଜରୁରୀ କାମ ନୁହେଁ, ଦୈନନ୍ଦିନ ଜୀବନର ପ୍ରାୟ ଅଧିକାଂଶ ସେବା ପାଇବାକୁ ଭାରତୀୟମାନେ ଲାଞ୍ଚ ଦେଇଥା’ନ୍ତି।

ଟ୍ରାନସପେରେନସି ଇଣ୍ଟରନ୍ୟାସନାଲ୍ ନାମକ ଏକ ସଂସ୍ଥା କରିଥିବା ସର୍ଭେରୁ ଏହି ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଯେଉଁଠି ୬୯ପ୍ରତିଶତ ଭାରତୀୟ କହିଛନ୍ତି, ଯେକୌଣସି ସେବା ପାଇବାକୁ ସେମାନେ ଲାଞ୍ଚ ଦେଇଥାନ୍ତି। ଏହି ହାର ଭିଏତନାମରେ ୬୫ପ୍ରତିଶତ ଥିବା ବେଳେ ଚୀନରେ ୨୬ ଓ ପାକିସ୍ତାନରେ ୪୦ପ୍ରତିଶତ ରହିଛି।

ଏସିଆ ମହାଦେଶର ୧୬ଟି ଦେଶର ପ୍ରାୟ ୨୦ହଜାର ଲୋକ ଏହି ସର୍ଭେରେ ସାମିଲ୍ ହୋଇଥିଲେ। ପ୍ରାୟ ଅଧିକାଂଶ କହିଛନ୍ତି ଅନ୍ତଃତ ବର୍ଷକୁ ଥରେ ସେମାନେ ନିଜ ବ୍ୟକ୍ତିଗତ କାମ ପାଇଁ କାହାକୁ ନା କାହାକୁ ଲାଞ୍ଚ ଦେବାକୁ ବାଧ୍ୟ ହୋଇଛନ୍ତି।

ତେବେ ଲାଞ୍ଚୁଆ ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ପୋଲିସ୍। ଯେଉଁମାନେ ଡରେଇ ଧମକେଇ ଲୋକଙ୍କ ଠାରୁ ଲାଞ୍ଚ ଆଦାୟ କରିଥାନ୍ତି। ତେବେ ଏଥିରୁ ବାଦ୍ ପଡିନାହାନ୍ତି ଆଇନର ଦେବତା। ବିଚାରପତିଙ୍କ ଠାରୁ ଆରମ୍ଭ କରି ଡାକ୍ତର ଓ ଶିକ୍ଷକ ମଧ୍ୟ ଲାଞ୍ଚ ଓ ଉପହାର ନେଉଥିବା ସର୍ଭେରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story