ନୂଆପଡ଼ା ଏସଓଜି କ୍ୟାମ୍ପରୁ ଯୁବକ ନିଖୋଜ ଘଟଣା:  ଜଙ୍ଗଲରୁ ମୃତଦେହ ଉଦ୍ଧାର, ୪ ଯବାନ ଗିରଫ

ନୂଆପଡ଼ା/ଭୁବନେଶ୍ୱର:  ସୁନାବେଡ଼ା ଅଭୟାରଣ୍ୟ ଏସ୍ଓଜି କ୍ୟାମ୍ପରୁ ନିଖୋଜ ହୋଇଯାଇଥିବା ଯୁବକ ଚିତ୍ତରଞ୍ଜନ ସାହୁଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ। ଜିଲ୍ଲାର ଢାକଲି ଜଙ୍ଗଲ ଭିତରୁ ଚିତ୍ତରଞ୍ଜନଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ଏହା ପରେ ହତ୍ୟା ଅଭିଯୋଗରେ ଏସଓଜିର ୪ ଜଣ ଯବାନଙ୍କୁ ଗିରଫ କରାଯାଇଛି। କୋମନା ଥାନା ପୋଲିସ୍ ସେମାନଙ୍କୁ ଗିରଫ କରିଛି। ମୃତକଙ୍କ ପରିବାରକୁ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବାକୁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଏହି ଘଟଣା ସଂପର୍କରେ ଆଜି ବିଧାନସଭାରେ ବିବୃତି […]

vlcsnap-2015-08-21-15h21m10s678

vlcsnap-2015-08-21-15h21m10s678

Rakesh Mallick
  • Published: Friday, 21 August 2015
  • Updated: 21 August 2015, 12:46 PM IST

Sports

Latest News

ନୂଆପଡ଼ା/ଭୁବନେଶ୍ୱର:  ସୁନାବେଡ଼ା ଅଭୟାରଣ୍ୟ ଏସ୍ଓଜି କ୍ୟାମ୍ପରୁ ନିଖୋଜ ହୋଇଯାଇଥିବା ଯୁବକ ଚିତ୍ତରଞ୍ଜନ ସାହୁଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ। ଜିଲ୍ଲାର ଢାକଲି ଜଙ୍ଗଲ ଭିତରୁ ଚିତ୍ତରଞ୍ଜନଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ଏହା ପରେ ହତ୍ୟା ଅଭିଯୋଗରେ ଏସଓଜିର ୪ ଜଣ ଯବାନଙ୍କୁ ଗିରଫ କରାଯାଇଛି। କୋମନା ଥାନା ପୋଲିସ୍ ସେମାନଙ୍କୁ ଗିରଫ କରିଛି। ମୃତକଙ୍କ ପରିବାରକୁ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବାକୁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।

ଏହି ଘଟଣା ସଂପର୍କରେ ଆଜି ବିଧାନସଭାରେ ବିବୃତି ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଥିଲେ, ଏହି ଘଟଣାର ତଦନ୍ତ ସ୍ଥାନୀୟ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ କରିବେ। ମୃତକଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇ ଦିଆଯିବ। ସେହିପରି ଏସଓଜି ଯବାନଙ୍କ ମାଡ଼ରେ ଆହତ ହୋଇଥିବା ଯୁବକଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ସେ କହିଥିଲେ।

ପୂର୍ବରୁ ଚିତ୍ତରଞ୍ଜନଙ୍କ ପରିବାର ଏବଂ ସ୍ଥାନୀୟ ବାସିନ୍ଦା ଚିତ୍ତରଞ୍ଜନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ଏନେଇ ଗତ ବୁଧବାର ଦିନ କୋମନା ଥାନାକୁ ଉତ୍ତ୍ୟକ୍ତ ଲୋକେ ଘେରାଉ କରିଥିଲେ। ସେହିଦିନ  ଘଟଣାକୁ କେନ୍ଦ୍ର କରି  ଉତ୍ତ୍ୟକ୍ତ ଲୋକେ କୋମନା ଥାନା ଘେରାଉ କରିବା ପରେ ଆଜି କୋମନା ଏବଂ ଖଡ଼ିଆଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ପାଳନ କରାଯାଇଥିଲା।  ଫଳରେ ଆଜି ଉଭୟ ସ୍ଥାନରେ ଦୋକାନ ବଜାର ବନ୍ଦ ରହିବା ସହିତ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା।  ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ ଓ ଚାକିରି ପ୍ରଦାନ, ଆହତ ହୋଇଥିବା ଯୁବକଙ୍କ ଚିକିତ୍ସା ଖର୍ଚ୍ଚ ଓ  ଅଭିଯୁକ୍ତ ଯବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଦି ୫ ଦଫା ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଥିଲା।  ଏହି ଆନ୍ଦୋଳନରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ  ସାମିଲ ହୋଇଥିଲେ। ସେପଟେ ବନ୍ଦକୁ ଦୃଷ୍ଟିରେ ରଖି କୋମନାରେ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ଯୁବକ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଏସ୍. ସାଇନି ଏବଂ ଏସ୍ଓଜି ରାଜ୍ୟ କମାଣ୍ଡାଣ୍ଟ ନୂଆପଡ଼ାରେ ପହଞ୍ଚିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story