ଡାକ୍ତରଙ୍କ ଘରୁ ଚୋରି; ନେଇଗଲେ ଟଙ୍କା ଓ ସୁନା  

<p>ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ମେଡିକାଲ ଇନଚାର୍ଜ ଡାକ୍ତର ଜୟପାଲ ସେନାପତିଙ୍କ ଘରୁ&nbsp; ସୁନାଗହଣା ସହିତ ମୋଟ ୩ ଲକ୍ଷରୁ ଅଧିକ ଟଙ୍କା ଚୋରି ହୋଇଯାଇଛି। &nbsp;ଜୟପାଲ ଏନେଇ ଥାନାରେ ଏତଲା ଦେଇଛନ୍ତି। ପୋଲିସ୍&zwnj; ଏହାର ତଦନ୍ତ କରୁଛି।&nbsp; ଫୁଲବାଣୀରୁ &nbsp;ଏକ ସାଇଣ୍ଟିଫିକ ଟିମ୍ &nbsp;ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛି।</p> <p>ଡାକ୍ତର ଜୟପାଲଙ୍କ ପରିବାର ରାଜ୍ୟ ବାହାରକୁ ଯାଇଥିବା ବେଳେ ତାଙ୍କ ଘରେ ଦୁର୍ବୃତ୍ତମାନେ କଳାକନା ବୁଲାଇ ଦେଇଛନ୍ତି ।</p>

Ordigital Desk
  • Published: Friday, 13 October 2017
  • Updated: 13 October 2017, 11:01 AM IST

Sports

Latest News

<p>ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ମେଡିକାଲ ଇନଚାର୍ଜ ଡାକ୍ତର ଜୟପାଲ ସେନାପତିଙ୍କ ଘରୁ&nbsp; ସୁନାଗହଣା ସହିତ ମୋଟ ୩ ଲକ୍ଷରୁ ଅଧିକ ଟଙ୍କା ଚୋରି ହୋଇଯାଇଛି। &nbsp;ଜୟପାଲ ଏନେଇ ଥାନାରେ ଏତଲା ଦେଇଛନ୍ତି। ପୋଲିସ୍&zwnj; ଏହାର ତଦନ୍ତ କରୁଛି।&nbsp; ଫୁଲବାଣୀରୁ &nbsp;ଏକ ସାଇଣ୍ଟିଫିକ ଟିମ୍ &nbsp;ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛି।</p><p>ଡାକ୍ତର ଜୟପାଲଙ୍କ ପରିବାର ରାଜ୍ୟ ବାହାରକୁ ଯାଇଥିବା ବେଳେ ତାଙ୍କ ଘରେ ଦୁର୍ବୃତ୍ତମାନେ କଳାକନା ବୁଲାଇ ଦେଇଛନ୍ତି ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos