ଭୁବନେଶ୍ୱର(ଓଡିଶା ରିପୋର୍ଟର): ପେଚା ଦେଖିଲେ ଶୁଭ ନା ଅଶୁଭ? ଏ ପ୍ରଶ୍ନ ଆଜିବି ଅସମାହିତ। ଆମେ ଯାହା ଶୁଣିଚୁ ପେଚା ଦେଖିଲେ ଅଶୁଭ। ଏକଥା ଠିକ୍। କିନ୍ତୁ ଶାସ୍ତ୍ରବିତ୍ଙ୍କ କହିବା ଅନୁଯାୟୀ ପେଚା ଦେଖିବା ଶୁଭ ଅବଶ୍ୟ କଳା ନୁହେଁ ଧଳା ପେଚା।
[caption id="attachment_231692" align="aligncenter" width="900"] ଯଦି ଆପଣଙ୍କ ଘର ଉପରେ ଧଳା ପେଚା ବସିଛି ତେବେ ଏହା ଶୁଭ ସଂକେତ। ଯଦି ଅବସ୍ମାତ ଧଳା ପେଚାଟି ଘର ଭିତରକୁ ପସିଯାଏ ତାହାଲେ ଧନ ପ୍ରାପ୍ତି ହେବ ବୋଲି ଜାଣନ୍ତୁ। ଧଳା ପେଚାକୁ ଯଦି ରାସ୍ତାରେ ଦେଖନ୍ତି ତେବେ ଖୁସି ଖବର ମିଳିବ ବୋଲି ଜାଣନ୍ତୁ। କିନ୍ତୁ କଳା ପେଚା ଦେଖିବା ଅଶୁଭ। ତଥାପି ଆପଣ ଚିନ୍ତା କରନ୍ତୁ ନାହିଁ। ତାର ଏକ ପ୍ରତିକାର ରହିଛି। କଳା ପେଚା ଯଦି ଘର ଉପରେ ବସେ କିମ୍ବା ଘର ଭିତରକୁ ପସିଯାଏ ତେବେ ଯେକୌଣସି ରବିବାର କ୍ଷୀର, ଗୁଡ ଏବଂ କଦଳୀକୁ ଚକଟି ଜଣେ ବ୍ରାହ୍ମଣକୁ ଖାଇବାକୁ ଦିଅନ୍ତୁ। (ଦେଖନ୍ତୁ ଭିଡିଓ)[/caption]
https://youtu.be/Ha2d4azHkcM
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...