ମହାନଦୀ, କାଠଯୋଡ଼ିରେ ଅଳିଆ ପକାଇଲେ କାର୍ଯ୍ୟାନୁଷ୍ଠାନ

କଟକ: ମହାନଦୀ ଓ କାଠଯୋଡ଼ିରେ ଆବର୍ଜନା ପଡ଼ିବନି। ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲର ତାଗିଦ୍‌ ପରେ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ଲୋକଙ୍କ ସଚେତନତା ପାଇଁ ନଦୀ କୂଳରେ ବିଜ୍ଞାପନ ମରାଯାଇଛି ଏବଂ ପାଟ୍ରୋଲିଂ ପାଇଁ ଦୁଇଟି ସ୍କ୍ୱାଡ଼ ଗଠନ କରାଯାଇଛି। ଯଦି କୌଣସି ବ୍ୟକ୍ତି ବା ସଂସ୍ଥା ଏହି ଦୁଇ ନଦୀରେ ଆବର୍ଜନା ପକାନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଚେତାବନୀ ଦେଇଛି। କଟକ ମହାନଗର […]

cuttack

cuttack

Rakesh Mallick
  • Published: Tuesday, 16 August 2016
  • Updated: 16 August 2016, 08:46 PM IST

Sports

Latest News

cuttack1କଟକ: ମହାନଦୀ ଓ କାଠଯୋଡ଼ିରେ ଆବର୍ଜନା ପଡ଼ିବନି। ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲର ତାଗିଦ୍‌ ପରେ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ଲୋକଙ୍କ ସଚେତନତା ପାଇଁ ନଦୀ କୂଳରେ ବିଜ୍ଞାପନ ମରାଯାଇଛି ଏବଂ ପାଟ୍ରୋଲିଂ ପାଇଁ ଦୁଇଟି ସ୍କ୍ୱାଡ଼ ଗଠନ କରାଯାଇଛି। ଯଦି କୌଣସି ବ୍ୟକ୍ତି ବା ସଂସ୍ଥା ଏହି ଦୁଇ ନଦୀରେ ଆବର୍ଜନା ପକାନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଚେତାବନୀ ଦେଇଛି।

କଟକ ମହାନଗର ନିଗମ ଅଞ୍ଚଳରୁ ନିର୍ଗତ ଆବର୍ଜନା ଏଣିକି ମହାନଦୀ ଓ କାଠଯୋଡ଼ି ପଠାକୁ ଯିବନି। ଏଥିପାଇଁ ମହାନଦୀ କୂଳରେ ୬ଟି ସ୍ଥାନ ଚିହ୍ନଟ କରାଯାଇ ବ୍ୟାରିକେଡ୍‌ ନିର୍ମାଣ କରାଯାଉଛି। ମହାନଦୀ ସାଉଥ୍‌ ଡିଭିଜନ ପକ୍ଷରୁ ବ୍ୟାରିକେଡ୍‌ ନିର୍ମାଣ କରାଯାଉଛି। ସେହିପରି କାଠଯୋଡ଼ି ନଦୀର ଦେବୀଗଡ଼ାରେ ଟ୍ରେଞ୍ଚ ଖୋଳାଯାଇଛି।

ଏ ସମ୍ପର୍କରେ ମହାନଦୀ ସାଉଥ୍‌ ଡିଭିଜନ ଯନ୍ତ୍ରୀ ହେମନ୍ତ କୁମାର ଦଳାଇ କହିଛନ୍ତି, “ମହାନଦୀ ପଠାରେ ୬ଟି ସ୍ଥାନ ନିହ୍ନଟ କରଯାଇ ବ୍ୟାରିକେଡ୍‌ ନିର୍ମାଣ କରାଯାଇଛି। ଲୋକଙ୍କ ସଚେତନତା ପାଇଁ ବିଜ୍ଞାପଦ ମରାଯାଇଛି। ପୁରୀ ଘାଟ ପାଖରେ ଆବର୍ଜନା ଭର୍ତ୍ତି ଟ୍ରକ୍‌ ଓ ଟ୍ରାକ୍ଟର ନଯିବା ପାଇଁ ଟ୍ରେଞ୍ଚ ଖୋଳା ଯାଇଛି।

କଟକ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର କହିଛନ୍ତି, “ମହାନଦୀ ଓ କାଠଯୋଡି ନଦୀ ପଠାରେ ଆଳିଆ ଆବର୍ଜନା ନପକାଇବା ପାଇଁ ମାଇକ୍‌ରେ ପ୍ରଚାର କରାଯିବ। ଯଦି କୌଣସି ବ୍ୟକ୍ତି ନଦୀ ପଠାକୁ ପୋତିବାକୁ ଚେଷ୍ଟା କରେ ତାଙ୍କ ବିରୋଧରେ ପଦକ୍ଷେପ ନିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story