ମାଓ କାର୍ଯ୍ୟକଳାପ ବିରୋଧରେ ତାତିଲେ ଲୋକ

ମାଲକାନଗିରି: ମାଓ କାର୍ଯ୍ୟକଳାପ ବିରୋଧରେ ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ୧୫ରୁ ଅଧିକ ଗାଁର ହଜାର ହଜାର ଲୋକ ଏକାଠି ହୋଇଛନ୍ତି। ସେମାନେ ମାଓବାଦୀଙ୍କ କାର୍ଯ୍ୟକଳାପକୁ ବିରୋଧ କରିବା ସହ ନାରାବାଜି ଓ ସ୍ଲୋଗାନ ଦେଇଛନ୍ତି। ଗତକାଲି ଛତିଶଗଡ଼ ଜଗଦଲପୁରରେ ଜନବର୍ଜନ ସମାବେଶ ଅବସରରେ ଏହି ମେଳି ଦେଖିବାକୁ ମିଳିଥିଲା। ମାଓ କାର୍ଯ୍ୟାଳୟରେ ସେମାନେ ଆତଙ୍କିତ ହୋଇ ସୁରକ୍ଷା ଦାବି କରିଥିଲେ। ମାଓବାଦୀମାନେ ଲୋକଙ୍କୁ ମାରଧର କରିବା ସହ ଗାଁ ଛାଡିବାକୁ ଧମକ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି। ସେମାନଙ୍କୁ […]

mal

mal

Rakesh Mallick
  • Published: Tuesday, 24 January 2017
  • Updated: 24 January 2017, 02:58 PM IST

Sports

Latest News

ମାଲକାନଗିରି: ମାଓ କାର୍ଯ୍ୟକଳାପ ବିରୋଧରେ ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ୧୫ରୁ ଅଧିକ ଗାଁର ହଜାର ହଜାର ଲୋକ ଏକାଠି ହୋଇଛନ୍ତି। ସେମାନେ ମାଓବାଦୀଙ୍କ କାର୍ଯ୍ୟକଳାପକୁ ବିରୋଧ କରିବା ସହ ନାରାବାଜି ଓ ସ୍ଲୋଗାନ ଦେଇଛନ୍ତି।

ଗତକାଲି ଛତିଶଗଡ଼ ଜଗଦଲପୁରରେ ଜନବର୍ଜନ ସମାବେଶ ଅବସରରେ ଏହି ମେଳି ଦେଖିବାକୁ ମିଳିଥିଲା। ମାଓ କାର୍ଯ୍ୟାଳୟରେ ସେମାନେ ଆତଙ୍କିତ ହୋଇ ସୁରକ୍ଷା ଦାବି କରିଥିଲେ। ମାଓବାଦୀମାନେ ଲୋକଙ୍କୁ ମାରଧର କରିବା ସହ ଗାଁ ଛାଡିବାକୁ ଧମକ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି। ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ଅଞ୍ଚଳରେ କମ୍ବିଂ ଅପରେସନ କରିବାକୁ ବସ୍ତର ପୋଲିସ୍‌ ନିକଟରେ ଦାବି କରିଛନ୍ତି।

ସେହିପରି ମାଥିଲ ଥାନା ମହୁପଦର ଅଞ୍ଚଳରେ ମଧ୍ୟ ଅନୁରୁପ ଭାବେ ମାଓ ବିରୋଧୀ ମେଳି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story