କୃଷିଋଣ ନେଇ ୧୦ ଲକ୍ଷ ଚାଷୀ ଗାଏବ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତବର୍ଷ ଚାଷ ପାଇଁ ୧୯ ଲକ୍ଷ ଚାଷୀ ଋଣ ନେଇଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୯ ଲକ୍ଷ ଚାଷୀ ଉତ୍ପାଦିତ ଧାନ ବିକ୍ରି କରିଛନ୍ତି। ତେବେ ୧୦ ଲକ୍ଷ ଚାଷୀଙ୍କ ଧାନ ତଥା ଉତ୍ପାଦିତ ଫସଲର ପତ୍ତା ମିଳୁନି। ଏନେଇ ଆଜି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ସେ କହିଛନ୍ତି-“ଗାଏବ ହୋଇଯାଇଥିବା ୧୦ ଲକ୍ଷ ଚାଷୀ ଋଣ ଟଙ୍କା ବ୍ୟବସାୟରେ ଖଟାଇଥିବା ସନ୍ଦେହ କରାଯାଉଛି। ତେଣୁ ସେମାନଙ୍କ କୃଷି ଋଣକୁ […]

Rakesh Mallick
  • Published: Friday, 15 September 2017
  • Updated: 15 September 2017, 08:12 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତବର୍ଷ ଚାଷ ପାଇଁ ୧୯ ଲକ୍ଷ ଚାଷୀ ଋଣ ନେଇଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୯ ଲକ୍ଷ ଚାଷୀ ଉତ୍ପାଦିତ ଧାନ ବିକ୍ରି କରିଛନ୍ତି। ତେବେ ୧୦ ଲକ୍ଷ ଚାଷୀଙ୍କ ଧାନ ତଥା ଉତ୍ପାଦିତ ଫସଲର ପତ୍ତା ମିଳୁନି। ଏନେଇ ଆଜି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର।

ସେ କହିଛନ୍ତି-“ଗାଏବ ହୋଇଯାଇଥିବା ୧୦ ଲକ୍ଷ ଚାଷୀ ଋଣ ଟଙ୍କା ବ୍ୟବସାୟରେ ଖଟାଇଥିବା ସନ୍ଦେହ କରାଯାଉଛି। ତେଣୁ ସେମାନଙ୍କ କୃଷି ଋଣକୁ ବାଣିଜ୍ୟିକ ଋଣରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେମାନଙ୍କଠାରୁ ୧ ପ୍ରତିଶତ ବଦଳରେ ୧୨ ପ୍ରତିଶତ ସୁଧ ଆଦାୟ କରାଯିବ।”

ପାତ୍ର କହିଛନ୍ତି-“ରାଜ୍ୟ ସରକାର ମୁଣ୍ଡ ପିଛା ୩ ବସ୍ତା ଛାଡ଼ି ସବୁ ଧାନ କିଣିବେ। ଏଥିପାଇଁ ଚାଷୀମାନେ ସେମାନଙ୍କ ନାଁ ପ୍ରାଥମିକ ସମବାୟ ସମିତି ଓ ଲ୍ୟାମ୍ପ୍ସରେ ପଞ୍ଜୀକରଣ କରିବେ। ଏ ସମ୍ପର୍କରେ ବ୍ୟାପକ ସଚେତନତା କରାଯିବ। ପ୍ରତି ଆରଏମ୍‌ସି ଅଧୀନରେ ଗୋଟିଏ ପ୍ରଚାର ରଥ ବୁଲିବ। କେଉଁମାନେ ଧାନ ବିକ୍ରି କରିପାରିବେ ଓ ଏଥିପାଇଁ କ’ଣ ଗାଇଡ୍‌ଲାଇନ୍‌ ରହିଛି ସେ ସମ୍ପର୍କରେ ପ୍ରଚାର ରଥ ଚାଷୀମାନଙ୍କୁ ଅବଗତ କରାଇବ। ଭାଗ ଚାଷୀମାନେ ଗାଁ କମିଟି, ସରପଞ୍ଚ ଓ ସମିତି ସଭ୍ୟଙ୍କଠାରୁ ଲିଖିତ ଆକାରରେ ଆଣିଲେ ଧାନ ବିକ୍ରି ପାଇଁ ନାଁ ପଞ୍ଜୀକରଣ କରିପାରିବେ। ଏଥିରେ କୌଣସି ଅସୁବିଧା ହେବନାହିଁ।”

ସେ କହିଛନ୍ତି-“ଚଳିତ ବର୍ଷ ମିଲର୍‌ ବା ବାହାର ବ୍ୟବସାୟୀମାନେ ସରକାର ଧାର୍ଯ୍ୟ କରିଥିବା ମୂଲ୍ୟଠାରୁ କମ୍‌ ଦାମରେ ଧାନ କିଣନ୍ତି, ତାହାହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଚାଷୀ ଅଧିକ ଟଙ୍କାରେ ଧାନ ବିକ୍ରି କରନ୍ତି, ସେଥିରେ ଆମର କିଛି ଯାଏଆସେ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story