ବାଣୀବିହାର ଖୋଲୁ ଖୋଲୁ ପୁଣି ହିଂସା: ନିର୍ବାଚନ କରିବା ଦାବିରେ କୁଳପତିଙ୍କୁ ଘେରାଉ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):&nbsp; ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ &nbsp;ଖୋଲିବା ପରେ&nbsp; ପରିସରରେ ଉତ୍ତେଜନା ପ୍ରକାଶ ପାଇଛି।&nbsp; ଛାତ୍ର ସଂସଦ ନିର୍ବାଚନ କରିବା ଦାବିରେ ଛାତ୍ରଛାତ୍ରୀମାନେ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ &nbsp;ତାଙ୍କୁ ଅଟକ ରଖିଥିଲେ।</p> <p>ଗତମାସରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଗଣ୍ଡଗୋଳ ଦେଖାଦେବା ପରେ ପୂଜା ଛୁଟି ପୂର୍ବରୁ ବିଶ୍ୱବିଦ୍ୟାଳୟକୁ ସାଇନ୍-ଏ-ଡାଏ ଘୋଷଣା କରାଯାଇଥିଲା। ସାଇନ-ଏ-ଡାଏ ହଟିବା ପରେ ଛାତ୍ରଛାତ୍ରୀଙ୍କୁ ପରିଚୟପତ୍ର ଦେଖାଇ କ୍ୟାମ୍ପସ୍ ଓ ହଷ୍ଟେଲକୁ ଛଡ଼ାଯାଉଛି।&nbsp; ବାଣୀବିହାର ସ୍ଥିତି ଉପରେ କମିଶନରେଟ୍ ପୋଲିସ ନଜର ରଖିଛି।</p>

Ordigital Desk
  • Published: Monday, 09 October 2017
  • Updated: 09 October 2017, 01:33 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):&nbsp; ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ &nbsp;ଖୋଲିବା ପରେ&nbsp; ପରିସରରେ ଉତ୍ତେଜନା ପ୍ରକାଶ ପାଇଛି।&nbsp; ଛାତ୍ର ସଂସଦ ନିର୍ବାଚନ କରିବା ଦାବିରେ ଛାତ୍ରଛାତ୍ରୀମାନେ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ &nbsp;ତାଙ୍କୁ ଅଟକ ରଖିଥିଲେ।</p><p>ଗତମାସରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଗଣ୍ଡଗୋଳ ଦେଖାଦେବା ପରେ ପୂଜା ଛୁଟି ପୂର୍ବରୁ ବିଶ୍ୱବିଦ୍ୟାଳୟକୁ ସାଇନ୍-ଏ-ଡାଏ ଘୋଷଣା କରାଯାଇଥିଲା। ସାଇନ-ଏ-ଡାଏ ହଟିବା ପରେ ଛାତ୍ରଛାତ୍ରୀଙ୍କୁ ପରିଚୟପତ୍ର ଦେଖାଇ କ୍ୟାମ୍ପସ୍ ଓ ହଷ୍ଟେଲକୁ ଛଡ଼ାଯାଉଛି।&nbsp; ବାଣୀବିହାର ସ୍ଥିତି ଉପରେ କମିଶନରେଟ୍ ପୋଲିସ ନଜର ରଖିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos