ଜାଣନ୍ତୁ ହାକୁଟି ବନ୍ଦ କରିବାର କେତୋଟି ସହଜ ଉପାୟ

ହାକୁଟି ହେଲେ କେହି ମନେ ପକାଉଛି ବୋଲି କୁହାଯାଏ। ପ୍ରକୃତରେ ଏହା ସତ ନୁହେଁ। ହାକୁଟି ବିଭିନ୍ନ କାରଣୁ  ହୋଇଥାଏ। ହାକୁଟି  ପାଗ ବଦଳିବା ଯୋଗୁଁ, ଗରମ ଜିନିଷ ଖାଇବା ପରେ ଥଣ୍ଡା ଜିନିଷ ଖାଇଲେ, ସିଗାରେଟ୍ ପିଇଲେ ଓ ଅତ୍ୟଧିକ ଚିନ୍ତା କରିବା ଯୋଗୁଁ  ହାକୁଟି ହୋଇଥାଏ। ହାକୁଟି ହେଲେ  କିଛି ସମୟ ଭାରି ବିରକ୍ତି ଲାଗିଥାଏ। ହାକୁଟିକୁ କେମିତି ଅଳ୍ପ ସମୟ ମଧ୍ୟରେ ବନ୍ଦ କରି ହେବ ସେ ବିଷୟରେ ଆପଣ ଜାଣିଛନ୍ତି କି? […]

bgre

bgre

Rakesh Mallick
  • Published: Saturday, 05 May 2018
  • Updated: 05 May 2018, 11:37 AM IST

Sports

Latest News

ହାକୁଟି ହେଲେ କେହି ମନେ ପକାଉଛି ବୋଲି କୁହାଯାଏ। ପ୍ରକୃତରେ ଏହା ସତ ନୁହେଁ। ହାକୁଟି ବିଭିନ୍ନ କାରଣୁ  ହୋଇଥାଏ। ହାକୁଟି  ପାଗ ବଦଳିବା ଯୋଗୁଁ, ଗରମ ଜିନିଷ ଖାଇବା ପରେ ଥଣ୍ଡା ଜିନିଷ ଖାଇଲେ, ସିଗାରେଟ୍ ପିଇଲେ ଓ ଅତ୍ୟଧିକ ଚିନ୍ତା କରିବା ଯୋଗୁଁ  ହାକୁଟି ହୋଇଥାଏ। ହାକୁଟି ହେଲେ  କିଛି ସମୟ ଭାରି ବିରକ୍ତି ଲାଗିଥାଏ। ହାକୁଟିକୁ କେମିତି ଅଳ୍ପ ସମୟ ମଧ୍ୟରେ ବନ୍ଦ କରି ହେବ ସେ ବିଷୟରେ ଆପଣ ଜାଣିଛନ୍ତି କି? ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବତାଇବୁ, ଯାହାଦ୍ୱାରା କିଛି ସେକେଣ୍ଡ ମଧ୍ୟରେ ହାକୁଟି ବନ୍ଦ ହୋଇଯିବ।

ଏକ ଗିଲାସ ଥଣ୍ଡା ପାଣି ପିଅନ୍ତୁ; ହାକୁଟି ହେଲେ  ଥଣ୍ଡା ପାଣି ପିଇଲେ ବନ୍ଦ ହୋଇଯାଇଥାଏ। ନାକ ବନ୍ଦ କରି ପାଣି ପିଇଲେ ହାକୁଟି ବନ୍ଦ ହୋଇ ଯାଏ ବୋଲି କେହି କେହି କୁହନ୍ତି।

ଏକ ଚାମଚ ମହୁ ଖାଆନ୍ତୁ; ହାକୁଟି ହେଲେ ଏକ ଚାମଚ ମହୁ ଖାଆନ୍ତୁ। ଦେଖିବେ ହାକୁଟି ବନ୍ଦ ହୋଇଯିବ।

କିଛି ସମୟ ନିଶ୍ୱାସ ନିଅନ୍ତୁ ନାହିଁ; ହାକୁଟି ହେଲେ କିଛି ସମୟ ନିଶ୍ୱାସ ନେବା ବନ୍ଦ କରିଦିଅନ୍ତୁ। ଦେଖିବେ କିଛି ସମୟ ପରେ ହାକୁଟି ଆପେ ଆପେ ବନ୍ଦ ହୋଇଯିବ।

ବେକରେ ବରଫ ଭର୍ତ୍ତି ବ୍ୟାଗ୍‌ ରଖନ୍ତୁ; ଖାଉଥିବା ବେଳେ ବା ହାଠାତ୍ କେବେ ହାକୁଟି ଆସିଲେ ଆପଣ କିଛି ବରଫକୁ ବେଗରେ ପୂରାଇ ବେକରେ ରଖନ୍ତୁ । ଏହାଛଡ଼ା ଥଣ୍ଡା ପାଣିରେ କପଡ଼ା ଭିଜାଇ ବେକରେ ରଖନ୍ତୁ। ଦେଖିବେ ହାକୁଟି ବନ୍ଦ ହୋଇଯିବ।

ଯଦି ଆପଣ ବରାବର ହାକୁଟି ମାରୁଛନ୍ତି, ତାହାହେଲେ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story