ବିଧାନସଭା ବଜେଟ୍ ଅଧିବେଶନ: ରାସନକାର୍ଡ ଓ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ସରଗରମ ହୋଇପାରେ ଗୃହ

ଭୁବନେଶ୍ୱର: ରବିବାର ବିରତି ପରେ ଆଜିଠୁ ପୁଣି ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ। ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ପରେ ରାସନକାର୍ଡ ଦୁର୍ନୀତି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିପାରନ୍ତି। ବିଜେଡି ନେତାଙ୍କ ଡି’ ବ୍ରଦର୍ସ ଲିଙ୍କ୍ ଓ ରମେଶ ଜେନା ପ୍ରସଙ୍ଗକୁ ନେଇ ଗୃହରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆକ୍ରୋଶ ମୂଳକ ଭାବେ କଂଗ୍ରେସ ନେତାଙ୍କୁ ଟାର୍ଗେଟ କରାଯାଉଥିବା ନେଇ କଂଗ୍ରେସ ସରକାରଙ୍କୁ ଘେରିପାରେ। କଂଗ୍ରେସ ନେତା ଲଲାଟେନ୍ଦୁ […]

assembly

assembly

Rakesh Mallick
  • Published: Monday, 21 March 2016
  • Updated: 21 March 2016, 06:36 AM IST

Sports

Latest News

ଭୁବନେଶ୍ୱର: ରବିବାର ବିରତି ପରେ ଆଜିଠୁ ପୁଣି ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ। ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ପରେ ରାସନକାର୍ଡ ଦୁର୍ନୀତି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିପାରନ୍ତି। ବିଜେଡି ନେତାଙ୍କ ଡି’ ବ୍ରଦର୍ସ ଲିଙ୍କ୍ ଓ ରମେଶ ଜେନା ପ୍ରସଙ୍ଗକୁ ନେଇ ଗୃହରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆକ୍ରୋଶ ମୂଳକ ଭାବେ କଂଗ୍ରେସ ନେତାଙ୍କୁ ଟାର୍ଗେଟ କରାଯାଉଥିବା ନେଇ କଂଗ୍ରେସ ସରକାରଙ୍କୁ ଘେରିପାରେ। କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଉଠାଇଥିବା ମନ୍ତ୍ରୀ ସଞ୍ଜୟ ଦାଶବର୍ମାଙ୍କ ପାଜେରୋ ଗାଡ଼ି ବିବାଦ ନେଇ ମଧ୍ୟ ବିରୋଧୀ ସରକାରଙ୍କୁ  ଘେରି ପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story