ବୁର୍ଲା ବଡ଼ ମେଡିକାଲରେ ଶିଶୁ କନ୍ୟା ଅଦଳବଦଳ ଘଟଣା: ଆସିଲା ଡିଏନ୍‌ଏ ରିପୋର୍ଟ

ସମ୍ୱଲପୁର: ବୁର୍ଲା ବଡ଼ ମେଡିକାଲର ଏସ୍‌ଏନ୍‌ସିୟୁରେ ଶିଶୁ କନ୍ୟା ଅଦଳବଦଳ ହୋଇଥିବା ପୋଲିସର ହସ୍ତଗତ ହୋଇଥିବା ଡିଏନ୍‌ଏ ରିପୋର୍ଟରୁ ଜଣାପଡ଼ିଛି। ଶିଶୁ କନ୍ୟାକୁ ନିଜର ଦାବି କରି ଥାନାରେ ଅଭିଯୋଗ କରିଥିବା ନାକଟିଦେଉଳ ଅଞ୍ଚଳର ଗଗନ ବିହାରୀ ପାତ୍ର ଓ ତାଙ୍କ ପତ୍ନୀ ହିଁ ଶିଶୁଟିର ପ୍ରକୃତ ବାପା-ମା’ ବୋଲି ପ୍ରମାଣିତ ହୋଇଛି। ଆଜି ଶିଶୁ କନ୍ୟାଟିକୁ ତାର ପ୍ରକୃତ ବାପା-ମା’ଙ୍କୁ ହସ୍ତାନ୍ତର କରାଯିବ। ଗତ ୨୧ ତାରିଖରେ ହସ୍‌ପିଟାଲ କର୍ତ୍ତୃପକ୍ଷ ଏକ ମୃତ ଶିଶୁ କନ୍ୟାକୁ […]

sambulapur

sambulapur

Rakesh Mallick
  • Published: Thursday, 09 June 2016
  • Updated: 09 June 2016, 08:54 AM IST

ସମ୍ୱଲପୁର: ବୁର୍ଲା ବଡ଼ ମେଡିକାଲର ଏସ୍‌ଏନ୍‌ସିୟୁରେ ଶିଶୁ କନ୍ୟା ଅଦଳବଦଳ ହୋଇଥିବା ପୋଲିସର ହସ୍ତଗତ ହୋଇଥିବା ଡିଏନ୍‌ଏ ରିପୋର୍ଟରୁ ଜଣାପଡ଼ିଛି। ଶିଶୁ କନ୍ୟାକୁ ନିଜର ଦାବି କରି ଥାନାରେ ଅଭିଯୋଗ କରିଥିବା ନାକଟିଦେଉଳ ଅଞ୍ଚଳର ଗଗନ ବିହାରୀ ପାତ୍ର ଓ ତାଙ୍କ ପତ୍ନୀ ହିଁ ଶିଶୁଟିର ପ୍ରକୃତ ବାପା-ମା’ ବୋଲି ପ୍ରମାଣିତ ହୋଇଛି। ଆଜି ଶିଶୁ କନ୍ୟାଟିକୁ ତାର ପ୍ରକୃତ ବାପା-ମା’ଙ୍କୁ ହସ୍ତାନ୍ତର କରାଯିବ।

ଗତ ୨୧ ତାରିଖରେ ହସ୍‌ପିଟାଲ କର୍ତ୍ତୃପକ୍ଷ ଏକ ମୃତ ଶିଶୁ କନ୍ୟାକୁ ଗଗନ ବିହାରୀଙ୍କର ବୋଲି କହି ମୃତଦେହ ହସ୍ତାନ୍ତର କରିବାକୁ ଚାହିଁଥିଲେ। ତେବେ   ମୃତ ଶିଶୁକନ୍ୟାକୁ  ଗ୍ରହଣ ନକରି ପାଖ ବେଡ୍‌ରେ ଚିକିତ୍ସିତ ହେଉଥିବା ଶିଶୁ କନ୍ୟାଟି ତାଙ୍କର ବୋଲି ଦାବି କରି ଗଗନ ବିହାରୀ ବୁର୍ଲା ଫାଣ୍ଡିରେ ଶିଶୁ ଅଦଳ ବଦଳର ଅଭିଯୋଗ କରିଥିଲେ।  ଏଥିସହ ସେ ଡିଏନ୍‌ଏ ପରୀକ୍ଷା ପାଇଁ ମଧ୍ୟ ଦାବି କରିଥିଲେ। ଏହାପରେ ମେ’ ୨୫ରେ ଉଭୟ ଶିଶୁ କନ୍ୟା ଓ ଦମ୍ପତ୍ତିଙ୍କ ରକ୍ତ ନମୁନା ଡିଏନ୍‌ଏ ପରୀକ୍ଷା ପାଇଁ ଭୁବନେଶ୍ୱର ସ୍ଥିତ ରାଜ୍ୟ ଫରେନ୍‌ସିକ୍‌ ଲାବ୍‌କୁ ପଠାଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ଥିବା ଶିଶୁ କନ୍ୟାଟି ସୁସ୍ଥ ହେବା ପରେ ତାକୁ ଚାଇଲଡ୍‌ଲାଇନ୍‌କୁ ହସ୍ତାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story