ଭୋପାଲ: ମଧ୍ୟପ୍ରଦେଶର ଭୋପାଲ ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପୂର୍ବତନ ସାଂସଦ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ ବିଜୟ ସିଂହ।
Filed my nominations from Bhopal Lok Sabha constituency today. I thank everyone for enriching the day with their love and adulation! pic.twitter.com/4wURAdkPN4
— digvijaya singh (@digvijaya_28) April 20, 2019
ନିଜ ସମର୍ଥକଙ୍କ ସହ ଏକ ବିଶାଳ ରାଲି କରିବା ପରେ ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଭରିଥିଲେ କଂଗ୍ରେସର ଏହି ବରିଷ୍ଠ ନେତା। ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ଦିଗବିଜୟ ଓ ତାଙ୍କ ସ୍ତ୍ରୀ ଅମ୍ରିତା ସିଂହ ସ୍ଥାନୀୟ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।
My strength, my people! Filed my nominations from Bhopal Lok Sabha constituency surrounded by Bhopal's unconditional love and support!#LokSabhaElections2019 pic.twitter.com/caKIKYfWMr
— digvijaya singh (@digvijaya_28) April 20, 2019
आज नामांकन से पूर्व जगतगुरु शंकराचार्य स्वामी श्री स्वरूपानंद सरस्वती जी महाराज के दर्शन कर आशीर्वाद प्राप्त किया। pic.twitter.com/JDXyABQmnz
— digvijaya singh (@digvijaya_28) April 20, 2019
ଦିଗବିଜୟ ସିଂହଙ୍କ ବିରୋଧରେ ବିଜେପିର ପ୍ରାର୍ଥୀ ହୋଇଛନ୍ତି ସାଧ୍ୱୀ ପ୍ରଜ୍ଞା ଠାକୁର। ସାଧ୍ୱୀ ପ୍ରାର୍ଥୀପତ୍ର ଦାଖଲ କେବେ ନାମାଙ୍କନ ଭରିବେ ସୂଚନା ମିଳି ନାହିଁ। ମେ ୧୨ରେ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ଭୋପାଲ ଲୋକସଭା ଆସନ ପାଇଁ ମତଦାନ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।