ଦିନକ ପରେ ଶ୍ରୀକ୍ଷତ୍ରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

ପୁରୀ: ଆଉ ଦିନକ ପରେ ଶ୍ରୀକ୍ଷତ୍ରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ହେବ। ଶ୍ରୀକ୍ଷେତ୍ରରେ ମହାଆଡମ୍ଭରେ ଅନୁଷ୍ଠିତ ହେବ ଚତୁର୍ଦ୍ଧାମୂର୍ତ୍ତୀଙ୍କ ସ୍ନାନଯାତ୍ରା। ସ୍ନାନ ମଣ୍ଡପ ଉପରେ ଦିବ୍ୟସ୍ନାନ କରିବେ ଚତୁଦ୍ଧାମୂର୍ତ୍ତୀ। ଚଳିତ ବର୍ଷ ସ୍ନାନ ବେଦିରେ ଶେଷ ଥର ପାଇଁ ଦର୍ଶନ ଦେବେ ଚତୁଦ୍ଧାମୂର୍ତ୍ତୀ। କରଣ ଚଳିତବର୍ଷ ଯୋଡା ଆଷାଢ ପଡୁଥିବାର ନବକଳେବର ହେବ। ବଳଦିବେ ଶ୍ରୀବିଗ୍ରହଙ୍କ ଶ୍ରୀ ଦାରୁ।ତେଣୁ ଏହାକୁ ଦର୍ଶନ କରିବାରକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହେବା ଆଶା କରାଯାଉଛି। ଅନ୍ୟପକ୍ଷରେ  ଏହି ଅବସରରେ ଭକ୍ତଙ୍କୁ ଗଜାନନ […]

puri

puri

Rakesh Mallick
  • Published: Sunday, 31 May 2015
  • Updated: 31 May 2015, 07:52 AM IST

Sports

Latest News

ପୁରୀ: ଆଉ ଦିନକ ପରେ ଶ୍ରୀକ୍ଷତ୍ରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ହେବ। ଶ୍ରୀକ୍ଷେତ୍ରରେ ମହାଆଡମ୍ଭରେ ଅନୁଷ୍ଠିତ ହେବ ଚତୁର୍ଦ୍ଧାମୂର୍ତ୍ତୀଙ୍କ ସ୍ନାନଯାତ୍ରା। ସ୍ନାନ ମଣ୍ଡପ ଉପରେ ଦିବ୍ୟସ୍ନାନ କରିବେ ଚତୁଦ୍ଧାମୂର୍ତ୍ତୀ। ଚଳିତ ବର୍ଷ ସ୍ନାନ ବେଦିରେ ଶେଷ ଥର ପାଇଁ ଦର୍ଶନ ଦେବେ ଚତୁଦ୍ଧାମୂର୍ତ୍ତୀ। କରଣ ଚଳିତବର୍ଷ ଯୋଡା ଆଷାଢ ପଡୁଥିବାର ନବକଳେବର ହେବ। ବଳଦିବେ ଶ୍ରୀବିଗ୍ରହଙ୍କ ଶ୍ରୀ ଦାରୁ।ତେଣୁ ଏହାକୁ ଦର୍ଶନ କରିବାରକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହେବା ଆଶା କରାଯାଉଛି।

ଅନ୍ୟପକ୍ଷରେ  ଏହି ଅବସରରେ ଭକ୍ତଙ୍କୁ ଗଜାନନ ବା ହାତୀ ବେଶରେ ଦର୍ଶନ ଦେବାର ପରମ୍ପରା ରହିଛି। ଚତୁର୍ଦ୍ଧାମୂର୍ତ୍ତୀ ସ୍ନାନମଣ୍ଡପକୁ ପହଣ୍ଡି ହୋଇ ଆସିବା ବେଳେ ପରିଧାନ କରିଥାନ୍ତି ଅପୂର୍ବ ଟାହିଆ। ଏହି ଟାହିଆ ଓ ହାତୀ ବେଶକୁ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତୃତିରେ ଲାଗିପଡିଛନ୍ତି କାରିଗର। ବାଉଁଶରେ ଟାହିଆ ପ୍ରସ୍ତୃତ କରାଯାଇ ସେଥିରେ ସୋଲରେ ତିଆରି କଦମ୍ୱ ମାଳ ଲଗାଯାଏ। ଏଥି ସହ ବିଭିନ୍ନ ପ୍ରକାର ଫୁଲରେ ସୁସଜ୍ଜିତ କରାଯାଇ ଟାହିଆରେ ତୀର, ପାଖୁଡା, ଚଉକ ଆଦି ଲଗାଯାଇଥାଏ। ଆଉ ମହାପ୍ରଭୁଙ୍କ ପାଇଁ ଟାହିଆ ଓ ହାତୀବେଶ ପ୍ରସ୍ତୃତ କରିବାର ସୁଯୋଗ ମିଳିଥିବାରୁ ବେଶ ଆନନ୍ଦ ପ୍ରକାଶ କରିଛନ୍ତି କାରିଗର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story