ଟିକା ପାଇଁ ନାହିଁ ନଥିବା ଭିଡ଼

କରଞ୍ଜିଆ(ଦୀପକ ମୁମାର ମହନ୍ତ): ମୟୂରଭଞ୍ଜ  ଜିଲ୍ଲାର ଠାକୁରମୁଣ୍ଡା ବ୍ଳକରେ କରୋନା ଭ୍ୟାକ୍ସିନ ପାଇଁ ପ୍ରବଳ ଜନଗହଳି  ଦେଖିବାକୁ ମିଳିଛି। ଲୋକେ ରାତି ୧ଟା ରୁ ଆସି ଲମ୍ବା ଧାଡିରେ ଛିଡା ହୋଇଥିବା ବେଳେ ସକାଳୁ ପ୍ରବଳ ଜନ ଗହଳି ସହ ଟୋକନ୍ ପାଇଁ ଠେଲା ପେଲା ହୋଇଥିଲା। ପୂର୍ବରୁ ଟିକା ନେବା ପାଇଁ ଗାଁ ଗହଳିରେ ଲୋକେ ରାଜି ହେଉନଥିଲେ। କିନ୍ତୁ ବର୍ତ୍ତମାନ ଟିକା ସରିବାକୁ ଆସୁଥିବା ବେଳେ ପ୍ରତିଦିନ ହଜାରହଜାର  ଲୋକ ଟିକା ନେବା ପାଇଁ […]

5g

5g

Tapas Behera
  • Published: Monday, 06 September 2021
  • Updated: 06 September 2021, 04:36 PM IST

Sports

Latest News

କରଞ୍ଜିଆ(ଦୀପକ ମୁମାର ମହନ୍ତ): ମୟୂରଭଞ୍ଜ  ଜିଲ୍ଲାର ଠାକୁରମୁଣ୍ଡା ବ୍ଳକରେ କରୋନା ଭ୍ୟାକ୍ସିନ ପାଇଁ ପ୍ରବଳ ଜନଗହଳି  ଦେଖିବାକୁ ମିଳିଛି। ଲୋକେ ରାତି ୧ଟା ରୁ ଆସି ଲମ୍ବା ଧାଡିରେ ଛିଡା ହୋଇଥିବା ବେଳେ ସକାଳୁ ପ୍ରବଳ ଜନ ଗହଳି ସହ ଟୋକନ୍ ପାଇଁ ଠେଲା ପେଲା ହୋଇଥିଲା। ପୂର୍ବରୁ ଟିକା ନେବା ପାଇଁ ଗାଁ ଗହଳିରେ ଲୋକେ ରାଜି ହେଉନଥିଲେ। କିନ୍ତୁ ବର୍ତ୍ତମାନ ଟିକା ସରିବାକୁ ଆସୁଥିବା ବେଳେ ପ୍ରତିଦିନ ହଜାରହଜାର  ଲୋକ ଟିକା ନେବା ପାଇଁ ଆସୁଛନ୍ତି।

ଲୋକେ ୨୦ରୁ ୩୦ କିମି ଦୂରରୁ ଟିକା ନେବା ପାଇଁ  ଠାକୁରମୁଣ୍ଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଛନ୍ତି । ଏହି ବ୍ଲକର ପଡିଆଵେଡା ଓ ଚମ୍ପାଝର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିଥିବା ଯୋଗୁଁ ଏଠାରେ ପ୍ରବଳ ଭିଡ ହେଉଛି ।  ବର୍ତ୍ତମାନ ପ୍ରଶାସନ ଦିନକୁ ୪ ଶହ ଜଣଙ୍କୁ ଟିକାଦେବା ପାଇଁ ଧାର୍ଯ୍ୟ କରି ଥିବା ବେଳେ ବହୁ ସଂଖ୍ୟକ ଲୋକ ଟିକା ନେବା ପାଇଁ ଆସୁଛନ୍ତି। ଭୋରୁ ଡାକ୍ତରଖାନା ଗେଟ୍ ରୁ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଅଖିଆ  ଅପିଆ ଛିଡା ହୋଇ ରହୁଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ଗ୍ରାମାଞ୍ଚଳ ଗୁଡିକରେ ମୋବାଇଲ ନେଟୱର୍କ ନଥିବାରୁ ଅନ୍ ଲାଇନ୍ ପଞ୍ଜିକୃତ ହୋଇ ପାରୁନି । ଫଳରେ ଏଠାରେ ପଞ୍ଜିକରଣ କରିବା ସହିତ ଟିକା ଆଶାୟୀଙ୍କ ସଂଖ୍ୟା  ବଢ଼ିବାରେ ଲାଗିଛି। ଠାକୁରମୁଣ୍ଡା ମେଡିକାଲ ପରିସରରେ ପ୍ରତ୍ୟେକ ଦିନ ଭୋରୁ ଶହଶହ ଲୋକ ଲମ୍ବାଧାଡିରେ   ଟିକା ନେବା ପାଇଁ  ଛିଡା ହେଉଛନ୍ତି। ୧୮ବର୍ଷରୁ ଊର୍ଦ୍ଧ୍ଵ ପୁରୁଷ, ମହିଳା ଏବଂ ଗର୍ଭବତୀ ମାମାନେ ମଧ୍ୟ ଏଠାରେ ଘଣ୍ଟା ଘଣ୍ଟା ଛିଡା ହଇ ରହୁଛନ୍ତି । ଏଠାରେ ମାତ୍ର ୪/୫ଶହ ଲୋକଙ୍କୁ ଟିକା ଦିଆ ଯାଉଥିବା ବେଳେ ହଜାର ହଜାର ଲୋକ ଲମ୍ବା ଲାଇନ ରେ ଛିଡା ହୋଇ ରହୁଛନ୍ତି। ଶେଷରେ ଟିକା ନ ପାଇ ନିରାଶ ହୋଇ ଘରକୁ ଫେରି ଯାଉଛନ୍ତି କିଛି ଲୋକେ। ତେଣୁ ଠାକୁରମୁଣ୍ଡା ବ୍ଲକକୁ ଅଧିକ ପରିମାଣରେ ଟିକା ଯୋଗାଇବା ସହ ପ୍ରତ୍ୟେକ ପଞ୍ଚାୟତ ଗୁଡିକରେ କ୍ୟାମ୍ପକରି ଟିକା ଦେବା ପାଇଁ  ପଞ୍ଚାୟତବାସୀ ଦାବି କରିଛନ୍ତି। ତେବେ ଏବିଷୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ. ଦିବାକର ମାଝୀଙ୍କୁ ପଚାରିବାରୁ କିଛି କହିବାକୁ ମନା କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story