ମୌସୁମୀ ଗତି ମନ୍ଥର; ଜୁନ ୩ରେ ଛୁଇଁପାରେ କେରଳ

ତିରୁଅନନ୍ତପୁରମ‍୍‌: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଗତି ମନ୍ଥର ହୋଇଛି। ଫଳରେ ପୂର୍ବ ଧାର୍ଯ୍ୟ ସମୟ ଠାରୁ ତିନିଦିନ ବିଳମ୍ୱରେ ଏହା କେରଳ ଉପକୂଳ ଛୁଇଁବ। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ମେ ୩୦ରେ ମୌସୁମୀ ବାୟୁ କେରଳ ଉପକୂଳ ଛଇଁଥାନ୍ତା। ମାତ୍ର ଏହାର ମନ୍ଥର ଗତି ଯୋଗୁଁ ଜୁନ‍୍‌ ୩ରେ କେରଳ ଉପକୂଳ ଛଇଁବ। ସାଧାରଣତଃ ଜୁନ‍୍‌ ୧ରେ ମୌସୁମୀ ବାୟୁ କେରଳ ଉପକୂଳ ଛଇଁଥାଏ; ମାତ୍ର ଚଳିତ ବର୍ଷ ଏହା ଦୁଇଦିନ ଆଗରୁ ପହଞ୍ଚିବ ବୋଲି […]

kerala

kerala

Rakesh Mallick
  • Published: Sunday, 31 May 2015
  • Updated: 31 May 2015, 08:58 AM IST

Sports

Latest News

ତିରୁଅନନ୍ତପୁରମ‍୍‌: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଗତି ମନ୍ଥର ହୋଇଛି। ଫଳରେ ପୂର୍ବ ଧାର୍ଯ୍ୟ ସମୟ ଠାରୁ ତିନିଦିନ ବିଳମ୍ୱରେ ଏହା କେରଳ ଉପକୂଳ ଛୁଇଁବ। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ମେ ୩୦ରେ ମୌସୁମୀ ବାୟୁ କେରଳ ଉପକୂଳ ଛଇଁଥାନ୍ତା। ମାତ୍ର ଏହାର ମନ୍ଥର ଗତି ଯୋଗୁଁ ଜୁନ‍୍‌ ୩ରେ କେରଳ ଉପକୂଳ ଛଇଁବ। ସାଧାରଣତଃ ଜୁନ‍୍‌ ୧ରେ ମୌସୁମୀ ବାୟୁ କେରଳ ଉପକୂଳ ଛଇଁଥାଏ; ମାତ୍ର ଚଳିତ ବର୍ଷ ଏହା ଦୁଇଦିନ ଆଗରୁ ପହଞ୍ଚିବ ବୋଲି ପୂର୍ବାନୁମାନ କରାଯାଇଥିଲା।

ଘରୋଇ ପାଣିପାଗ ଏଜେନ୍ସି ସ୍କାଏ ମେଟର ରିପୋର୍ଟ ଅନୁଯାୟୀ ମେ ୧୬ରେ ମୌସୁମି ବାୟୁ ଆଣ୍ଡାମାନ ନିକୋବର ଦ୍ୱୀପରେ ପହଞ୍ଚିଥିଲା। ଯାହାକି ସ୍ୱାଭାବିକ ସମୟଠାରୁ ତିନିଦିନ ଆଗୁଆ। ତେବେ ଆଣ୍ଡାମାନରେ ପହଞ୍ଚିବା ପରେ ମୌସୁମୀ ବାୟୁର ବେଗ ମନ୍ଥର ହୋଇଯାଇଛି। ତେଣୁ ମେ ୩୦ରେ କେରଳ ଉପକୂଳ ଛୁଇଁବା ନେଇ ଯେଉଁ ପୂର୍ବାନୁମାନ କରାଯାଇଥିଲା ତାହା ତିନିଦିନ ବିଳମ୍ୱ ଜୁନ‍୍‌ ୩ରେ ପହଞ୍ଚିବ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର କହିବା ଅନୁଯାୟୀ ଶନିବାର ସୁଦ୍ଧା ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ।
ଅନ୍ୟପଟେ ଗ୍ରୀଷ୍ମପ୍ରବାହ ଜନିତ ଅଂଶୁଘାତରେ ଦେଶବ୍ୟାପୀ ୨୦୦୫ ଲୋକଙ୍କର ମୃତ୍ୟୁ ହୋଇଛି। ଝାଡଖଣ୍ଡର ପାଲାମୁରେ ସର୍ବାଧିକ ତାପମାତ୍ରା ୪୭ଡିଗ୍ରୀ ରେକର୍ଡ କରାଯାଇଛି। ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ୧୯୭୯ଜଣଙ୍କର ମୃତ୍ୟୁ ହୋଇଥିିବାବେଳେ ଓଡିଶାରେ ୨୬ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଓଡିଶାର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିକଟକୁ ୧୦୮ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story