ମୁଁ ମଲି କେମିତି: ମରିବା ସମୟରେ ନିଜ ଫଟୋକୁ ନିଜେ ଉଠାଇଲେ ସାମ୍ବାଦିକ

କ୍ୟାମେରାରେ କଏଦ ହେଲା ମୃତ୍ୟୁର ଦୃଶ୍ୟ। ମରିବା ପୂର୍ବରୁ ଛାଡ଼ି ଦେଇଗଲେ ନିଜ ମୃତ୍ୟୁର ସ୍ମୃତି। ଦୁନିଆ ସିନା ଛାଡ଼ିଦେଲେ ହେଲେ ତାଙ୍କ ଫଟୋ ତାଙ୍କୁ ଜୀବିତ ରଖିଛି। ଯାହାକୁ ଆଜି ସାରା ଦୁନିଆ ଦେଖୁଛି। ଆମେରିକାର ୨୨ ବର୍ଷିୟ ହିଲଦା କ୍ଲାଇଟନ୍‌ଙ୍କ କଥା। ଆମେରିକା ସୈନ୍ୟ ବିଭାଗରେ ଟ୍ରେନି ଫଟୋ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ ଏହି ଦୁଃସାହସୀ ଯୁବତୀ। ୨ ଜୁଲାଇ ୨୦୧୩ରେ ମୃତ୍ୟୁର କାଳଫାଶରେ ବାନ୍ଧି ହୋଇଯାଇଥିଲେ ହିଲ୍‌ଦା। ଆଫଗାନିସ୍ତାନର ଲଘମାନ୍‌ରେ ଚାଲିଥିବା […]

mortoar explosion

mortoar explosion

Rakesh Mallick
  • Published: Thursday, 04 May 2017
  • Updated: 04 May 2017, 07:06 PM IST

Sports

Latest News

କ୍ୟାମେରାରେ କଏଦ ହେଲା ମୃତ୍ୟୁର ଦୃଶ୍ୟ। ମରିବା ପୂର୍ବରୁ ଛାଡ଼ି ଦେଇଗଲେ ନିଜ ମୃତ୍ୟୁର ସ୍ମୃତି। ଦୁନିଆ ସିନା ଛାଡ଼ିଦେଲେ ହେଲେ ତାଙ୍କ ଫଟୋ ତାଙ୍କୁ ଜୀବିତ ରଖିଛି। ଯାହାକୁ ଆଜି ସାରା ଦୁନିଆ ଦେଖୁଛି।

ଆମେରିକାର ୨୨ ବର୍ଷିୟ ହିଲଦା କ୍ଲାଇଟନ୍‌ଙ୍କ କଥା। ଆମେରିକା ସୈନ୍ୟ ବିଭାଗରେ ଟ୍ରେନି ଫଟୋ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ ଏହି ଦୁଃସାହସୀ ଯୁବତୀ। ୨ ଜୁଲାଇ ୨୦୧୩ରେ ମୃତ୍ୟୁର କାଳଫାଶରେ ବାନ୍ଧି ହୋଇଯାଇଥିଲେ ହିଲ୍‌ଦା। ଆଫଗାନିସ୍ତାନର ଲଘମାନ୍‌ରେ ଚାଲିଥିବା ଏକ ଟ୍ରେନିଂ ସେସନ୍‌ରେ ୪ ଆଫଗାନ ସୈନିକଙ୍କ ସହ ମୋର୍ଟାର ବିସ୍ପୋରଣର ଫଟୋ ଉଠାଇବାରେ ବ୍ୟସ୍ତ ଥିଲେ ହିଲ୍‌ଦା। ମାତ୍ର ସେହି ମୋର୍ଟାର ବିସ୍ପୋରଣରେ ଚାଲି ଯାଇଥିଲା ୫ ଜଣଙ୍କ ଜୀବନ। ବିସ୍ପୋରଣର ନିଆଁରେ ଜଳି ପୋଡି ପାଉଁସ ହେଇଯାଇଥିଲା ହିଲଦାର ସ୍ୱପ୍ନ। ତେବେ ହିଲଦା ସୁଟିଂ କରୁଥିବା କ୍ୟାମେରାରେ କଏଦ୍ ହୋଇଥିଲା ମୃତ୍ୟୁର କରାଳ ରୂପ।

motar explosion 2ଆମେରିକା ସୈନ୍ୟ ବିଭାଗର ବାର୍ଷିକ ପତ୍ରିକାର ମୁଖ୍ୟ ପେଜ୍‌ରେ ସ୍ଥାନ ପାଇଛି ହିଲଦାଙ୍କ କ୍ୟାମେରାରେ କଏଦ୍ ହୋଇଥିବା ଫଟୋ। ଏହି ଫଟୋ ମାଧ୍ୟମରେ ହିଲଦାଙ୍କୁ ଶଦ୍ଧ୍ରାଞ୍ଜଳି ଦେଇଛି ଆମେରିକା ସୈନ୍ୟ ବିଭାଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story