Advertisment

ଦୁନିଆଁ କହୁଛି, ଚାଚା ତମେ ମହାନ

ଶ୍ରଦ୍ଧାରେ ସମସ୍ତେ ତାଙ୍କୁ କଷିମ ଚାଚା ଡାକନ୍ତି। ଚାଚାଙ୍କ ହୃଦୟ କେତେ ବଡ଼, ସେ କଥା ସାରା ଓଡିଶାବାସୀ ଜାଣନ୍ତି। ଗରିବଗୁରୁବାଙ୍କୁ ପ୍ରତିଦିନ ଚିକେନ-ଭାତ ଖାଇବାକୁ ଦେବା ସହ ଛତା ଓ କମ୍ବଳ ବାଣ୍ଟୁଥିବା କଥା ଆପଣ ଜାଣିଥିବେ। ପୁଣିଥରେ କଷିମ ଚାଚା, ଆଉ ପାଦେ ଆଗେଇ ଗରିବଗୁରୁବାଙ୍କୁ ଜୋତା ବାଣ୍ଟିଛନ୍ତି।

author-image
Debendra Prusty
ଦୁନିଆଁ କହୁଛି, ଚାଚା ତମେ ମହାନ

chacha

ଶ୍ରଦ୍ଧାରେ ସମସ୍ତେ ତାଙ୍କୁ କଷିମ ଚାଚା ଡାକନ୍ତି। ଚାଚାଙ୍କ ହୃଦୟ କେତେ ବଡ଼, ସେ କଥା ସାରା ଓଡିଶାବାସୀ ଜାଣନ୍ତି। ଗରିବଗୁରୁବାଙ୍କୁ ପ୍ରତିଦିନ ଚିକେନ-ଭାତ ଖାଇବାକୁ ଦେବା ସହ ଛତା ଓ କମ୍ବଳ ବାଣ୍ଟୁଥିବା କଥା ଆପଣ ଜାଣିଥିବେ। ପୁଣିଥରେ କଷିମ ଚାଚା, ଆଉ ପାଦେ ଆଗେଇ ଗରିବଗୁରୁବାଙ୍କୁ ଜୋତା ବାଣ୍ଟିଛନ୍ତି।

Advertisment

Free Food Kassim Chacha