ପ୍ରେମିକ ପ୍ରବର ଥିଲେ ନୀତୀଶ କୁମାର। ପ୍ରେମ ବିବାହ କରିଥିଲେ ବିହାର ମୁଖ୍ୟମନ୍ତ୍ରୀ। ଅନ୍ୟ ଜାତିରେ ବିବାହ କରିଥିଲେ ନୀତୀଶ। ପାଟଣାର ମଗଧ ମହିଳା କଲେଜରେ ପଢ଼ୁଥିଲେ ନୀତୀଶ କୁମାରଙ୍କ ପ୍ରେମିକା। ଯାହାଙ୍କର ନାଁ ମଞ୍ଜୁ କୁମାରୀ ସିହ୍ନା।
https://youtu.be/oUabK1oSsQg
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।