ମଞ୍ଜୁଙ୍କ ପ୍ରେମରେ ନୀତୀଶ ଫିଦା

ପ୍ରେମିକ ପ୍ରବର ଥିଲେ ନୀତୀଶ କୁମାର। ପ୍ରେମ ବିବାହ କରିଥିଲେ ବିହାର ମୁଖ୍ୟମନ୍ତ୍ରୀ।  ଅନ୍ୟ ଜାତିରେ ବିବାହ କରିଥିଲେ ନୀତୀଶ। ପାଟଣାର ମଗଧ ମହିଳା କଲେଜରେ ପଢ଼ୁଥିଲେ ନୀତୀଶ କୁମାରଙ୍କ ପ୍ରେମିକା। ଯାହାଙ୍କର ନାଁ ମଞ୍ଜୁ କୁମାରୀ ସିହ୍ନା।