ଏଇଠି ବନ୍ଧା ମୋ ଜୀବନ

ଏ ହେଉଛି ଉପେନ୍ଦ୍ରଙ୍କ ଛୋଟିଆ କୁଡ଼ିଆ ଘର। ଏହାରି ଭିତରେ ରୋଷେଇ ହୁଏ,ଯେଉଁଠି ଖାଇବା ସେଇଠି ଶୋଇବା। ବିରାଡ଼ି ମାନେ ଉପେନ୍ଦ୍ରଙ୍କ ପାଖରେ ଶୁଅନ୍ତି, ବସନ୍ତି ଖେଳନ୍ତି। ଏହି ବିରାଡ଼ି କୁକୁରଙ୍କୁ ଘଡ଼ିଏ ନଦେଖିଲେ ରହି ପାରନ୍ତିନି ଉପେନ୍ଦ୍ର।