ଯାଜପୁରରେ ତାଲିବାନୀ ଶାସନ

ଯେତିକି ଅମାନୁଷିକ ସେତିକି ଯନ୍ତ୍ରଣାଦାୟକ। ସଭ୍ୟ ସମାଜରେ ରହୁଥିବା ପ୍ରତିଟି ବ୍ୟକ୍ତିଙ୍କୁ ଏହା ବିଚଳିତ କରିବା ଭଳି ଦୃଶ୍ୟ। ବାପ ସମାନର ଜଣେ ବୟସ୍କ ବ୍ୟକ୍ତିଙ୍କୁ ସର୍ବସମକ୍ଷରେ କିପରି ଆକ୍ରମଣ କରୁଛନ୍ତି କିଛି ଯୁବକ! ଜଣେ ବୟସ୍କଙ୍କୁ ଘେରି ଯାଇ କିଏ ବେଲ୍ଟରେ ପିଟି ଚାଲିଛି ତ କିଏ ମୁଥ ବିଧା ନାଦି ଦେଇ ଯାଉଛି। ଏହି ବୟସ୍କ ବ୍ୟକ୍ତିଙ୍କର ଏତିକି ଭୁଲ କି, ପୂର୍ବ ଶତ୍ରୁତାକୁ ନେଇ ସେ କିଛି ଟିପ୍ପଣୀ ଦେଇଥିଲେ। ମାଡ଼ ଖାଉଥିବା […]

jajpur

jajpur

Debendra Prusty
  • Published: Monday, 19 December 2022
  • Updated: 19 December 2022, 10:39 AM IST

Sports

Latest News

ଯେତିକି ଅମାନୁଷିକ ସେତିକି ଯନ୍ତ୍ରଣାଦାୟକ। ସଭ୍ୟ ସମାଜରେ ରହୁଥିବା ପ୍ରତିଟି ବ୍ୟକ୍ତିଙ୍କୁ ଏହା ବିଚଳିତ କରିବା ଭଳି ଦୃଶ୍ୟ। ବାପ ସମାନର ଜଣେ ବୟସ୍କ ବ୍ୟକ୍ତିଙ୍କୁ ସର୍ବସମକ୍ଷରେ କିପରି ଆକ୍ରମଣ କରୁଛନ୍ତି କିଛି ଯୁବକ! ଜଣେ ବୟସ୍କଙ୍କୁ ଘେରି ଯାଇ କିଏ ବେଲ୍ଟରେ ପିଟି ଚାଲିଛି ତ କିଏ ମୁଥ ବିଧା ନାଦି ଦେଇ ଯାଉଛି। ଏହି ବୟସ୍କ ବ୍ୟକ୍ତିଙ୍କର ଏତିକି ଭୁଲ କି, ପୂର୍ବ ଶତ୍ରୁତାକୁ ନେଇ ସେ କିଛି ଟିପ୍ପଣୀ ଦେଇଥିଲେ। ମାଡ଼ ଖାଉଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଦଶରଥପୁର ବ୍ଲକ ତରପଦାର ପୂର୍ବତନ ସରପଂଚ ଲକ୍ଷ୍ମୀଧର ସାହୁ।

https://youtu.be/A8qqmgGVJoc

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story