୮୨୦ ଗ୍ରାମ୍ ଅଫିମ ଜବତ, ୨ ଗିରଫ

ସମ୍ୱଲପୁର: ଅଫିମ ଚୋରା ଚାଲାଣ ବେଳେ ସମ୍ୱଲପୁର ଟାଉନ ଥାନା ପୋଲିସ ୨ ଜଣ ବ୍ୟକ୍ତିଙ୍କୁ କ୍ଷେତରାଜପୁର ଅଞ୍ଚଳରୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨ଟି ପ୍ୟାକେଟ୍‌ରେ ଥିବା ୮୨୦ ଗ୍ରାମ୍ ଅଫିମ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ମୋତିଝରଣ ଅଞ୍ଚଳର  ମହମ୍ମଦ ସାମସୁଦ୍ଦିନ ଓ ମାଳିପଡ଼ାର ଶଙ୍କର ସୋନି। ଗତକାଲି ଦୁହେଁ ଦୁଇଟି ପ୍ୟାକେଟରେ ଅଫିମ ଧରି କ୍ଷେତରାଜପୁର ରେଳ ଧାରଣା ପାଖ ରାସ୍ତା ଦେଇ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର […]

opium

opium

Rakesh Mallick
  • Published: Monday, 12 December 2016
  • Updated: 12 December 2016, 08:53 AM IST

Sports

Latest News

ସମ୍ୱଲପୁର: ଅଫିମ ଚୋରା ଚାଲାଣ ବେଳେ ସମ୍ୱଲପୁର ଟାଉନ ଥାନା ପୋଲିସ ୨ ଜଣ ବ୍ୟକ୍ତିଙ୍କୁ କ୍ଷେତରାଜପୁର ଅଞ୍ଚଳରୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨ଟି ପ୍ୟାକେଟ୍‌ରେ ଥିବା ୮୨୦ ଗ୍ରାମ୍ ଅଫିମ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ମୋତିଝରଣ ଅଞ୍ଚଳର  ମହମ୍ମଦ ସାମସୁଦ୍ଦିନ ଓ ମାଳିପଡ଼ାର ଶଙ୍କର ସୋନି।

ଗତକାଲି ଦୁହେଁ ଦୁଇଟି ପ୍ୟାକେଟରେ ଅଫିମ ଧରି କ୍ଷେତରାଜପୁର ରେଳ ଧାରଣା ପାଖ ରାସ୍ତା ଦେଇ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ସେମାନଙ୍କୁ ଗିରଫ କରି ଅଫିମ ଜବତ କରିଥିଲା। ସେମାନେ ଅଫିମ କେଉଁଠୁ ଆଣିଲେ ଓ କାହାକୁ ବିକ୍ରି କରି ଥାଆନ୍ତେ ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story