ଜିସ୍‌କା ବେଟା ବୁଢ଼ା, ଉସ୍‌କା ତୋ ବଡ଼ା ନାମ୍‌ ହୈ...

ମୁମ୍ବାଇ: ବର୍ଷିୟାନ ଅଭିନେତା ଅମିତାଭ ବଚ୍ଚନ ଓ ରିଷି କପୁର। ଅଭିନୟରେ କେହି କାହାକୁ କମ୍ ନୁହଁନ୍ତି। ବିଗତ ଦିନରେ ବଲିଉଡ୍‌କୁ ଏମାନେ ଦେଇଛନ୍ତି ବହୁ ହିଟ୍ ଫିଲ୍ମ। ତେବେ ଏମାନଙ୍କ ସଂପର୍କରେ ତଟକା ଖବରଟି ହେଲା, ୨୭ ବର୍ଷ ପରେ ଦୁହେଁ ବଡ଼ ପରଦାରେ ପୁଣି ଏକାଠି ହେଉଛନ୍ତି। ଆସନ୍ତା ମେ ମାସ ୪ ତାରିଖରେ ରିଲିଜ୍ ହେବାକୁ ଥିବା ନୂଆ ଧରଣର ଏକ ହିନ୍ଦି ଫିଲ୍ମ ‘୧୦୨ ନଟ୍ ଆଉଟ୍‌’ରେ ଏମାନେ ମିଶିକି ଅଭିୟନ […]

102notout_8188

102notout_8188

Ordigital Desk
  • Published: Friday, 20 April 2018
  • Updated: 20 April 2018, 07:19 PM IST

Sports

Latest News

ମୁମ୍ବାଇ: ବର୍ଷିୟାନ ଅଭିନେତା ଅମିତାଭ ବଚ୍ଚନ ଓ ରିଷି କପୁର। ଅଭିନୟରେ କେହି କାହାକୁ କମ୍ ନୁହଁନ୍ତି। ବିଗତ ଦିନରେ ବଲିଉଡ୍‌କୁ ଏମାନେ ଦେଇଛନ୍ତି ବହୁ ହିଟ୍ ଫିଲ୍ମ। ତେବେ ଏମାନଙ୍କ ସଂପର୍କରେ ତଟକା ଖବରଟି ହେଲା, ୨୭ ବର୍ଷ ପରେ ଦୁହେଁ ବଡ଼ ପରଦାରେ ପୁଣି ଏକାଠି ହେଉଛନ୍ତି। ଆସନ୍ତା ମେ ମାସ ୪ ତାରିଖରେ ରିଲିଜ୍ ହେବାକୁ ଥିବା ନୂଆ ଧରଣର ଏକ ହିନ୍ଦି ଫିଲ୍ମ ‘୧୦୨ ନଟ୍ ଆଉଟ୍‌’ରେ ଏମାନେ ମିଶିକି ଅଭିୟନ କରିଛନ୍ତି।

ଏହି ଫିଲ୍ମର ଏକ ନିଆରା ଗୀତ ‘ବଡୁମ୍ବା..’ ଏବେ ମାର୍କେଟ୍‌କୁ ଆସିଲା ପରେ ଚର୍ଚ୍ଚା ଆରମ୍ଭ ହୋଇଛି। କୌତୂହଳର କଥା ହେଲା, ଏହି ଗୀତଟି କମ୍ପୋଜ୍ କରିଛନ୍ତି ନିଜେ ଅମିତାଭ ବଟ୍ଟନ। ଆଉ ଗୀତ ଗାଇଛନ୍ତି ନିଜେ ଅମିତାଭ ଓ ରିଷି। ଉମେଶ ଶୁକ୍ଳାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ସୌମ୍ୟ ଯୋଷୀଙ୍କ ରଚିତ ଏକ ମଜାଳିଆ ଗୁଜୁରାଟି ଡ୍ରାମା ଉପରେ ପର୍ଯ୍ୟବେଶିତ। ଏଥିରେ ଅମିତାଭ ଓ ରିଷି ବାପପୁଅ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଅମିତାଭ ହୋଇଛନ୍ତି ଜଣେ କଉତୁକିଆ ବାପା। ରିଷି ହୋଇଛନ୍ତି ତାଙ୍କର ୭୫ ବର୍ଷିୟ ବୋକାପୁଅ। ବାପା ଅମିତାଭ ସବୁବେଳେ ତାଙ୍କ ପୁଅକୁ ଥଟ୍ଟାମଜା କରୁଛନ୍ତି। ଫିଲ୍ମରେ ଦୁହେଁ ଖୁବ୍ ନାଚଗୀତ କରୁଥିବା ଜଣାପଡ଼ିଛି।

ଫିଲ୍ମ ‘୧୦୨ ନଟ୍ ଆଉଟ୍‌’ ସଂପର୍କରେ ଅମିତାଭ ସହ ଅଭିନୟ କରିବା ସଂପର୍କରେ ରିଷି କହିଛନ୍ତି- ମୁଁ ତାଙ୍କ ସହ ୨୭ ବର୍ଷ ତଳେ କାମ କରିଥିଲି। ଏବେ ଯେତେବେଳେ ସୁଟିଂ କଲୁ ଦୁହେଁ ବହୁ ସମୟ ଧରି ରିହରସାଲ କରୁଥିଲୁ। ଆମେ ଯେ ଏତେବର୍ଷ ଧରି ଏକାଠି କାମ କରିନୁ, ସେ ଅନୁଭବ ଆମର କେବେ ହୋଇନି। ମୁଁ ଗର୍ବର ସହ କହିବି ଯେ, ଗତ ୪୪ ବର୍ଷ ଧରି ମୁଁ ତାଙ୍କ ସହ କାମ କରିଛି। ଆମର ପ୍ରଥମ ଫିଲ୍ମ ଥିଲା ୧୯୭୬ ମସିହାରେ ରିଲିଜ୍ ହୋଇଥିବା ‘କଭି କଭି’ ଏବଂ ଶେଷ ଫିଲ୍ମ ଥିଲା ୧୯୯୧ରେ ରିଲିଜ୍ ହୋଇଥିବା ‘ଅଜୁବା’। ଅମିତାଭ ଓ ରିଷି ଏକାଠି ଅଭିନୟ କରିଥିବା କିଛି ହିଟ୍ ଫିଲ୍ମ ହେଲା- କଭି କଭି, ଅମର ଆକବର ଆନ୍ଥୋନୀ ଏବଂ କୁଲି। ଏ ସବୁ ଫିଲ୍ମ ସେତେବେଳେ ବ୍ଲକବଷ୍ଟର ହିଟ୍ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story